ମୟୁରଭଞ୍ଜ ୯ ଘଣ୍ଟା ବନ୍ଦ Samaja Digital (SM) Mar 10, 2021 ମୟୁରଭଞ୍ଜ : ଆଜି ମୟୁରଭଞ୍ଜରେ ୯ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟ ଅଗ୍ନିକାଣ୍ଡ ଘଟଣାର ପ୍ରତିବାଦରେ ଭଞ୍ଜ ସେନା ପକ୍ଷରୁ ୯ ଘଣ୍ଟିଆ ମୟୁରଭଞ୍ଜ ଜିଲା ବନ୍ଦ ପାଳନ କରାଯାଉଛି। ସକାଳ ୬ ରୁ ଅପରାହ୍ନ… Read More...
ସାମାନ୍ୟ ବଚସାରୁ ବଡ ଭାଇକୁ ତୀର ମାରିଲା ସାନ ଭାଇ Samaja Digital (SM) Jan 17, 2021 ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା କରଞ୍ଜିଆ ଥାନା କେନ୍ଦୁମୁଣ୍ଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ରବିବାର ଜଣାପଡ଼ିଛି। ଘରୋଇ କଳିରୁ ତୀର ମାଡ। ସାନ ଭାଇର ତୀର ମାଡରେ ବଡ ଭାଇ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର… Read More...
ଏଲଏସିରେ ଶହୀଦ ହୋଇଥିବା ୨୦ ଯବାନଙ୍କ ମଧ୍ୟରେ ୨ ଓଡ଼ିଆ samajalive Jun 17, 2020 ଭୁବନେଶ୍ଵର: ଲଦାଖର ଗଲୱାନ ଘାଟିରେ ସୋମବାର ବିଳମ୍ବିତ ରାତିରେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଶହୀଦ ହୋଇଥିବା ୨୦ ଯବାନଙ୍କ ମଧ୍ୟରେ ୨ ଓଡ଼ିଆ ଯବାନ ଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସରକାରୀ ଭାବେ… Read More...
ନିଖୋଜ ବାପା-ପୁଅଙ୍କ ମୃତଦେହ ଉଦ୍ଧାର, ପାଣି ଭିତରେ ବାପାକୁ ଜାବୁଡ଼ି ଧରିଥିଲା ପୁଅ samajalive May 4, 2020 ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀ ଗ୍ରାମରେ ମାଛ ଧରିବାକୁ ଯାଇ ନିଖୋଜ ଥିବା ବାପା-ପୁଅଙ୍କ ମୃତଦେହ ସୋମବାର ଉଦ୍ଧାର ହୋଇଛି। ମାଣତ୍ରୀ ଶିବମନ୍ଦିର ସଂଲଗ୍ନ ଜଳାଶୟରୁ ଉଭୟଙ୍କ ମୃତଦେହ ମିଳିଛି। ମୃତଦେହ… Read More...
ମାଛ ଧରିଲା ବେଳେ ପଡ଼ିଲା ବଜ୍ର, ୩ ଯୁବକ ମୃତ samajalive Apr 24, 2020 ଖୁଣ୍ଟା: ମାଛ ଧରିଲା ବେଳେ ବଜ୍ରପାତ ହୋଇ ୩ ଯୁବକଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ବଡପଥରା ଗ୍ରାମରେ ଶୁକ୍ରବାର ଏହି ଦୁଃଖଦ ଘଟଣା ଘଟିଛି। ୩ ଯୁବକ ଏକାଠି ମାଛ ଧରିବାକୁ ଯାଇଥିବା ବେଳେ… Read More...
ମିଥ୍ୟା ହତ୍ୟାକାଣ୍ଡରେ ଗିରଫ ବାପା-ପୁଅଙ୍କ ଘଟଣା, ଥାନା ଓଆଇସିଙ୍କ ବଦଳି Samaja Digital (SM) Jul 29, 2019 ମୟୂରଭଞ୍ଜ : ମିଥ୍ୟା ହତ୍ୟା ମାମଲାରେ ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ପୁରୁଣାବାହାଲ ଗାଁର ବାପା ଓ ପୁଅଙ୍କୁ ଗିରଫ କରିବା ଘଟଣାରେ ଥାନା ଓଆଇସିଙ୍କୁ ବଦଳି କରାଯାଇଛି। ସୂଚନା ଅନୁଯାୟୀ, ଦୀର୍ଘ ଅଢେଇ ମାସ… Read More...
ପଞ୍ଚାୟତ ଆକାଉଣ୍ଟରୁ ୮.୩ଲକ୍ଷ ଟଙ୍କା ଉଠିବା ଘଟଣା Samaja Live Sep 21, 2018 0 ବଡ଼ସାହି : ଖାନୁଆ ପଞ୍ଚାୟତର ପଶୁଦା ଏସ୍ବିଆଇ ଶାଖା ଆକାଉଣ୍ଟରେ ଥିବା ୮ଲକ୍ଷ ୩୧ହଜାର ୯୨୯ ଟଙ୍କା ଚଞ୍ଚକତା ପୂର୍ବକ ଉଠାଇବା ଘଟଣାର ୨ମାସ ବିତିବା ପରେ ପୁଲିସ୍ ୨ଜଣ ଠିକାଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।… Read More...