Browsing Tag

mao

ମୁଖ୍ୟମନ୍ତ୍ରୀଙ୍କ ସହ ଖେଳ ଦେଖିଲେ ୩୦ ଆତ୍ମସମର୍ପିିତ ମାଓବାଦୀ

ଭୁବନେଶ୍ବର: ଦିନ ଥିଲା ରାଜ୍ୟ ପୁଲିସ ଓ ପ୍ରଶାସନକୁ ନାକେଦମ କରି ପକାଉଥିଲେ। ହେଲେ ଆଜି ସମୟ ବଦଳିଛି। ଏବେ ସରକାର କେବଳ ସେମାନଙ୍କୁ ସମ୍ମାନର ସହିତ ବଞ୍ଚିବା ଲାଗି ମୁଖ୍ୟ​‌େସ୍ରାତରେ ସାମିଲ କରିଛନ୍ତି ତାହା ନୁହେଁ,…
Read More...

ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ

ମାଲକାନଗିରି : ରବିବାର ଠାରୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଛି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ନକ୍ସଲମାନେ ଏହି ସପ୍ତାହ ପାଳନ କରିବେ। ଏହି କାରଣରୁ କୋରାପୁଟ ଓ ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ…
Read More...

ପୁଲିସକୁ ବୋକା ବନେଇବାକୁ ମାଓବାଦୀଙ୍କ ଅଭିନବ ଉପାୟ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବୋକା ବନେଇବାକୁ ମାଓବାଦୀମାନେ ଏକ ଅଭିନବ ଉପାୟ ଅାପଣାଇଛନ୍ତି । ମାଓବାଦୀର ରୂପରେ କଣ୍ଢେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ଆକ୍ରମଣାତ୍ମକ ଢଙ୍ଗରେ ଜଗି ରହିଛନ୍ତି । ଯାହାକୁ…
Read More...

ଏନକାଉଣ୍ଟର ଜଣେ ମାଓବାଦୀ ନିହତ

ମାଲକାନାଗିରି: ମାଲକାନାଗିରି ସୀମାନ୍ତ ଛତିଶଗଡ ଦାନ୍ତେୱାଡା-ସୁକୁମା ଜିଲ୍ଲା ନିକଟରେ ଥିବା ମୂଲେର ଜଙ୍ଗଲରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଯବାନ ଗୁଳିରେ ଜଣେ ମାଓବାଦୀ ମୃତ ନିହତ ହୋଇଥିବା ଜଣାପଡିଛି ।…
Read More...

ଏନକାଉଣ୍ଟରରେ ୮ ମାଓବାଦୀ ନିହତ, ୨ ଯବାନ ସହିଦ

ମାଲକାନଗିରି : ଛତିଶଗଡ଼ରେ ଏକ ବଡ଼ ଧରଣର ଏନକାଉଣ୍ଟର ହୋଇଛି। ସୁକମା ଜିଲା ସାକଲିର ଜଙ୍ଗଲରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସୂଚନା ଅନୁଯାୟୀ ପୁଲିସ ଗୁଳିରେ ୮ ମାଓବାଦୀ ନିହତ ହୋଇଥିବା ବେଳେ ୨ ଜଣ ଯବାନ…
Read More...

ମାଓ ବିରୋଧୀ ପୋଷ୍ଟର

ରାୟଗଡ଼ା : ମୁନିଗୁଡ଼ା ବସ୍‍ଷ୍ଟାଣ୍ଡ ଏବଂ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାନ୍ଥରେ ମାଓ ବିରୋଧୀ ପୋଷ୍ଟର ଲାଗିଛି।  ଦୁଇଟି ପୃଥକ ସ୍ଥାନରେ ଲାଗିଥିବା ଏହି ପୋଷ୍ଟର ଗୁଡ଼ିକରେ ମାଓବାଦୀଙ୍କ କାର୍ଯ୍ୟକଳାପ ଓ…
Read More...

ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଉଗ୍ରରୂପ, ୨ଟି ସ୍ଥାନରେ ୭ଟି ବିସ୍ଫୋରଣ

ରାୟପୁର: ନିର୍ବାଚନର ମାତ୍ର ଗୋଟିଏ ପୂର୍ବରୁ ଛତିଶଗଡର ମାଓବାଦୀମାନେ ଉଗ୍ରରୂପ ଧାରଣ କରିଛନ୍ତି । ଛତିଶଗଡ ଦୁଇଟି ସ୍ଥାନରେ ମାଓବାଦୀମାନେ ୭ଟି ବିସ୍ଫୋରଣ କରିଥିବା ସୂଚନା ମିଳିଛି । ​‌ଛତିଶଗଡର ଅନ୍ତାଗଡ ଗ୍ରାମର ୬ଟି…
Read More...

ମାଓବାଦୀଙ୍କ ବର୍ବର କାଣ୍ଡ; ଘରୁ ଡାକି ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି । ଘରୁ ଡାକି ନେଇ ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୋଗ…
Read More...

ମାଓ ଗୁଳିରେ କ୍ୟାମେରାମ୍ୟାନ ସହିଦ୍ ଘଟଣା; ସ୍ପଷ୍ଟୀକରଣ ଦେଲେ ମାଓ ସଂଗଠନ

ନୂଆଦିଲ୍ଲୀ: ଛତିଶଗଡ଼ ଦନ୍ତେୱାଡ଼ାରେ ମାଓବାଦୀଙ୍କ ଗୁଳିରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ ସହିଦ୍ ହୋଇଥିବା ଘଟଣାରେ ଶୁକ୍ରବାର ମାଓ ସଂଗଠନ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି । କ୍ୟାମେରାମ୍ୟାନଙ୍କ ମୃତ୍ୟୁ ଘଟଣାକୁ…
Read More...

ସରକାରୀ ଚାକିରି କରିଥିବା ନକଲି ମାଓବାଦୀ ଗିରଫ

ମାଲକାନଗିରି : ମାଓବାଦୀ ନାମରେ ଦୀର୍ଘ ଦିନ ଧରି ଜଣେ ରାଜସ୍ୱ ସୁପରଭାଇଜରଙ୍କୁ ଟଙ୍କା ଚାନ୍ଦା ମାଗି, ଟଙ୍କା ନ ଦେଲେ ହତ୍ୟା ଧମକ ଦେଉଥିବା ଅଭିଯୋଗରେ ମାଲକାନଗିରି ଜିଲାର ରାଜସ୍ୱ ବିଭାଗର ଜଣେ କିରାଣୀଙ୍କ ସମେତ ଦୁଇ…
Read More...