Browsing Tag

mao poster

ରାସ୍ତା ନିର୍ମାଣକୁ ଲାଲ ବାହିନୀର ବିରୋଧ, ଠିକାଦାର ଏବଂ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ଚେତାବନୀ

ଲାଞ୍ଜିଗଡ: ଲାଞ୍ଜିଗଡରେ ମାଓବାଦୀଙ୍କ ଗତିବିଧି ଦିନକୁ ଦିନ ବୃଦ୍ଧି ପାଉଛି। ଲାଞ୍ଜିଗଡ ବ୍ଲକରେ ହେଉଥିବା ଅନେକ ଗୁଡିଏ ବିକାଶ ମୂଳକ କାର୍ଯ୍ୟକୁ ଲାଲ ବାହିନୀ ପକ୍ଷରୁ ବିରୋଧ କରାଯାଉଛି। ବ୍ଲକରେ ୩୦ରୁ ଉର୍ଦ୍ଧ୍ବ…
Read More...

ନୀଳଗିରି କଲେଜରୁ ମାଓ ପୋଷ୍ଟର ଜବତ; ଅଧ୍ୟାପକ ଓ ଛାତ୍ରଛାତ୍ରୀ ଭୟଭୀତ

ନୀଳଗିରି: ବାଲେଶ୍ବର ଜିଲା ନୀଳଗିରି କଲେଜରେ ମଙ୍ଗଳବାର ମାଓ ପୋଷ୍ଟର ଦେଖିବାକୁ ମିଳିଛି। କଲେଜ ପରିସରରେ ମାଓ ପୋଷ୍ଟର ଦେଖି ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ପଡିଛନ୍ତି। ଚଳିତ ବର୍ଷ କଲେଜରେ ଛାତ୍ର ସଂସଦ…
Read More...

କଳାହାଣ୍ଡିରେ ମାଓ ପୋଷ୍ଟର ଜବତ

ଭବାନିପାଟଣା : କଳାହାଣ୍ଡି ଜିଲ୍ଲାର ମଦନପୁରରାମପୁର ଥାନା ଅଧିନର ଉର୍ଲାଦାନୀ ଓ ମୋହନଗିରି ଆଦି ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ସହିଦ ସପ୍ତାହ ପାଳନକୁ ସମର୍ଥନ ଏବଂ ଉର୍ଲାଦାନୀରେ ଥିବା…
Read More...

ଭୋଟ ବର୍ଜନ କରିବାକୁ ମାଓବାଦୀଙ୍କ ଆହ୍ୱାନ

କଳାହାଣ୍ଡି : ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ମାଓବାଦୀ ଆହ୍ୱାନ ଦେଇ କଳାହାଣ୍ଡି ଜିଲାର କେତେକ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି । କଳାହାଣ୍ଡି ଜିଲ୍ଲା ଏମ.ରାମପୁରର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଓ ବ୍ୟାନର…
Read More...

କନ୍ଧମାଳରେ ପୁଣି ମାଓ ପୋଷ୍ଟର

କନ୍ଧମାଳ : କନ୍ଧମାଳ ଜିଲା ବାଲିଗୁଡା ପରମପାଙ୍ଗା ସୁକିଙ୍ଗିଆ ଛକରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟର ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ ଲାଗିଥିବା ଜଣାପଡିଛି। ପୋଷ୍ଟର ଓ…
Read More...

ମାଓ ପୋଷ୍ଟରରେ ପୁଲିସଙ୍କୁ ହତ୍ୟା ଧମକ

କନ୍ଧମାଳ: କିଛିଦିନର ନିରବତା ପରେ ମାଓବାଦୀଙ୍କ ପୋଷ୍ଟର ଅଭିଯାନ ପୁଣି ଦେଖିବାକୁ ମିଳିଛି। କନ୍ଧମାଳ ଜିଲା ବାଲିଗୁଡା ଅନ୍ତର୍ଗତ ସୁଡ୍ରା ମୁଖ୍ୟରାସ୍ତାରେ ଲାଗିଥିବା ମାଓ ପୋଷ୍ଟରକୁ ପୁଲିସ ଜବତ କରିଛି । ଜବତ ମାଓ…
Read More...

ମାଓବାଦୀଙ୍କ ସମାଧାନ ବିରୋଧୀ ଅଭିଯାନ ଆରମ୍ଭ

ମାଲକାନଗିରି/ନବରଙ୍ଗପୁର : ଶୁକ୍ରବାର ମାଓବାଦୀଙ୍କ ସମାଧାନ ବିରୋଧୀ ଅଭିଯାନ ଆରମ୍ଭ ହୋଇଛି । ଆଜି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ମାଓବାଦୀମାନେ ଆହ୍ବନ ଦେଇଛନ୍ତି । ମାଲକାନଗିରି ଜିଲ୍ଲା…
Read More...

ବାଲିଗୁଡ଼ାରେ ମାଓ ପୋଷ୍ଟର

ବାଲିଗୁଡ଼ା : କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ସିମନବାଡ଼ି ଅଞ୍ଚଳରେ ସିପିଆଇ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ଡ଼ିସେମ୍ବର ୧୨ଯାଏଁ…
Read More...

ଲାଲଗଡରେ ମାଓ ପୋଷ୍ଟର

ମାଲକାନଗିରି: ଗୁରୁବାର ଲାଲଗଡରେ ମାଓପୋଷ୍ଟର ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ବିଚ୍ଛିନ୍ନାଞ୍ଚଳରେ ପୋଷ୍ଟର ଲଗାଯାଇଛି। ମାଲକାନଗିରି ଜିଲାରେ ଦୁର୍ବଳ ହୋଇଥିବା ନକ୍ସଲ ସଂଗଠନକୁ ପୁଣି ଥରେ ସକ୍ରିୟ…
Read More...

କନ୍ଧମାଳରେ ମାଓ ପୋଷ୍ଟର

କନ୍ଧମାଳ : କନ୍ଧମାଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ନକ୍ସଲମାନେ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। …
Read More...