Browsing Tag

maharastra news odia news

ଅଗ୍ନିକାଣ୍ଡରେ ୨ ଜୀବନ୍ତ ଦଗ୍ଧ

ଥାଣେ : ମହାରାଷ୍ଟ୍ର ଥାଣେରେ ଏକ ଅଘଟଣ ଘଟିଛି। ଥାଣେରେ ଅଗ୍ନିକାଣ୍ଡ ଘଟି ୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଥାଣେ ଭିୱାଣ୍ଡିରେ ଏକ ୱେରହାଉସ୍‌‌ରେ ନିଆଁ ଲାଗି ୨ ଜଣ ଜଳିଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ…
Read More...

ଓଲଟିଲା ଯାତ୍ରୀବାହୀ ବସ୍‌‌ ; ୫ ମୃତ

ମୁମ୍ବଇ : ମହାରାଷ୍ଟ୍ରର ବୀଡରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ନେଇ ଗୁରୁବାର ଖବର ମିଳିଛି। ଗୁରୁବାର ସକାଳେ ଏକ ବସ୍‌‌ ଓଲଟି ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୨ ଜଣ ଲୋକେ ଆହତ ହୋଇଛନ୍ତି।…
Read More...

ଭୟାବହ ଅଗ୍ନିକାଣ୍ଡ ; ୬ ମୃତ, ୫୧ ଆହତ

ମୁମ୍ବଇ : ମହାରାଷ୍ଟ୍ରର ଗୋରାଗାଓଁରେ ଏକ ଅଟ୍ଟାଳିକାରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୬ ଜଣଙ୍କ ମୃତ୍ୟୁ ହେବା ସହ ୫୧ ଆହତ ହୋଇଛନ୍ତି। ଏହାସହ ପ୍ରାୟ ୫ ଜଣ ଗୁରୁତର…
Read More...

ମର୍ମନ୍ତୁଦ ଦୁର୍ଘଟଣାରେ ୬ ମୃତ, ୨୧ ଆହତ

ମୁମ୍ବଇ : ମହାରାଷ୍ଟ୍ରର ବୁଲଧାଣା ଜିଲାରେ ଶନିବାର ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ୨ଟି ବସ୍‌‌ ପରସ୍ପର ମଧ୍ୟରେ ଧକ୍କା ହୋଇ ଏହି ଦୁର୍ଘଟଣାରେ ଦୁଇ ମହିଳାଙ୍କ ସହ ଛଅ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୨୧ ଜଣ ଆହତ…
Read More...

ଭୂସ୍ଖଳନରେ ୧୦ ମୃତ ; ଉଦ୍ଧାରକାର୍ଯ୍ୟ ଜାରି

ମୁମ୍ବଇ : ମହାରାଷ୍ଟ୍ରରେ ରାୟଗଡରେ ଏକ ବଡ ଅଘଟଣ ଘଟିଛି। ରାୟଗଡରେ ଭୂସ୍ଖଳନରେ ୩୦ରୁ ଅଧିକ ପରିବାର ଫସି ରହିଥିବା ନେଇ ଆଶଙ୍କା ରହିଛି। ଭୂସ୍ଖଳନରେ ଏଯାଏଁ ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ରାୟଗଡର…
Read More...

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୧୨ ମୃତ

ମୁମ୍ବଇ : ମହାରାଷ୍ଟ୍ରର ରାଏଗଡରେ ଶନିବାର ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ରାସ୍ତାରେ ଯାଉଥିବା ଏକ ବସ୍‌‌ ହଠାତ୍‌‌ ଖାତ ମଧ୍ୟକୁ ଖସି ଯିବାରୁ ଏହି ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଚାଲି ଯାଇଛି। ଏହାସହ ୨୫ ରୁ ଅଧିକ…
Read More...

ଅଟୋରିକ୍ସା ଉପରେ ଓଲଟିଲା ବାଲି ବୋଝେଇ ଡମ୍ଫର ; ଛାତ୍ରଙ୍କ ସହ ୪ ମୃତ

ମୁମ୍ବଇ : ମହାରାଷ୍ଟ୍ରର ରାୟଗଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି । ଏକ ଅଟୋ-ରିକ୍ସା ଉପରେ ବାଲି ବୋଝେଇ ଡମ୍ଫର ଓଲଟି ପଡିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୩ ଜଣ…
Read More...