Browsing Tag

LOC

ଏଲଓସିରେ ଆଉ ୩ ହଜାର ଯବାନ ନିୟୋଜିତ : ଭାରତୀୟ ସେନା

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ଥାନ ସୀମାରେ କ୍ରମାଗତ ଉତ୍ତେଜନା ଲାଗି ରହିଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ନିଜର ଘୃଣ୍ୟ କାର୍ଯ୍ୟ ସହିତ ଏଲଓସି କୁ ଅନୁପ୍ରବେଶ କରିବାକୁ ବାରମ୍ବାର ଚେଷ୍ଟା କରୁଛି।…
Read More...

ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ, ୩ ପାକ୍‌ ସୈନ୍ୟ ନିହତ

ପୁଞ୍ଚ: ଜାମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ ପାକ୍‌ ସେନା ପକ୍ଷରୁ ହେଉଥିବା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନାର ଆକ୍ରମଣରେ ପାକ୍‌ ସେନାର ୩ ସୈନ୍ୟ ନିହତ ହୋଇଛନ୍ତି। ଏହା…
Read More...

ପାକ୍ ସେନା ଗୁଳିମାଡ଼ରେ ଗୋଟିଏ ପରିବାରର ୩ ମୃତ

ଶ୍ରୀନଗର: ସୀମାରେ ୩ ଭାରତୀୟଙ୍କୁ ହତ୍ୟା କରିଛି ପାକିସ୍ତାନୀ ସେନା। ଶୁକ୍ରବାର ରାତିରେ ପୁଞ୍ଚ ଜିଲା ସୀମାନ୍ତ ନିୟନ୍ତ୍ରଣ ରେଖା ପାଖରେ ଥିବା କର୍ମରା ଗ୍ରାମ ଉପରେ ପାକ୍‌ ସେନା ପକ୍ଷରୁ ଗୁଳି ଓ ମୋର୍ଟାର ମାଡ଼…
Read More...