ଲେହ ଗସ୍ତରେ ସେନାମୁଖ୍ୟ samajalive bureau(NS) Dec 23, 2020 ଲେହ: ଚୀନ ସହିତ ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଲେହ ଗସ୍ତ କରିଛନ୍ତି। ସେ ‘ଫାୟାର ଆଣ୍ଡ ଫ୍ୟୁରି କର୍ପ୍ସ’ର ଏକଦିବସୀୟ ଯାତ୍ରା ପାଇଁ ଏହି ଗସ୍ତରେ… Read More...
ଲେହରୁ ଚୀନକୁ କଡ଼ା ଚେତାବନୀ ଦେଲେ ରାଜନାଥ samajalive bureau(NS) Jul 17, 2020 ଜାମ୍ମୁ: ଭାରତ କୌଣସି ରାଷ୍ଟ୍ରର ସ୍ବାଭିମାନ ପ୍ରତି ଆଘାତ ଦେଇନାହିଁ। ଆଉ ଭାରତର ସ୍ବାଭିମାନକୁ ଯଦି କେହି ଆଘାତ ପହଞ୍ଚାଏ, ତେବେ ତା’କୁ ଛଡ଼ାଯିବ ନାହିଁ, ତାହାର ମୁହଁତୋଡ୍ ଜବାବ ଦିଆଯିବ। ଲଦାଖ ଗସ୍ତରେ ଯାଇଥିବା… Read More...
ଚୀନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ; ଆମେ ଶ୍ରୀକୃଷ୍ଣଙ୍କ ଭଳି ବଂଶୀ ବଜାଇପାରୁ, ସୁଦର୍ଶନ ଚକ୍ର ବି ଧରିପାରୁ samajalive bureau(NS) Jul 3, 2020 ଲେହ: ଗଲୱାନ ଘାଟି ଭାରତର। ଲଦାଖର ପୂରା ଅଂଶ ଭାରତର ମାନସମ୍ମାନର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶୁକ୍ରବାର ମୋଦୀ ଲେହ ଗସ୍ତ କରିବା ଅବସରରେ ୧୧ ହଜାର ଫୁଟ ଉଚ୍ଚରେ ଥିବା ନିମୁସ୍ଥିତ ସେନା… Read More...
ପ୍ରଧାନମନ୍ତ୍ରୀଙ୍କ ଲଦାଖ ଗସ୍ତ ପରେ ଏପରି ପ୍ରତିକ୍ରିୟା ଦେଲା ଚୀନ samajalive bureau(NS) Jul 3, 2020 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅଚାନକ ଲେହ ଓ ଲଦାଖ ଗସ୍ତ କରିଥିଲେ। ଏହି ଅବସରରେ ସେ ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ସୀମା ବିବାଦର ସମୀକ୍ଷା କରିଥିଲେ। ଏହା ସହିତ ୧୧୦୦୦… Read More...
ଲେହରେ ଅଚାନକ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସିଡିଏସଙ୍କ ସହ ସ୍ଥିତି ଅନୁଧ୍ୟାନ କରୁଛନ୍ତି samajalive bureau(NS) Jul 3, 2020 ଲେହ: ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅଚାନକ ଲେହରେ ପହଞ୍ଚିଛନ୍ତି। ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ବିପିନ ରାୱତଙ୍କ ସହିତ… Read More...