Browsing Tag

ladakh

ପ୍ରଧାନମନ୍ତ୍ରୀଙ୍କ ଲଦାଖ ଗସ୍ତ ପରେ ଏପରି ପ୍ରତିକ୍ରିୟା ଦେଲା ଚୀନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅଚାନକ ଲେହ ଓ ଲଦାଖ ଗସ୍ତ କରିଥିଲେ। ଏହି ଅବସରରେ ସେ ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ସୀମା ବିବାଦର ସମୀକ୍ଷା କରିଥିଲେ। ଏହା ସହିତ ୧୧୦୦୦…
Read More...

‘ଚୀନ ବିଶ୍ଵର ସବୁଠୁ ବଡ଼ ଜମି ମାଫିଆ’- କାନାଡାରେ ଭାରତୀୟଙ୍କ ବିକ୍ଷୋଭ ଶୋଭାଯାତ୍ରା

ଭାନକୋଭର: ଭାରତ-ଚୀନ ସୀମା ବିବାଦ ପରିପ୍ରେକ୍ଷୀରେ କାନାଡ଼ାରେ ରହୁଥିବା ଭାରତୀୟମାନେ ଭାନକୋଭରସ୍ଥିତ ଚୀନ ଦୂତାବାସ ସମ୍ମୁଖରେ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ଭାରତୀୟମାନେ ତ୍ରିରଙ୍ଗା ଏବଂ ବିଭିନ୍ନ ପ୍ଲାକାର୍ଡ…
Read More...

ଚୀନ ସୈନ୍ୟଙ୍କୁ କଡ଼ା ଟକ୍କର ଦେଇଥିବା ଭାରତୀୟ ଯବାନଙ୍କୁ ଭେଟି ସମ୍ମାନିତ କଲେ ସେନାମୁଖ୍ୟ

ଲଦାଖ: ଭାରତ-ଚୀନ ସୀମାରେ ଲଦାଖର ଗଲୱାନ ଘାଟିରେ ଗତ ୧୫ ତାରିଖ ରାତିରେ ଦୁଇଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ। କିନ୍ତୁ ଭାରତୀୟ ଯବାନମାନେ ଚୀନ ସୈନ୍ୟଙ୍କୁ ମୁହଁତୋଡ…
Read More...

ନରମିଲା ଚୀନ; ଏଲଏସିର ବିବାଦୀୟ ଅଞ୍ଚଳରୁ ନିଜ ସୈନ୍ୟଙ୍କୁ ପଛକୁ ହଟାଇବ

ନୂଆଦିଲ୍ଲୀ: ଶେଷରେ ନରମିଛି ଚୀନ। ଭାରତକୁ ବାରମ୍ବାର ନାଲିଆଖି ଦେଖାଉଥିବା ଚୀନ ଲଦାଖର ଏଲଏସି ଅନ୍ତର୍ଗତ ବିବାଦୀୟ ଅଞ୍ଚଳରୁ ନିଜର ସୈନ୍ୟଙ୍କୁ ପଛକୁ ହଟାଇନେବାକୁ ପ୍ରସ୍ତୁତ ହୋଇଛି। ସୀମା ବିବାଦକୁ ନେଇ ଏଲଏସିରେ…
Read More...

ବାୟୁସେନାରେ ଯୋଗଦେଲେ ୧୨୩ ଅଧିକାରୀ: ଚୀନକୁ ଜବାବ ଦେବାକୁ ଆମେ ପ୍ରସ୍ତୁତ- ଭଦୌରିଆ

ହାଇଦ୍ରାବାଦ: ଚୀନକୁ ଜବାବ ଦେବାକୁ ଆମେ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ଆର.କେ.ଏସ. ଭଦୌରିଆ। ଶନିବାର ହାଇଦ୍ରାବାଦଠାରେ ଅନୁଷ୍ଠିତ ବାୟୁସେନାର ପାସିଂ ଆଉଟ୍‌ ପରେଡ୍‌ରେ ଭଦୌରିଆ ଯୋଗଦେଇ…
Read More...

୩ ଦିନ ପରେ ୧୦ ଯବାନଙ୍କୁ ଛାଡ଼ିଲା ଚୀନ

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଚୀନ ସୈନ୍ୟଙ୍କ ସହିତ ସଂଘର୍ଷ ବେଳେ ୧୦ ଭାରତୀୟ ଯବାନଙ୍କୁ ଅପହରଣ କରିନିଆଯାଇଥିଲା। ଘଟଣାର ୩ ଦିନ ପରେ ଗୁରୁବାର ଚୀନ ସେମାନଙ୍କୁ ଛାଡ଼ିଦେଇଛି। ବରିଷ୍ଠ ସୈନ୍ୟ ଅଧିକାରୀମାନଙ୍କ ମଧ୍ୟରେ…
Read More...

ଏଲଏସିରେ ସ୍ଥିତି ନିୟନ୍ତ୍ରଣାଧୀନ, ନେପାଳ ସହିତ ଖୁବ୍‌ଶୀଘ୍ର ହେବ ସମାଧାନ: ସେନା ମୁଖ୍ୟ

ଡେରାଡୁନ: ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ ଏବଂ ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। କମାଣ୍ଡର ସ୍ତରୀୟ ବୈଠକ ସହିତ ଉଚିତ ସ୍ତରରେ ଆଲୋଚନା ଜାରି…
Read More...

ଏଲଏସିରେ ଭାରତ-ଚୀନ ସୈନ୍ୟ ମୁହାଁମୁହିଁ ହେବା ପରେ ଲଦାଖ ଗସ୍ତ କଲେ ସେନାମୁଖ୍ୟ ନରୱଣେ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ହେବା ପରେ ସେନାମୁଖ୍ୟ ମନୋଜ ମୁକୁନ୍ଦ  ନରୱଣେ ଲଦାଖ ଗସ୍ତ କରିଛନ୍ତି। ସେ ଲେହସ୍ଥିତ ୧୪ କୋର୍‌ ମୁଖ୍ୟାଳୟ ଯାଇ ବିବାଦ ସୃଷ୍ଟି…
Read More...

ଲଦାଖରେ ମୁତୟନ ଥିବା ଜଣେ ଯବାନ କରୋନାରେ ସଂକ୍ରମିତ

ଜମ୍ମୁ : ଭାରତୀୟ ସେନାର ଜଣେ ଯବାନ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଯବାନ ଜଣକ ଲଦାଖ ସ୍କାଉଟର ବୋଲି ଜଣାପଡିଛି। ନିକଟରେ ଯବାନଙ୍କ ବାପା ଇରାନରୁ ଫେରିଥିଲେ। ତାଙ୍କ ଠାରୁ କରୋନା ଭୂତାଣୁ ସଂକ୍ରମିତ ହୋଇଥାଇ…
Read More...