Browsing Tag

LAC

ମାନିଲା ପ୍ରତିରକ୍ଷା ମନ୍ତ୍ରଣାଳୟ; ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିଥିଲେ ଚୀନ ସୈନ୍ୟ

ନୂଆଦିଲ୍ଲୀ: ଭାରତୀୟ ଅଞ୍ଚଳରେ ଚୀନସୈନ୍ୟ ଅନୁପ୍ରବେଶ କରିଥିଲେ। ଗତ ମେ ମାସରେ ପୂର୍ବ ଲଦାଖ ଅଞ୍ଚଳରେ ଚୀନ ସୈନ୍ୟ ଅନୁପ୍ରବେଶ କରିଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ବୀକାର କରିଛି। ପେନ୍‌ଗୋଙ୍ଗ ସୋ ହ୍ରଦ ଏବଂ…
Read More...

ଲେହରୁ ଚୀନକୁ କଡ଼ା ଚେତାବନୀ ଦେଲେ ରାଜନାଥ

ଜାମ୍ମୁ: ଭାରତ କୌଣସି ରାଷ୍ଟ୍ରର ସ୍ବାଭିମାନ ପ୍ରତି ଆଘାତ ଦେଇନାହିଁ। ଆଉ ଭାରତର ସ୍ବାଭିମାନକୁ ଯଦି କେହି ଆଘାତ ପହଞ୍ଚାଏ, ତେବେ ତା’କୁ ଛଡ଼ାଯିବ ନାହିଁ, ତାହାର ମୁହଁତୋଡ୍‌ ଜବାବ ଦିଆଯିବ। ଲଦାଖ ଗସ୍ତରେ ଯାଇଥିବା…
Read More...

ଏଲଏସିରେ ଚୀନକୁ ମାତ୍‌ ଦେବାକୁ ହାଲୁକା ଟ୍ୟାଙ୍କ କିଣିବ ଭାରତ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ସହିତ ଭାରତର ସୀମା ବିବାଦ ଲାଗିରହିଛି। ଚୀନ ଏକାଧିକ ଥର ଏଲଏସିରେ ଭାରତ ବିରୋଧରେ ଯୁଦ୍ଧ ସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଏଲଏସିରେ ଚୀନକୁ ମାତ୍‌…
Read More...

ପ୍ରଧାନମନ୍ତ୍ରୀଙ୍କ ଲଦାଖ ଗସ୍ତ ପରେ ଏପରି ପ୍ରତିକ୍ରିୟା ଦେଲା ଚୀନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅଚାନକ ଲେହ ଓ ଲଦାଖ ଗସ୍ତ କରିଥିଲେ। ଏହି ଅବସରରେ ସେ ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ସୀମା ବିବାଦର ସମୀକ୍ଷା କରିଥିଲେ। ଏହା ସହିତ ୧୧୦୦୦…
Read More...

ଭାରତ-ଚୀନ ସୈନ୍ୟ ଅଧିକାରୀସ୍ତରୀୟ ଆଲୋଚନା ଆରମ୍ଭ

ଲେହ: ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଉତ୍ତେଜନା ଲାଗି ରହିଥିବାବେଳେ ଭାରତ ଏବଂ ଚୀନ ସେନା ଅଧିକାରୀସ୍ତରୀୟ ବୈଠକ ମଙ୍ଗଳବାର ପୁଣି ଥରେ ଆରମ୍ଭ ହୋଇଛି। ଲେହର ଚୁଶୁଲରେ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା ଜାରି…
Read More...

ଏଲଏସି ଯିବାକୁ ଚାହୁଁଛନ୍ତି କାରଗିଲ୍‌ ଯୁଦ୍ଧର ବୀର ସୈନିକ

ଲେହ: ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ଦାଦାଗିରି କରୁଛି। ଜୋର ଜବରଦସ୍ତି ଭାରତୀୟ ସୀମାକୁ ଅକ୍ତିଆର କରିବାକୁ ଚେଷ୍ଟା କରିଆସୁଛି ଚୀନ। ଚୀନର ଏଭଳି ଷଡ଼ଯନ୍ତ୍ର କାରଗିଲ୍‌ ଯୁଦ୍ଧର ବୀରଙ୍କୁ ବ୍ୟଥିତ…
Read More...

୩ ଦିନ ପରେ ୧୦ ଯବାନଙ୍କୁ ଛାଡ଼ିଲା ଚୀନ

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଚୀନ ସୈନ୍ୟଙ୍କ ସହିତ ସଂଘର୍ଷ ବେଳେ ୧୦ ଭାରତୀୟ ଯବାନଙ୍କୁ ଅପହରଣ କରିନିଆଯାଇଥିଲା। ଘଟଣାର ୩ ଦିନ ପରେ ଗୁରୁବାର ଚୀନ ସେମାନଙ୍କୁ ଛାଡ଼ିଦେଇଛି। ବରିଷ୍ଠ ସୈନ୍ୟ ଅଧିକାରୀମାନଙ୍କ ମଧ୍ୟରେ…
Read More...

ସରକାରୀ ଟେଣ୍ଡରରେ ଚାଇନିଜ୍‌ କମ୍ପାନୀଙ୍କୁ ନିଷେଧ ପାଇଁ ଏସଜେଏମର ଦାବି, ଚୀନ ଉତ୍ପାଦ ବର୍ଜନ କରିବାକୁ ଆହ୍ବାନ

ନୂଆଦିଲ୍ଲୀ: ସରକାରୀ ଟେଣ୍ଡରରେ ଅଂଶଗ୍ରହଣରୁ ଚାଇନିଜ୍‌ କମ୍ପାନୀଗୁଡ଼ିକୁ ନିଷେଧ କରିବା ଲାଗି ଆରଏସଏସ ଅନୁବନ୍ଧିତ ସଂସ୍ଥା ସ୍ବଦେଶୀ ଜାଗରଣ ମଞ୍ଚ(ଏସଜେଏମ) ଦାବି କରିଛି। ଲଦାଖର ଗଲୱାନ ଘାଟିରେ ଚୀନ ସେନା ଆକ୍ରମଣରେ…
Read More...

ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହେଉ: ଆମେରିକା

ୱାଶିଂଟନ: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ତେବେ ଦୁଇ ଦେଶ ଏହି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ…
Read More...

ଗଲଓ୍ୱାନ ଭ୍ୟାଲିରେ ଭାରତ-ଚୀନ ସୈନ୍ୟ ହାତାହାତି; ୩ ଭାରତୀୟ ଯବାନ ଶହୀଦ

ନୂଆଦିଲ୍ଲୀ: ଚୀନ ସୀମାରେ ଭାରତ ଏବଂ ଚୀନ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ଗଲୱାଲ ଭ୍ୟାଲିରେ ଚୀନ ସୈନ୍ୟଙ୍କ ଆକ୍ରମଣରେ ଭାରତୀୟ ସେନାର ଜଣେ ଅଧିକାରୀ ଏବଂ ୨ ଯବାନ ଶହୀଦ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ସୈନ୍ୟ ଅଧିକାରୀ…
Read More...