Browsing Tag

khariar

ଶଯ୍ୟାଶାୟୀ ଦିବ୍ୟାଙ୍ଗକୁ ସହାୟତା ଯୋଗାଇ ଦେବାକୁ ଦାବୀ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଖାସବାହାଲ ପଞ୍ଚାୟତ ଅନ୍ତର୍ଗତ ବଙ୍କାପୁର ଗ୍ରାମର ବିଷ୍ଣୁ ଚରଣ ବେହେରା ଏବଂ ସକୁନ୍ତଲା ବେହେରାଙ୍କ ୮ ବର୍ଷର ଝିଅ ଦିବ୍ୟାଙ୍ଗ ଜୀବନ ଅତିବାହିତ କରୁଛି। ୮ ବର୍ଷ ତଳେ ଦିବ୍ୟାଙ୍ଗ…
Read More...

ସ୍କୁଲ ବନ୍ଦ; କ୍ଷେତରେ ଧାନ ସଂଗ୍ରହ କରୁଛନ୍ତି ଛାତ୍ରଛାତ୍ରୀ

ଖଡିଆଳ : ମହାମାରୀ କରୋନା ବିପତ୍ତିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ବିଦ୍ୟାଳୟର ଛାତ୍ରାଛାତ୍ରୀ। ଗତ ମାର୍ଚ୍ଚ ମାସରୁ ସେମାନଙ୍କ ବିଦ୍ୟାଳୟ ବନ୍ଦ କାରଣରୁ ପାଠ ପଢାରେ ଡୋରୀ ବନ୍ଧା ହୋଇଛି। ସଂକ୍ରମଣ ଭୟରେ ସରକାର…
Read More...

ଫେସବୁକରେ ଫେକ୍‍ ଆଇଡି ଖୋଲି ହିନ୍ଦୁ ଦେବାଦେବୀଙ୍କୁ ଅପମାନ, ଥାନାରେ ମାମଲା

ଖଡିଆଳ : ଫେସବୁକରେ ଏକ ଜାଲ୍‍ ଏକାଉଣ୍ଟ ଖୋଲି ଜଣେ ବ୍ୟକ୍ତି ହିନ୍ଦୁଧର୍ମର ଦେବାଦେବୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରି ବିବାଦୀୟ ମନ୍ତବ୍ୟ ଛାଡୁଥିବା ନେଇ ଖଡିଆଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନାମତେ ଖଡିଆଳ ବ୍ଲକ…
Read More...

ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ୟୁଜିସି ଟିମର ପରିଦର୍ଶନ

ଖଡିଆଳ : ନୂଆପଡା ଜିଲା ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ୟୁଜିସି ପିଅର୍‍ ଟିମ ୨ ଦିନିଆ ଗସ୍ତରେ ଆସି ପରିଦର୍ଶନ କରିଛନ୍ତି। ସ୍ୱୟଂଶାସିତ ମାନ୍ୟତାର ସଂପ୍ରସାରଣ ପାଇଁ ୬ ଜଣିଆ ଟିମର ଚେୟାରମ୍ୟାନ ଭାବରେ ଏମଡି…
Read More...

ସମ୍ପର୍କୀୟ ଭାଇଙ୍କ ଦେହରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ, ଯୁବକଙ୍କୁ କୋର୍ଟ ଚାଲାଣ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଚନାବେଡା ଗ୍ରାମରେ ଜଣେ ସମ୍ପର୍କୀୟ ଭାଇଙ୍କ ଦେହରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଅଭିଯୋଗରେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୂଚନାମତେ ଚନାବେଡା ଗ୍ରାମର ଉଭୟ…
Read More...

ନଳକୂପ ମରାମତି ପାଇଁ ଗ୍ରାମବାସୀଙ୍କର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଡୁଆଝର ପଞ୍ଚାୟତ ଅନ୍ତର୍ଗତ ସମସେରପଦର ଗ୍ରାମବାସୀ ନଳକୂପ ମରାମତି ପାଇଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନାମତେ ସମସେରପଦର ଗ୍ରାମରେ ଦୀର୍ଘ ୨ ମାସରୁ ଅଧିକ ହେବ…
Read More...

କରୋନା ହେଲା କାଳ, ପାଠପଢା ବଦଳରେ ଗୋରୁ ଛେଳି ଜଗୁଛନ୍ତିି ଛାତ୍ରଛାତ୍ରୀ

ଖଡିଆଳ : କରୋନା ବିପତ୍ତି ପାଇଁ ଛୋଟ ଠାରୁ ବଡ ଯାଏଁ ସମସ୍ତେ ଏବେ ସମସ୍ୟା ଘେରରେ। କାମଧନ୍ଦାର ଅଭାବ ସାଙ୍ଗକୁ ନିତିଦିନିଆ ଚଳଣିରେ ନାହିଁ ନ ଥିବାର ବ୍ୟତିକ୍ରମ। ସବୁଠାରୁ ବେଶି କରୋନା ଛାଟ ପଡିଛି ସ୍କୁଲ ପିଲା ମାନଙ୍କ…
Read More...

ଖଡିଆଳକୁ ଉପଖଣ୍ଡ ମାନ୍ୟତା- ସରକାରଙ୍କ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ ଦାବୀ

ଖଡିଆଳ : ନୂଆପଡା ଜିଲା ଖଡିଆଳକୁ ଉପଖଣ୍ଡ ମାନ୍ୟତା ଦାବୀ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ ହୋଇଆସୁଥିଲା। ଏହି ଦାବୀକୁ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରହିଥିବା ଜଣାପଡିବା ପରେ ଜନସାଧାରଣଙ୍କ ମଧ୍ୟରେ ଖୁସିର…
Read More...

ଶ୍ରମିକଙ୍କ ଦୈନିକ ମଜୁରୀ ୪୦୦ ଟଙ୍କା କରିବାକୁ ଦାବୀ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ କୁଶମାଲ ଏବଂ କୁର୍ଲୁଭଟା ଗ୍ରାମର ଯୁବକମାନେ ହାତରେ ପ୍ଲାକାର୍ଡ ଧରି ମନରେଗା ଯୋଜନାରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିବାକୁ ଦାବୀ କରିଛନ୍ତି। ସରକାର ମନରେଗା ଯୋଜନାରେ ଶ୍ରମିକ…
Read More...

ନିଆଁରେ ପୋଡ଼ି ଯୁବକଙ୍କ ମୃତ୍ୟୁ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଚନାବେଡା ଗ୍ରାମରେ ନିଆଁରେ ପୋଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନାମତେ, ଚନାବେଡା ଗ୍ରାମର ମାଝିପଡାର ମନୋଜ ମାଝୀ ନାମକ ବିବାହିତ ଯୁବକ ମଦ୍ୟପାନ…
Read More...