Browsing Tag

khaira news

ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ; ଆଜି ୬ ଘଣ୍ଟିଆ ଖଇରା ବନ୍ଦ

ଖଇରା : ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦାବିରେ ଆଜି ୬ ଘଣ୍ଟିଆ ଖଇରା ବନ୍ଦ ଦିଆଯାଇଛି। ଖଇରା ନାଗରିକ ମଞ୍ଚ ପକ୍ଷରୁ ଏହି…
Read More...

ମଦ ନିଶାରେ କଟୁରିରେ ହାଣି ବାପାକୁ ହତ୍ୟା କଲା ପୁଅ

ଖଇରା :  ମଦ ନିଶାରେ ବିଭତ୍ସ ଭାବେ କଟୁରିରେ ହାଣି ବାପାକୁ ହତ୍ୟା କଲା ପୁଅ। ଅଭିଯୁକ୍ତ ପୁଅର  ଗୋଡ଼ ହାତକୁ ବାନ୍ଧି ପୁଲିସକୁ ଗ୍ରାମବାସୀ ଖବର ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା…
Read More...

ଟିଉସନ ଯାଉଥିବା ସମୟରେ ନାବାଳିକାଙ୍କୁ ଭୁଜାଲିରେ ଆକ୍ରମଣ

ଖଇରା : ଟିଉସନ ଯାଉଥିବା ସମୟରେ ନାବାଳିକାଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ଏଭଳି ଅଭାବନୀୟ ଘଟଣା ଖଇରା ଠାରେ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି କରାଯାଇଛି।  ଉକ୍ତ ନାବାଳିକା ନବମ ଶ୍ରେଣୀର…
Read More...

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗାଡି ଜାଲିଦେଲେ ଆକ୍ରମଣକାରୀ

ଖଇରା : ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ । ଦୁଇଟି ବାଇକ ସମେତ ଗୋଟିଏ ମାରୁତି ଗାଡି ଜାଲିଦେଲେ ଆକ୍ରମଣରୀ । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ ଘଟିଛି। ଖଇରା ବ୍ଲକ ତୁଟ ଗ୍ରାମର କୈଳାସ ଜେନା…
Read More...

ଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ

ଖଇରା :  ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ଝାଟିଆ ଗ୍ରାମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୬ ବଖରା ଜଳି ଭସ୍ମୀଭୂତ ହୋଇଛି। ଏହାସହ ୫ ଲକ୍ଷ ଟଙ୍କାର ସମ୍ପତ୍ତି ଓ ୨ ଗାଈ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଖବର…
Read More...

ରାସ୍ତାରେ ଓଲଟିଲା ପଥର ବୋଝେଇ ଟିପର

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ରାଜ୍ୟ ରାଜପଥ କଣ୍ଟାପଡା ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଏକ ବଡ଼ ପଥର (ଚେଲି) ବୋଝେଇ ଟିପର ଓଲଟି ପଡ଼ିଛି। ଏହି ଘଟଣା ବିଳମ୍ବିତ ରାତିରେ ଘଟିଛି। ଦୁର୍ଘଟଣା…
Read More...

ବେଆଇନ ଗୋରୁ ଚାଲାଣ ବେଳେ ଅଂଚଳବାସୀଙ୍କ ଦ୍ୱାରା ୩୫ରୁ ଅଧିକ ଗୋରୁ ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରି ପଂଚାୟତ ବେଗୁନିଆ ମୁନି ପଡ଼ିଆ ଅଂଚଳରେ ଟ୍ରକରେ ବେଆଇନ ଗୋରୁ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ୱାରା ଜବତ ହୋଇଥିବା ରବିବାର ଜଣାପଡ଼ିଛି। ୩୫ରୁ ଅଧିକ ଗୋରୁଙ୍କୁ ଉଦ୍ଧାର…
Read More...

ଭାସମାନ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ଅନ୍ତର୍ଗତ ରଟିଣା ପଞ୍ଚାୟତ କଲୋନୀ ସାହିରେ ଏକ ମହୋରମ ଖଣିରେ ଭାସମାନ ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ବୃଦ୍ଧ ଜଣଙ୍କ ହେଲେ ବିପିନ୍…
Read More...

ଘାଟିରେ ଓଲଟିଲା ଅଟୋ ; ଜଣେ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ଶାରିଶୁଆ ପାହାଡ଼ ନିକଟ ଘାଟିରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଅଟୋ ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି।…
Read More...

ଗହଣା ଦୋକାନ ସାମ୍ନାରେ ଚକର କାଟୁଥିଲେ ଯୁବକ; ପୁଲିସ ତଦନ୍ତ ଜାରି

ଖଇରା : ବାଲେଶ୍ୱର ଜିଲା ଖଇରା ତୁଡିଗଡିଆ ଅଂଚଳରେ ବୁଧବାର ୨ଟି କଳାପଲସରରେ ୪ ଜଣ ଯୁବକ ଗହଣା ଦୋକାନ ସମ୍ମୁଖରେ ଚକର କାଟୁଥିବା ଖବର ସାମ୍ନାକୁ ଆସିଛି। ଉକ୍ତ ଯୁବକଙ୍କ ଉପରେ ଅଂଚଳବାସୀଙ୍କ ସନ୍ଦେହ ହେବାରୁ ସେମାନେ…
Read More...