Browsing Tag

kerala news

କୃଷି ଆଇନ ବିରୋଧରେ କେରଳ ସରକାରଙ୍କ ସ୍ବତନ୍ତ୍ର ଅଧିବେଶନ; ମୁଖ୍ୟମନ୍ତ୍ରୀ କହିଲେ-କର୍ପୋରେଟ୍‌ ସଂସ୍ଥାଙ୍କ ହିତ ପାଇଁ…

ଥିରୁଭାନନ୍ଥପୂରମ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କେରଳ ସରକାର ଗୁରୁବାର ସ୍ବତନ୍ତ୍ର ଅଧିବେଶନ ଡକାଇଛନ୍ତି। ଅଧିବେଶନରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କୃଷି ଆଇନ ବିରୋଧରେ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ…
Read More...

୨୮ ବର୍ଷ ପରେ ‘ଅଭୟା’ଙ୍କୁ ନ୍ୟାୟ; ଫାଦର, ନନ୍‌ଙ୍କୁ ଆଜୀବନ କାରାଦଣ୍ଡ

ଥିରୁଭାନନ୍ଥପୂରମ: ଦୀର୍ଘ ୨୮ ବର୍ଷ ପରେ ସିଷ୍ଟର ‘ଅଭୟା’ଙ୍କୁ ମିଳିଛି ନ୍ୟାୟ। ତାଙ୍କୁ ହତ୍ୟା କରିଥିବା ୨ ଅଭିଯୁକ୍ତ ତଥା ଖ୍ରୀଷ୍ଟିଆନ ଧର୍ମଗୁରୁ ଫାଦର ଥୋମାସ କୋଟ୍ରୁ ଏବଂ ଜଣେ ନନ୍‌ ସେଫିଙ୍କୁ ଥିରୁଭାନନ୍ଥପୂରମ…
Read More...

କରୋନା: ଆଖି ବୁଜିଲା ୪ ମାସର ଶିଶୁ

କୋଝିକୋଡ: କେରଳରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଏକ ୪ ମାସର ଶିଶୁର ମୃତ୍ୟୁ ଘଟିଛି। ଗତ ଗୁରୁବାର ପିଲାଟିର କରୋନା ରିପୋର୍ଟ ପଜିଟିଭ ଆସିଥିବାବେଳେ ଶୁକ୍ରବାର ସେ କୋଝିକୋଡ ମେଡିକାଲ କଲେଜରେ ଚିକିତ୍ସାଧୀନ…
Read More...

କାଲି ମଜୁରି ଲାଗୁଥିଲେ, ଆଜି ୧୨ କୋଟିର ମାଲିକ

କନ୍ନୁର: ମଣିଷର ଭାଗ୍ୟ ସବୁଠୁ ଊର୍ଦ୍ଧ୍ଵରେ। କେତେବେଳେ କାହାର ଭାଗ୍ୟ ତା’କୁ କେଉଁ ବାଟରେ ନେବ ତାହା ପୂର୍ବାନୁମାନ କରିବା ମୁସ୍କିଲ। ଠିକ୍‌ ସେହିଭଳି କିଛି ଘଟିଛି କେରଳର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। କାଲି ଯାହାର…
Read More...