Browsing Tag

kendujhar news

ପ୍ରଗତି ପ୍ରକଳ୍ପ ପକ୍ଷରୁ ସମସ୍ୟା ସମାଧାନ ନେଇ କର୍ମଶାଳା

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ୯ଟି ଗ୍ରାମ ପଞ୍ଚାୟତକୁ ନେଇ ସି.ୱାଇ.ଏସ.ଡି ପ୍ରଗତି ପ୍ରକଳ୍ପ ତରଫରୁ ପଞ୍ଚାୟତିରାଜ ଅନୁଷ୍ଠାନର ସଦସ୍ୟ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅନ୍ୟ କର୍ମଚାରୀଙ୍କୁ…
Read More...

ଲୁଟ୍‍ ପାଇଁ ଅଭିନବ ଉପାୟ ; ସଫା କରିବା ନାଁରେ ସୁନା ଲୁଟିଲେ ଦୁର୍ବୃତ୍ତ

କେନ୍ଦୁଝର : ଅଭିନବ ଉପାୟରେ ସୁନା ଲୁଟ୍‍ । ସୁନା ସଫା କରିବା ନାଁରେ ଦୁର୍ବୃତ୍ତମାନେ ୪ ଭରି ସୁନା ଅଳଙ୍କାର ଲୁଟ୍‍ କରିଛନ୍ତି । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲା ଘଷିପୁରା ଥାନା ଅର୍ନ୍ତଗତ ସଇଲଙ୍ଗ ଗାଁରେ ।…
Read More...

ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଦେଓଗାଁ ରେଞ୍ଜର ନୂଆବରିପାଳ ଗ୍ରାମର ଜଙ୍ଗଲରେ ଆଜି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନାରଙ୍ଗପୁର ଗ୍ରାମର ଦୁଃଶାସନ ଜେନା । ଦୁଃଶାସନ ସକାଳ…
Read More...

ଘରେ ଶୋଇଥିବା ବେଳେ ସ୍ୱାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ

କେନ୍ଦୁଝର : ଘରେ ଶୋଇଥିବା ବେଳେ ସ୍ୱାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ । ଏଭଳି ଏକ ଅଭାବନୀୟ ଘଟଣା ବାମେବାରୀ ଥାନା ବଳଦା ଗାଁରେ ଘଟିଥିବା ନେଇ ଆଜି ଖବର ମିଳିଛି। ସର୍ଟ ସର୍କିଟରୁ ପୋଡି ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିବା ନେଇ…
Read More...

ଧାନ ଡ଼ୋଲି ତଳେ ଚାପି ହୋଇ ସ୍ତ୍ରୀ ମୃତ ; ସ୍ୱାମୀ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ଅନ୍ତର୍ଗତ ବାହିଆବାରଦଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଥିବା ଜଣାପଡ଼ିଛି। ଧାନ ଡ଼ୋଲି ତଳେ ଚାପି ହୋଇ ଦମ୍ପତିଙ୍କ ମଧ୍ୟରୁ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର…
Read More...

ଧାନ ବିକି ନ ପାରି ଉପଜିଲାପାଳଙ୍କ ବାସଭବନ ଘେରିଲେ ଶତାଧିକ ଚାଷୀ

କେଶଦୁରାପାଳ: ଦେଓଗାଁ ସମବାୟ ସିମିତିରେ ଚାଷୀ ମାରଣ ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହୋଇଛି। ଏହା ପ୍ରତିବାଦରେ ସୋମବାର ନୂଆପଡ଼ାର ଶତାଧିକ ଚାଷୀ ଆନନ୍ଦପୁର ଉପଜିଲାପାଳଙ୍କ ବାସଭବନ ଘେରାଉ କରିଛନ୍ତି। ସୂଚନା…
Read More...

ଟ୍ରକ -ଆମ୍ବୁଲାନ୍ସ ଧକ୍କା ; ଚାଳକ ମୃତ

କେନ୍ଦୁଝର : କେନ୍ଦୁଝର ତେଲକୋଇ ନିକଟ ଅଞ୍ଚଳରେ ଟ୍ରକ ସହ ଏକ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଧକ୍କା ହୋଇଥିବା ଗୁରୁବାର ଜଣାପଡିଛି। ଦୁର୍ଘଟଣାରେ ଆମ୍ବୁଲାନ୍ସ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ…
Read More...

ଲୁଟ ପରେ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ ; ମାଆ-ପୁଅ ଜୀବନ୍ତ ଦଗ୍ଧ

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ନନ୍ଦିପଦା ଥାନା ଅନ୍ତର୍ଗତ କଳିଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଗୁରୁବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଲୁଟ ପରେ ଦୁର୍ବୃତ୍ତମାନେ ଏକ ଘରେ ଲଗାଇଲେ ନିଆଁ…
Read More...

ପାଟଣାରୁ ୨ ଓ ସାହାରପଡାରୁ ଜଣେ କରୋନା ପଜିଟିଭ ଚିହ୍ନଟ

ପାଟଣା: କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ସଙ୍ଗରୋଧ କେନ୍ଦ୍ରରେ ଥିବା ଦୁଇ ଜଣ ପ୍ରବାସୀ ମହିଳା ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨ ତାରିଖରେ ସେମାନେ ବେଙ୍ଗାଲୁରୁରୁ ଫେରିବା ପରେ ମୁରୁସୁଆଁ…
Read More...

ଅନ୍ଧବିଶ୍ୱାସ: ସାପ କାମୁଡ଼ା ରୋଗୀଙ୍କୁ ଗୁଣିଗାରେଡ଼ି ଚିକିତ୍ସା, ଚାଲିଗଲା ଜୀବନ

ପାଟଣା : ସର୍ବଦା ଲୋକଙ୍କୁ ପରାମର୍ଶ ଦିଆଯାଉଛି ସର୍ପାଘାତର ଶିକାର ହେଲେ କୌଣସି ଅନ୍ଧ ବିଶ୍ୱାସର ବଶବର୍ତୀ ନ ହୋଇ ମେଡ଼ିକାଲ ଯିବାକୁ। ମାତ୍ର ଅନେକ ଲୋକେ ଏହି କଥାକୁ ନବୁଝି ଅନ୍ଧ ବିଶ୍ୱାସର ବଶବର୍ତୀ ହେଉଛନ୍ତି। ଏଭଳି…
Read More...