Browsing Tag

kendrapada news

ଗଛରେ ପିଟିହେଲା ବୋଲେରୋ- ୩ମୃତ

କେନ୍ଦ୍ରାପଡା: ସଦର ଥାନା ଅନ୍ତର୍ଗତ ଓସ୍ତପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ମୃତ,୪ଜଣ ଗୁରୁତର ହୋଇଛନ୍ତି। ନାରାୟଣପୁରରୁ କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବୋଲେରୋ ଗଛରେ ପିଟି…
Read More...

ପୋଖରୀରେ ବୁଡି ଭାଇଭଉଣୀଙ୍କ ସଲିଳ ସମାଧି

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରି ଗାଁରେ ଆଜି ଏକ ଅଘଟଣ ଘଟିଛି। ଖେଳୁଥିବା ସମୟରେ ପୋଖରୀରେ ବୁଡି ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି। ଉଭୟ ମୃତକ ସମ୍ପର୍କୀୟ ଭାଇ ଭଉଣୀ ହୋଇଥିବା ବେଳେ…
Read More...

ମାଆ ସାଜିଲା ହତ୍ୟାକାରୀ !

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି। ଜଣେ ମାଆ ନିଜର ୨ ମାସର ପୁଅକୁ ହତ୍ୟା କରି କୂଅରେ ପିଙ୍ଗିଥିବା ଦେଇଥିବା ନେଇ…
Read More...

ଦୁର୍ଘଟଣାରେ ବାଇକ ଆରୋହୀ ମୃତ ; ବସ ଜାଳିଲେ ଉତ୍ତ୍ୟକ୍ତଲୋକେ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ୫ ନମ୍ବର ଜାତୀୟ ରାଜପଥ (କ) ହଳଦିଆପଡ଼ା ରାଧାଭାଟି ନିକଟରେ ବୁଧବାର ସକାଳେ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହଳଦିଆପଡ଼ା ଗ୍ରାମର ଜଣେ ୨୪ ରୁ ୨୮…
Read More...

ଗ୍ୟାସ ଲିକ୍ ରୁ ଅଗ୍ନିକାଣ୍ଡ; ୩ ଆହତ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ନିକିରି ଥାନା ଅନ୍ତର୍ଗତ ଧୂମାତ ଗାଁରେ ଗ୍ୟାସରେ ରୋଷେଇ କରୁଥିବା ବେଳେ ଶନିବାର ଅଘଟଣ ଘଟିଛି। ହଠାତ ଗ୍ୟାସ୍‌ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟି ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ…
Read More...

ଗଡ଼ିଲା କେନ୍ଦ୍ରାପଡ଼ା-ହରିଦାସପୁର ରେଳପଥରେ ମାଲବାହୀ ଟ୍ରେନ ; ଜନସାଧାରଣଙ୍କ ବିରୋଧ

କେନ୍ଦ୍ରାପଡା : ହରିଦାସପୁର ପାରାଦ୍ବୀପ ରେଳପଥରେ ପ୍ରଥମ ମାଲବାହୀ ଟ୍ରେନ ଶୁକ୍ରବାର ଗଡ଼ିଛି। ହେଲେ ଏହି ଚଳାଚଳକୁ ବିରୋଧ କରାଯାଇଛି। ନୂଆଗାଁ ପ୍ଲାଟଫର୍ମରେ ଟ୍ରେନ ଅଟକାଇ ଜନସାଧାରଣ କହିଛନ୍ତି ଯେ ପ୍ରଥମେ…
Read More...

ସିବିଏସଇ ୧୦ମ ପରୀକ୍ଷାରେ ପ୍ରୟାସଙ୍କ ସଫଳତା

ଭୁବନେଶ୍ଵର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ବାରା ପରିଚାଳିତ ୧୦ମ ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲାର ଛାତ୍ର ପ୍ରୟାସ ରାଉତ ସଫଳତା ହାସଲ କରିଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୫ମ ସ୍ଥାନ ଅଧିକାର କରି…
Read More...

ଅଗରନାଶୀ ପଠାରେ ୪୦ ଫୁଟ ଲମ୍ବ ମୃତ ତିମି

ରାଜନଗର: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ନିକଟ ଅଗରନାଶୀ ପଠାରେ ଏକ ମୃତ ତିମି ଲାଗିଥିବା ଦେଖିବାକୁ ମିଳିଛି। ଶନିବାର ସକାଳେ ତିମିଟି ଭାସି ଆସି ସମୁଦ୍ର କୂଳରେ ଲାଗିଥିବା ସ୍ଥାନୀୟ ଲୋକମାନେ…
Read More...

କେନ୍ଦ୍ରାପଡ଼ାରେ ୧୩ କରୋନା ସଂକ୍ରମିତ ଚିହ୍ନଟ, ସମସ୍ତେ ସୁରତ​‌ ଫେରନ୍ତା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲାରେ ଗୁରୁବାର ୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଫଳରେ କେନ୍ଦ୍ରାପଡ଼ା ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୨ରେ…
Read More...

ଡ଼ାକ୍ତରଙ୍କୁ ମାଡ଼ ଅଭିଯୋଗରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଚଳ ; ରୋଗୀ ହନ୍ତସନ୍ତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ଆଳିରେ ଡ଼ାକ୍ତରଙ୍କୁ ମାଡ଼ ଅଭିଯୋଗରେ ଗୁରୁବାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଚଳ ହୋଇଛି। ଜରୁରୀକାଳିନ ବିଭାଗକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗ ବନ୍ଦ ରହିଛି। ଫଳରେ ରୋଗୀମାନେ ହନ୍ତସନ୍ତ…
Read More...