Browsing Tag

Kashmir

କାଶ୍ମୀରକୁ ଅଶାନ୍ତ ଲାଗି ନୂଆ ଆତଙ୍କୀ ସଙ୍ଗଠନ ’ପାଫ୍’; ପାକିସ୍ଥାନ ଦେଉଛି ପ୍ରୋତ୍ସାହନ- ଅସ୍ତ୍ରଶସ୍ତ୍ର

ଶ୍ରୀନଗର:  ପାକିସ୍ଥାନ ଓ ଏହାର ଗୁଇନ୍ଦା ଏଜେନ୍ସି ଆଇଏସଆଇ ପୁଣିଥରେ ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପିପୁଲ୍ସ ଏଣ୍ଟି ଫାସିଷ୍ଟ ଫଣ୍ଟ (ପିଏଏଫଏଫ୍) ନାମକ ଏକ ସଙ୍ଗଠନକୁ ସୃଷ୍ଟି କରିବାରେ…
Read More...

ପାକ୍‌ ଷଡ଼ଯନ୍ତ୍ର ବିଫଳ; ଭାରତୀୟ ସୀମାରେ ଉଡୁଥିବା ସଶସ୍ତ୍ର ଡ୍ରୋନକୁ ଖସାଇଦେଲା ସେନା

ଜାମ୍ମୁ: ପାକିସ୍ତାନର ପୁଣି ଏକ ଘୃଣ୍ୟ ଷଡ଼ଯନ୍ତ୍ରକୁ ଭାରତୀୟ ସେନା ବିଫଳ କରିଛି। ଭାରତୀୟ କ୍ଷେତ୍ରକୁ ପାକ୍‌ ପକ୍ଷରୁ ପଠାଯାଇଥିବା ଏକ ସଶସ୍ତ୍ର ଡ୍ରୋନକୁ ସେନା ଗୁଳିକରି ଖସାଇ ଦେଇଛି। ଜାମ୍ମୁର ହୀରାନଗର ସେକ୍ଟର…
Read More...

କାଶ୍ମୀର ଭାରତର ବୋଲି ଦର୍ଶାଇଥିବା ୨ ସାମ୍ବାଦିକଙ୍କୁ ବହିଷ୍କାର କଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ସରକାରୀ ଗଣମାଧ୍ୟମରେ କାଶ୍ମୀରକୁ ଭାରତର ବୋଲି ଦର୍ଶାଇଥିବା ୨ ସାମ୍ବାଦିକଙ୍କୁ ବହିଷ୍କାର କରାଯାଇଛି। ପାକିସ୍ତାନ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠିବା ପରେ ଇମ୍ରାନ ଖାନ ସରକାର ଉପରୋକ୍ତ…
Read More...

ପାକିସ୍ତାନକୁ ତାଲିବାନ୍‌ ଝଟ୍‌କା- କହିଲା କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ, ଆମେ ହସ୍ତକ୍ଷେପ କରିବୁନି

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଶକ୍ତ ଝଟ୍‌କା ଦେଇଛି ତାଲିବାନ। କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏ କ୍ଷେତ୍ରରେ ଆମେ ପାକିସ୍ତାନକୁ ସମର୍ଥନ କରିବୁ ନାହିଁ ବୋଲି ତାଲିବାନ୍‌ ପକ୍ଷରୁ…
Read More...

କିସ୍ତୱାରରେ ପୁଲିସ୍ ଟିମ୍ ଉପରକୁ ଆକ୍ରମଣ; ଜଣେ ଏସପିଓ ସହିଦ୍, ଜଣେ ଆହତ

ଜମ୍ମୁ : ଜମ୍ମୁ କଶ୍ମୀରର କିସ୍ତୱାରରେ ପୁଲିସ୍ ଟିମ୍ ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଏସପିଓ ସହିଦ୍ ହୋଇଥିବାବେଳେ ଅନ୍ୟ ଜଣେ ଏସପିଓ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ…
Read More...

୨୪ ଘଣ୍ଟାରେ ଆଉ ୫ ଆତଙ୍କବାଦୀଙ୍କୁ ନିପାତ କଲେ ଭାରତୀୟ ସେନା ; ମୋଟ୍‌ ୯ ନିହତ, ୩ ସହିଦ୍

ଶ୍ରୀନଗର : କାଶ୍ମୀର ଉପତ୍ୟକାରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ସେନା ନଅ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ରବିବାର ଆତଙ୍କବାଦୀଙ୍କ ଏକ ଦଳ ନିୟନ୍ତ୍ରଣ ରେଖା ପାର କରି କରନ ସେକ୍ଟରରେ ଅନୁପ୍ରବେଶ କରିବାକୁ ଉଦ୍ୟମ…
Read More...

ଦିଲ୍ଲୀ ବିମାନ ବନ୍ଦରରେ ବ୍ରିଟିଶ ମହିଳା ସାଂସଦ ଅଟକ

ନୂଆଦିଲ୍ଲୀ: କାଶ୍ମୀର ଗସ୍ତରେ ଆସିଥିବା ବିଭିନ୍ନ ରାଷ୍ଟ୍ରର ସାଂସଦମାନଙ୍କ ନେତୃତ୍ଵ ନେଇଥିବା ବ୍ରିଟିଶ ମହିଳା ସାଂସଦ ଡେବି ଆବ୍ରାହମ୍ସଙ୍କୁ ସୋମବାର ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ବୈଧ ଭିଜା ନ ଥିବାରୁ…
Read More...