Browsing Tag

Kashmir

ନେଉଳପୁର ଜ୍ବାଇଁ – ଆତଙ୍କବାଦୀ ପ୍ରେମରେ ଉଚ୍ଚଶିକ୍ଷିତା ଯୁବତୀ

ଡେସ୍କ: ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁରରୁ ଗିରଫ ହୋଇଥିବା ଆତଙ୍କବାଦୀ ଈଶାନ୍‌ ବୁଖାରୀ ଫେସ୍‌ବୁକ୍‌ ଜରିଆରେ ସେଠାକାର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିବା ଜଣାପଡିଛି। ସମ୍ପୃକ୍ତ ଯୁବତୀ…
Read More...

ଜାମ୍ମୁ-କାଶ୍ମୀରରେ ପୁଲିସ ଓ ସିଆରପିଏଫଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ; ୨ ପୁଲିସ କର୍ମଚାରୀ ଶହୀଦ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସୋପୋରରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିବା ନେଇ ଶନିବାର ଜଣାପଡିଛି। ପୁଲିସ ଓ ସିଆରପିଏଫଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ୨ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏହାସହ…
Read More...

ଜାମ୍ମୁ କାଶ୍ମୀରରେ ସେନାମୁଖ୍ୟ; ନିୟନ୍ତ୍ରଣ ରେଖାରେ ସ୍ଥିତି ପରଖିବେ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅସ୍ତ୍ରବିରତି ରାଜିନାମା ୧୦୦ ଦିନ ପୂରଣ ହୋଇଥିବାବେଳେ ସେଠାରେ ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ଭାରତର ସେନା ମୁଖ୍ୟ ଜେନେରାଲ ମନୋଜ…
Read More...

କାଶ୍ମୀରରେ ବିକ୍ଷୋଭ; ଇସ୍ରାଏଲ ପତାକା ପୋଡି

ଶ୍ରୀନଗର: ପାଲେଷ୍ଟାଇନର ଗାଜା ଅଞ୍ଚଳରେ ଚାଲିଥିବା ଇସ୍ରାଏଲ ଆକ୍ରମଣ ପ୍ରତିବାଦରେ ଜାମ୍ମୁ କାଶ୍ମୀରର ବିଭିନ୍ନ ଭାଗରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କୋଭିଡ ମହାମାରୀ ପରିପ୍ରେକ୍ଷୀରେ ତାଲାବନ୍ଦ କଟକଣା ଲାଗୁ…
Read More...

ବସ୍‌ଷ୍ଟାଣ୍ଡରେ ଆତଙ୍କବାଦୀଙ୍କ ବିସ୍ଫୋରଣ, ୮ ଆହତ

ଜାମ୍ମୁ: ଦକ୍ଷିଣ କାଶ୍ମୀରର ଅବନ୍ତୀପୋରା ଅନ୍ତର୍ଗତ ତ୍ରାଲ ବସଷ୍ଟାଣ୍ଡରେ ଶନିବାର ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଛନ୍ତି। ଯବାନମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିବା ବେଳେ ତାହା ଲକ୍ଷଚ୍ୟୁତ…
Read More...

ଝିଅ ‘ଦେଶଦ୍ରୋହୀ’ ବୋଲି କହିବା ପରେ ବାପାଙ୍କୁ ‘ଅତ୍ୟାଚାରୀ’ କହିଲେ ଶେହଲା

ଜାମ୍ମୁ: କାଶ୍ମୀର ପ୍ରସଙ୍ଗକୁ ନେଇ ଜେଏନୟୁର ପୂର୍ବତନ ଛାତ୍ରନେତ୍ରୀ ଶେହଲା ରଶୀଦ ଏବଂ ତାଙ୍କ ବାପା ଅବଦୁଲ ଆର. ଶୋରାଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଶେହଲା କାଶ୍ମୀରକୁ ନେଇ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା…
Read More...

ତୁର୍କୀକୁ ଭାରତର ଚେତାବନୀ: ମନ୍ତବ୍ୟ ଦେବା ବେଳେ ସଞ୍ଜତ ଓ ସତର୍କ ରୁହ

ନୂଆଦିଲ୍ଲୀ:  କୌଣସି ମନ୍ତବ୍ୟ ଦେବା ବେଳେ ସଞ୍ଜତ ଓ ସତର୍କ ରହିବାକୁ ତୁର୍କୀକୁ ଚେତାବନୀ ଦେଇଛି ଭାରତ । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ତୁର୍କୀ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ଆଧାରରେ ଭାରତ…
Read More...

କାଶ୍ମୀର ପ୍ରସଙ୍ଗରେ ପୁଣି ନିରାଶ ପାକିସ୍ଥାନ; ଜାତିସଂଘ ସୁରକ୍ଷା ପରିଷଦ ଖାରଜ କଲା ଆଲୋଚନା ପ୍ରସ୍ତାବ

ୱାଶିଂଟନ: ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ପୁଣି ଥରେ ପାକିସ୍ଥାନକୁ ଲାଗିଛି ବଡ଼ ଧକ୍କା । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସାମିଲ ଦେଶଗୁଡ଼ିକ କାଶ୍ମୁରକୁ ଦ୍ବିପାକ୍ଷିକ ପ୍ରସଙ୍ଗ ଉଲ୍ଲେଖ କରିବା ପରେ ପାକିସ୍ଥାନ…
Read More...

ଚୀନକୁ ଭାରତର ଚେତାବନୀ: ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ମନ୍ତବ୍ୟ ଦେବାରୁ ବିରତ ରୁହ

ନୂଆଦିଲ୍ଲୀ:  ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ନ ଖେଳାଇବାକୁ ଓ କୌଣସି ଟିପ୍ପଣୀ ନ ଦେବାକୁ ଚୀନକୁ ଭାରତ ଦେଇଛି ଚେତାବନୀ । ଚୀନୀ ବିଦେଶ ମନ୍ତ୍ରଣାଳୟର ଜଣେ ମୁଖପାତ୍ରଙ୍କ ଟିପ୍ପଣୀ ଆଧାରରେ ଭାରତ ଚୀନକୁ ଏପରି…
Read More...

କାଶ୍ମୀର ପ୍ରସଙ୍ଗରେ ପାକିସ୍ଥାନ ସମର୍ଥନରେ ପୁଣି ଥରେ ବାହାରିଲା ତୁର୍କୀ

ପାକିସ୍ଥାନ ପ୍ରତିଦିନ କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକ ମଞ୍ଚରେ ଉଠାଇବାକୁ ଚେଷ୍ଟା କରୁଛି, ମାତ୍ର ତାହା ସଫଳ ହୋଇପାରୁନାହିଁ । ମାତ୍ର ଏବେ ପାକିସ୍ଥାନକୁ କାଶ୍ମୀର ପ୍ରସଙ୍ଗରେ ତୁର୍କୀର ସମର୍ଥନ ମିଳିଛି । ତୁର୍କୀ…
Read More...