Browsing Tag

kantabanji

ସୋସିଆଲ ମିଡିଆରେ ଖବର ପାଇ ରକ୍ତଦାନ କଲେ ଯୁବନେତା, ବଞ୍ଚାଇଲେ ଯୁବତୀଙ୍କ ଜୀବନ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୂରିବାହାଲ ବ୍ଲକ ଅନ୍ତର୍ଗତ ଗମ୍ବାରିଖଳା ଗାଁର ଜଣେ ୨୭ ବର୍ଷିୟ ଯୁବତୀଙ୍କର ଚିକିତ୍ସାଧିନ ଅବସ୍ଥାରେ ଏବି ପଜିଟିଭ ରକ୍ତ ଜରୁରୀ ଆବଶ୍ୟକ ପଡିଥିଲା।…
Read More...

୨ ବାଇକ ମୁହାଁମୁହିଁ ଧକ୍କା, ୨ଗୁରୁତର

କଣ୍ଟାବାଞ୍ଜି: ଜୁରାବନ୍ଧ ଫୁଟବଲ ପଡିଆ ନିକଟରେ ଆଜି ସଂଧ୍ୟାରେ ଅନ୍ଧାରରେ ୨ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ହୋଇଛନ୍ତି। ଜଣକର ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ବେଳେ ତାଙ୍କୁ ବଲାଙ୍ଗୀର…
Read More...

ଯୁବକଙ୍କୁ ଛୁରା ମାଡ କରି ଦୁର୍ବୃତ୍ତ ଫେରାର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହର ଡେଲି ମାର୍କେଟରେ ରାସ୍ତା କଡରେ ଆଜି ସଂଧ୍ୟା ୭ ରୁ ୭.୩୦ ମଧ୍ୟରେ ପନି ପରିବା ବିକ୍ରୟ କରୁଥିବା ବେହେରାପଡାର ଯୁବକ ଜଗବନ୍ଧୁ ବେହେରା(୩୦)ଙ୍କୁ ହଠାତ୍ ବାଇକରେ ଆସି କେହି ଦୁର୍ବୃତ୍ତ…
Read More...

କଂଟାବାଞ୍ଜି ରେଳଷ୍ଟେସନରୁ ୭୪ଜଣ ଦାଦନ ଶ୍ରମିକ ଉଦ୍ଧାର

କଂଟାବାଞ୍ଜି : କଂଟାବାଞ୍ଜି ରେଳଷ୍ଟେସନରୁ ଜିଆରପି ପୁଲିସ ୭୪ ଜଣ ଦାଦନ ଶ୍ରମିକଙ୍କ ସହ ୧୩ ଜଣ ଶିଶୁକୁ ଉଦ୍ଧାର କରିଛି। ସମସ୍ତ ଦାଦନ ଶ୍ରମିକମାନଙ୍କୁ ସ୍ଥାନୀୟ ପୁଲିସ ସହାୟତାରେ ନିଜ ନିଜ ର ଗାଁକୁ ପଠାଇ ଦିଆଯାଇଛି।…
Read More...

ନିର୍ଝରଣୀର ପୁସ୍ତକ ଲୋକାର୍ପଣ ଉତ୍ସବ, ଚାରି ଖଣ୍ଡ କୋଶଲି ବହି ଉନ୍ମୋଚିତ

କଣ୍ଟାବାଞ୍ଜି: ଦୀର୍ଘ ମାସର ବ୍ୟବଧାନରେ କରୋନା କଟକଣାକୁ ନଜରରେ ରଖି ମାସ୍କ ପରିଧାନ, ସାନିଟାଇଜର ଓ ସାମାଜିକ ଦୂରତା ବଜାୟ ରଖି ବିଜୟା ଦଶମୀ ଅବସରରେ ନିର୍ଝରଣୀ ସାହିତ୍ୟ, କଳା ଓ ସଂସ୍କୃତି ପରିଷଦ, କଣ୍ଟାବାଞ୍ଜି…
Read More...

କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ସାମ୍ବାଦିକ ସଂଘର ଶୋକସଭା

କଣ୍ଟାବାଞ୍ଜି: କରୋନା ଯୋଦ୍ଧା କନ୍ଧମାଳ ପ୍ରମେୟ ଜିଲ୍ଲା ପ୍ରତିନିଧି ତାରିଣୀ ପାଢିଙ୍କ ଭୂବନେଶ୍ୱର କିମ୍ସ ହସପିଟାଲରେ କୋଭିଡ ଚିକିତ୍ସା ଚାଲିଥିବା ବେଳେ ଅକାଳ ବିୟୋଗରେ ସାମ୍ବାଦିକ ସଂଘ କଣ୍ଟାବାଞ୍ଜି ପକ୍ଷରୁ ଶୋକସଭା…
Read More...

ମଜୁରୀ ଦାବୀ ନେଇ ଫରେଷ୍ଟ ରେଞ୍ଜ ଅଫିସ ଘେରିଲେ ମଜୁରିଆ

କଣ୍ଟାବାଞ୍ଜି: କରୋନା ମହାମାରୀ ସମୟରେ ମଜୁରିଆମାନେ କାମ କରି ଗତ ୪/୫ ମାସ ହେଲା ମଜୁରି ପାଇ ନ ଥିବା ଯୋଗୁଁ ବୁଧବାର ଦିନ କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜ ଅଫିସକୁ ଶତାଧିକ ମଜୁରିଆ ଆସି ଘେରାଉ କରିଛନ୍ତି। ଦୀର୍ଘ ଦିନ…
Read More...

ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିକୁ ସରପଞ୍ଚଙ୍କ ମାଡ ମାରିବା ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରାହ୍ମଣ ସମାଜର…

କଣ୍ଟାବାଞ୍ଜି: ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ତୁରେକେଲା ବ୍ଲକ ଝରଣି ପଞ୍ଚାୟତ ସରପଞ୍ଚ ପ୍ରେମଲତା ମେହେର, ତାଙ୍କ ସ୍ୱାମୀ ନରେନ୍ଦ୍ର ମେହେର ଓ କେତେକ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ଖବର…
Read More...

ସରପଞ୍ଚଙ୍କ ଦ୍ୱାରା ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରସଙ୍ଗ: ସାମ୍ବାଦିକ ସଂଘ ପକ୍ଷରୁ ତହସିଲଦାରଙ୍କୁ…

କଣ୍ଟାବାଞ୍ଜି : ବୈଦ୍ୟୁତିକ ଗଣମାଧ୍ୟମ କଣ୍ଟାବାଞ୍ଜି ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ଝରଣି ପଞ୍ଚାୟତ ସରପଞ୍ଚ ପ୍ରେମଲତା ମେହେର, ତାଙ୍କ ସ୍ୱାମୀ ନରେନ୍ଦ୍ର ମେହେର ଓ କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ରାମୋଡ…
Read More...

କରୋନା ଯୋଦ୍ଧା ପୂର୍ବତନ ଆଇଆଇସିଙ୍କ ବିୟୋଗରେ ସାମ୍ବାଦିକ ସଂଘର ଶ୍ରଦ୍ଧାଞ୍ଜଳି  

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ତଥା ଓଡିଶାର ବଳିଷ୍ଠ ପୁଲିସ କର୍ମଚାରୀ ପୂର୍ବତନ କଣ୍ଟାବାଞ୍ଜି ଆଇଆଇସି ବିଜୟାନନ୍ଦ କରକାରା କରୋନା ଆକ୍ରାନ୍ତ ହୋଇ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା…
Read More...