Browsing Tag

kamakhayanagar news odia news odisha news

ଗାଡି ଡିକି ଭାଙ୍ଗି ଲୁଟି ନେଲେ ଭତ୍ତା ଟଙ୍କା

କାମାକ୍ଷାନଗର : ଲୁଟି ନେଲେ ଭତ୍ତା ଟଙ୍କା। ୧ ଲକ୍ଷ ୮୦ ହଜାର ଭତ୍ତା ଟଙ୍କା ଲୁଟ୍‌‌ ହୋଇଥିବା ନେଇ ଗୁରୁବାର ଖବର ମିଳିଛି। ପରଜଙ୍ଗ ଥାନା ପିତିରି ପଞ୍ଚାୟତ ଜିଆରଏସଙ୍କ ଠାରୁ ଏହି ଲୁଟ୍‌‌ ହୋଇଛି। ଖାଲପାଳ ଗାଁରେ…
Read More...

ଧାନ ଅମଳ ପରିମାଣ କମିବା ନେଇ ଋଣଗ୍ରସ୍ତ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ଖୁରୁଷିଆ ଗ୍ରାମର ଜଣେ ଚାଷୀ ଧାନ ଅମଳରେ ପରିମାଣ କମିବାରୁ କରିଥିବା ଋଣ ପରିଶୋଧ କରିବା ଚିନ୍ତାରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ମୃତ ଚାଷୀ…
Read More...

୨ ବାଇକ୍‌‌ ମୁହାଁମୁହିଁ ଧକ୍କା ; ୨ ମୃତ

କାମାକ୍ଷାନଗର : ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୨ ବାଇକ୍‌‌ ଆରୋହୀଙ୍କ ଜୀବନା ଢେଙ୍କାନାଳ କାମାକ୍ଷାନଗର ଆଲୁଅଝରଣ ନିକଟରେ ଗୁରୁବାର ୨ ବାଇକ୍‌‌ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୨ ବାଇକ୍‌‌ ଆରୋହୀଙ୍କ…
Read More...

ପୁଣି ଆଉ ଏକ ପିକ୍‌‌ନିକ୍‌‌ ବସ୍‌‌ ଦୁର୍ଘଟଣାଗ୍ରସ୍ତ ; ୫ ଗୁରୁତର

କାମାକ୍ଷାନଗର : ପୁଣି ଆଉ ଏକ ପିକ୍‌‌ନିକ୍‌‌ ବସ୍‌‌ ଦୁର୍ଘଟଣାଗ୍ରସ୍ତ। ଗୁରୁବାର ସକାଳେ ମହାବୀରରୋଡ ଥାନା ଭେଜିଆ ଛକରେ ସଡକ ଦୁର୍ଘଟଣା ଘଟିଛି। ପିକ୍‌‌ନିକ୍‌‌ ବସ୍‌‌ର ସିରିଜ ଦୁର୍ଘଟଣାରେ ୫ ଜଣ ଗୁରୁତର ହେବା ସହ ୪୦…
Read More...

୫ ଦଫା ଦାବି ନେଇ ଡାକଘର ସାମ୍ନାରେ ଗ୍ରାମୀଣ ଡାକ ସେବକଙ୍କ ଧାରଣା 

କାମାକ୍ଷାନଗର : କାମାକ୍ଷାନଗର ଉପ ଡାକଘର ସାମ୍ନାରେ ୫ଦଫା ଦାବି ନେଇ ଗ୍ରାମୀଣ ଡାକ ସେବକ ମାନଙ୍କ ଧର୍ମଘଟ ଦେଖିବାକୁ ମିଳିଛି। ଦେଶ ବ୍ୟାପି ଏହି ଧର୍ମଘଟରେ ସମସ୍ତ ଜିଡିଏସ ମାନେ ଭାଗ ନେଇଛନ୍ତି । ଜିଡିଏସ ମାନଙ୍କୁ ୪…
Read More...

ହାତୀର ମୃତଦେହ ଠାବ

କାମାକ୍ଷାନଗର : ଜଙ୍ଗଲରୁ ମାଈ ହାତୀର ମୃତଦେହ ଠାବ ହୋଇଛି। ମହାବୀରରୋଡ ଘାଗରାମୁଣ୍ଡା ପଞ୍ଚାୟତ ଖଇରାମୁଣ୍ଡା ଗାଁ ଜଙ୍ଗଲରୁ ଠାବ ହୋଇଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅସୁସ୍ଥତାରୁ ମୃତ୍ୟୁ ଘଟିଥିବା…
Read More...

ବିଭିନ୍ନ ରାସ୍ତାର ଭିତ୍ତିପ୍ରସ୍ତର ଶିଳାନ୍ୟାସ କଲେ ମନ୍ତ୍ରୀ

କାମାକ୍ଷାନଗର : କାମାକ୍ଷାନଗର ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଗ୍ରାମ୍ୟ ରାସ୍ତାର ଶିଳାନ୍ୟାସ କରିଛନ୍ତି କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ…
Read More...

ଉଚ୍ଚ ନ୍ୟାୟାଳୟ ନିର୍ଦେଶକୁ ଅବମାନନା ଅଭିଯୋଗ

କାମାକ୍ଷାନଗର : କାମାକ୍ଷାନଗର ମହାବିଦ୍ୟାଳୟର ଜଣେ ପ୍ରାଧ୍ୟାପକଙ୍କୁ ବଦଳିର ପ୍ରତିବାଦରେ ଉଚ୍ଚ ନ୍ୟାୟାଳୟର ନିର୍ଦେଶ ମୁତାବକ ପୁନଃ ଅବସ୍ଥାପିତ କରାଯାଉ ନଥିବାର ଅଭିଯୋଗ ହୋଇଛି। କାମାକ୍ଷାନଗର ମହାବିଦ୍ୟାଳୟର ବାଣିଜ୍ୟ…
Read More...

ଅଗ୍ନିକାଣ୍ଡରେ୨ ବଖରା ଭସ୍ମୀଭୂତ

କାମାକ୍ଷାନଗର : କାମାକ୍ଷାନଗର ତହସିଲ ଅନ୍ତର୍ଗତ ଖୋକସା ଗ୍ରାମ ଜୁଆଙ୍ଗ ବସ୍ତିରେ ବୁଧବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୨ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା…
Read More...

ଟ୍ରାକ୍ଟର ଓଲଟି ଚାଳକ ମୃତ

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇଶିଙ୍ଗା ଗ୍ରାମରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ହୋଇଛି। ଚାଳକ ଜଣକ ହେଲେ ସେହି ଗ୍ରାମର ମହରଗା ସାହୁ । ମହରଗା ଆଜି ପୂର୍ବାହ୍ନରେ ସନ୍ନିକଟ ରାମିଆଳ…
Read More...