Browsing Tag

Kalyansinghpur

ମନରେଗାରେ ଦୁର୍ନୀତିକୁ ନେଇ ଓଡିଶା ୱେଲଫେୟାର ଆସୋସିଏସନ ଟ୍ରଷ୍ଟ ପକ୍ଷରୁ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମନରେଗାରେ ଦୁର୍ନୀତି ଓ ଧମକକୁ ନେଇ ଓଡିଶା ୱେଲଫେୟାର ଆସୋସିଏସନ ଟ୍ରଷ୍ଟ ପକ୍ଷରୁ ବ୍ଲକ ଓ ଥାନାରେ ଲିଖିତ ଅଭିଯୋଗ । ଆଜି ଓଡିଶା ୱେଲଫେୟାର ଆସୋସିଏସନ ଟ୍ରଷ୍ଟ…
Read More...

ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ତାଳସାଜା ନଦୀ ଘାଟରୁ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଗୁରୁବାର ତାଳସାଜା ଗାଁର କିଛି ଲୋକ ଜାଳେଣି କାଠ…
Read More...

କୀଟନାଶକ ଔଷଧ ଖାଇ ମହିଳା ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ରାବୁଗୁଡ଼ା ଗାଁର ବିଜୟ କୁନାକାଙ୍କ ସ୍ତ୍ରୀ ସୁକାନ୍ତି କୁନାକା(୨୦)ଙ୍କର କୀଟନାଶକ ଔଷଧ ଖାଇ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଜଣାପଡିଛି…
Read More...

ପୋତି ହେଲାଣି ଡ୍ରେନ ; ଦୃର୍ଗନ୍ଧରେ ଫାଟୁଛି ଗାଁ

କଲ୍ୟାଣସିଂହପୁର  :ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା ପ୍ରତ୍ୟେକ ସାହିରେ ଥିବା ଡ୍ରେନ ଗୁଡିକ ପୋତି ହୋଇ ଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ବିଭିନ୍ନ ସମୟରେ ସ୍ବଛତାକୁ ଗୁରୁତ୍ୱର…
Read More...

ଚାଟଶାଳୀ ଶିକ୍ଷା ଅଭିଯାନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପୂଜାରୀଗୁଡା ପଞ୍ଚାୟତର ଲଟାଗୁଡା ଗାଁରେ ଦିଲ୍ଲୀ ଆତ୍ମ ଶକ୍ତି ଓଡିଶା ଶ୍ରମ ଜୀବୀ ମଞ୍ଚ, ମହିଳା ଶ୍ରମ ଜୀବୀ ମଞ୍ଚ ଓ ରାୟଗଡା ଜନ ଜାଗରଣ ମଞ୍ଚ ତରଫରୁ ମିଶନ…
Read More...

ବର୍ଷାରେ ଭୁଶୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇଠାରେ ଗତକାଲି ଅପରାହ୍ନରେ ଲଗାଣ ବର୍ଷା ହେବାରୁ ହରିଜନ ସାହିର ବିଧବା କୌଶଲ୍ୟା ସୁନିତାଙ୍କ ଝାଟିମାଟି ଚାଳ ଛପର ଘର ଭାଙ୍ଗି ଯାଇଥିବା ଦେଖିବାକୁ…
Read More...

କଲ୍ୟାଣସିଂହପୁରରେ ବିନା ଭକ୍ତରେ ଗୁଣ୍ଡିଚା ଯାତ୍ରା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଶ୍ରୀଜୀଉଙ୍କ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି। କରୋନା ମହମାରୀକୁ ଦୃଷ୍ଟିରେ ରଖି ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ…
Read More...

ଋଣ ଯୋଗାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ୍‌, ଆସାମୀ ଫେରାର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଗ୍ରାମ ପଞ୍ଚାୟତର ଅଡାବଡ଼ି ଗ୍ରାମର ରବି କୌଶଲ୍ୟା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ଋଣ ପ୍ରଦାନ କରିବା ନାଁରେ ଅଗ୍ରିମ ଜୀବନ ବୀମା…
Read More...

ଆନ୍ଧ୍ରକୁ ଚୋରା ଚାଲାଣ ବେଳେ ଗାଡ଼ି ସହ ୫ ମଇଁଷି ଜବତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇଠାରୁ ଆନ୍ଧ୍ରପ୍ରଦେଶର ପାର୍ବତୀପୂରମ ସହରକୁ ଚୋରା ଚାଲାଣ କରାଯାଉଥିବା ୫ ମଇଁଷିଙ୍କୁ ଗୁରୁବାର ଉଦ୍ଧାର କରାଯାଇଛି। ପୁଲିସ କଲ୍ୟାଣସିଂହପୁର…
Read More...