Browsing Tag

kalampur

ଭଙ୍ଗା ଦଦରା ମାଟି କୁଡିଆରେ ଦୟନୀୟ ଜୀବନ ଜିଉଁଛନ୍ତି ଅସହାୟ ପରିବାର

କଲମପୁର: ସମଗ୍ର ଦେଶ ଉତ୍ସବ ମୁଖର। କାରଣ ପାଳନ ହେଉଛି ୭୪ ତମ ସ୍ୱାଧୀନତା ଦିବସ। ଜନ ମଙ୍ଗଳ ରାଷ୍ଟ୍ରରେ ସମସ୍ତ ଜନତାଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା ସରକାରଙ୍କ ଦାୟିତ୍ୱ। କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ଆଜି…
Read More...

ଧାନ ବୋଝେଇ ଟ୍ରକ ଧକ୍କାରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଘର ଉପରେ ପଡିଲା : ଅଳ୍ପକେ ବର୍ତିଲେ ପରିବାର

କଲମପୁର : କଲମପୁର ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାର ଗୁମାବାହାଲ ନିକଟରେ ଏକ ରାସ୍ତା ଅତିକ୍ରମ କରିଥିବା ଏଲ.ଟି ବିଦ୍ୟୁତ୍ ତାର ଓହଲି ପଡିଥିଲା। ଏହି ତାରରେ ଏକ ଧାନ ବୋଝେଇ ଟ୍ରକ ଲାଗିଯିବା ଦ୍ୱାରା ବିଦ୍ୟୁତ୍ ଖୁଣ୍ଟଟି…
Read More...

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ କଲମପୁର ବ୍ଲକ ମହିଳା ମହାସଂଘ

କଲମପୁର : ମହାମାରୀ କରୋନା ଯୁଦ୍ଧ ସମଗ୍ର ଦେଶରେ ଜାରି ରହିଛି। ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ନେଇ ଆଶଙ୍କା ଦେଖା ଦେଇଛି। ସମଗ୍ର ବିଶ୍ୱରେ ଏହାର ପ୍ରତିରୋଧ ପାଇଁ ଅହରହ ପ୍ରୟାସ ଚାଲିଛି। କିନ୍ତୁ ମିଳୁନାହିଁ…
Read More...

୫୦ ଲିଟର ଦେଶୀ ମଦ ଜବତ ଜଣେ ଗିରଫ

କଲମପୁର : କରୋନା ଭୁତାଣୁ ସଂକ୍ରମଣ ନେଇ ଜାରି ରହିଛି ଲକ ଡାଉନ। ଦିଲ୍ଲୀ ଠାରୁ ପଲ୍ଲୀ ସମସ୍ତେ ଲକ ଡାଉନ ଦ୍ୱାରା ପ୍ରଭାବିତ ହେଉଛନ୍ତି। ଏଥିପାଇଁ ଦୋକାନ ବଜାର ସବୁ ବନ୍ଦ ରହିଛି। କିନ୍ତୁ ଏପରି ସ୍ଥଳେ ମଦର ପ୍ରଭାବ…
Read More...

ବାଲି ଚୋରା ଚାଲାଣରେ ନିୟୋଜିତ ୯ ଟ୍ରାକ୍ଟର ଜବତ

କଲମପୁର: କଳାହାଣ୍ଡି ଜିଲାର କଲମପୁର ମଧ୍ୟ ଦେଇ ପ୍ରବାହିତ ହେଉଥିବା କମଳ ଏବଂ ହାତୀ ନଦୀ ଏବେ ବାଲି ଚୋରା ଚାଲାଣକାରୀଙ୍କ ପାଇଁ ଭୁସ୍ୱର୍ଗ ପାଲିଟିଥିବା ନେଇ ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହେଇଆସୁଛି। ଏପରିକି ଏହି…
Read More...

ଟିକିଲିପଦରରେ ପୁଣି ଝାଡା ବାନ୍ତି ଆତଙ୍କ, ୧୦ ଆକ୍ରାନ୍ତ

କଲମପୁର: କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ମହୁଲପାଟଣା ପଞ୍ଚାୟତ ଅଧିନସ୍ଥ ଟିକିଲିପଦର ଠାରେ ପୁଣି ଝାଡା ବାନ୍ତି ରୋଗର ପ୍ରକୋପ ଦେଖା ଦେଇଛି। ଗତ ମଙ୍ଗଳବାର ଦିନ ଏହି ରୋଗରେ ଆକ୍ରାନ୍ତ ହେଇ ଜଣକର ମୃତ୍ୟୁ ଘଟିଥିବା…
Read More...