Browsing Tag

kalampur news

ଝୁଲନ୍ତା ଅବସ୍ଥାରେ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପୁରୁଣାଗୁମାରେ ପୋଷ୍ଟମାଷ୍ଟର ଭାବରେ କାର୍ୟ୍ୟରତ ଥିବା ଆରତୀ ଦଣ୍ଡସେନା(୨୨)ଙ୍କ ମୃତ ଦେହ ତାଙ୍କ ପୁରୁଣାଗୁମା ସ୍ଥିତ ଭଡା ଘରୁ ଝୁଲନ୍ତା ଅବସ୍ଥାରେ…
Read More...

ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ନେଇ ଏକ ଦିବସୀୟ ତାଲିମ

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଡି ଆର୍ ଡି ଏ ପକ୍ଷରୁ ବିଦ୍ୟାଳୟ ମାନଙ୍କରେ ବୃକ୍ଷରୋପଣ କରାଯିବା ନେଇ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଥୁଆମୂଳ ରାମପୁର…
Read More...

କୂଅ ସଫେଇ ହେଲା କାଳ; ଜଣେ ମୃତ ,ଜଣେ ଗୁରୁତର

କଲମପୁର : ପରୁଆଗୁଡା କଲୋନୀପଡା ଠାରେ ଜନୈକ ବ୍ୟକ୍ତିଙ୍କ କୂଅ ସଫେଇ କରିବାକୁ ଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । କୂଅ ସଫେଇ କରିବାକୁ ଯାଇଥିବା  ୨ ଜଣ  କିଛି ସମୟ ପରେ ଅଣ ନିଶ୍ୱାସୀ ହୋଇ …
Read More...

ଯୁବକ ଯୁବତୀଙ୍କୁ ଉଦ୍ୟୋଗୀ ଓ ସ୍ବାବଲମ୍ବୀ ଲକ୍ଷ୍ୟରେ ସରକାରଙ୍କ ଉଦ୍ୟମ

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବଡଛତ୍ରଙ୍ଗ ଓ ଗୋପାଳପୁର ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ବିଭିନ୍ନ ଯୋଜନା ସମ୍ପର୍କରେ ଶିବିର ଆୟୋଜିତ ହେଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ…
Read More...

ହାତ କଟି ଶ୍ରମିକ ଗୁରୁତର

କଲମପୁର : ପେଟ ପାଇଁ ନାଟ। ସେହି ପେଟ ପୋଷିବା ପାଇଁ କିଏ କେତେ ପ୍ରକାର କାର୍ଯ୍ୟ କରୁଛନ୍ତି। କିଏ ପରିବାର ପ୍ରତିପୋଷଣ ପାଇଁ ପର ଘରେ ମୂଲ ଲାଗୁଛି ତ କିଏ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛି । କଳାହାଣ୍ଡି…
Read More...

ଟିଡିସିସି ଦ୍ବାରା ଲଘୁ ବନଜାତ ଦ୍ରବ୍ୟ କ୍ରୟ ଆରମ୍ଭ

କଲମପୁର :କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଏକ ପ୍ରାକୃତିକ ବଣଜଙ୍ଗଲ ପୂର୍ଣ୍ଣ ଅଞ୍ଚଳ। ଏଠାରେ ପ୍ରକୃତିର ଅବଦାନ ଫଳରେ ହରିଡା,ବାହାଡା,ଅଁଳା,ଶାଳ ମଞ୍ଜି, ମହୁଲ,ଟୋଲ ମଞ୍ଜି, ମହୁ,ଝାଡୁ…
Read More...

ଟେଲର ଦୋକାନରେ ଅଗ୍ନିକାଣ୍ଡ

କଲମପୁର : ଧର୍ମଗଡ ସହର ଗୋପାଳପଡ଼ା ନିକଟରେ ମୁଖ୍ୟ ସଡ଼କକୁ ଲାଗି ଥିବା ଏକ ଟେଲର ଦୋକାନରେ ଅଗ୍ନିକାଣ୍ଡ ଘଟି ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର କପଡା ଓ ସିଲେଇ ମେସିନ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ସୂଚନା…
Read More...

ବିଭାଗୀୟ ଅଧିକାରୀଙ୍କ ଉପସ୍ତିତିରେ ପଣ୍ଡିଗାଁ ଓ ବଙ୍କାପଲା ଧାନ ମଣ୍ଡି ଉଦ୍ଘାଟିତ

କଲମପୁର : ଶୁକ୍ରବାର କଲମପୁର କୃଷି ସମବାୟ ସମିତି ଅଧିନସ୍ଥ ପଣ୍ଡିଗାଁ ଓ ବଙ୍କାପଲା ଧାନ ମଣ୍ଡି ଉଦ୍ଘାଟିତ ହେଇଯାଇଛି। ଉଭୟ ମଣ୍ଡି ଉଦଘାଟନ ସମୟରେ ଧର୍ମଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ଖଗେଶ୍ୱର ପଣ୍ଡା ସହକାରୀ ସମବାୟ…
Read More...

ରବି ଜଳସେଚନ ଯୋଗାଇବା ଦାବି ନେଇ ଜୟପାଟଣା ମୋଟରେ ମୁଖ୍ୟ ରାସ୍ତାର ଗୁନଗୁନିଆରେ ଚାଷୀଙ୍କ ରାସ୍ତାରୋକ୍

କଲମପୁର :  ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରୀ ପର୍ୟ୍ୟନ୍ତ ରବି ଜଳସେଚନ ଯୋଗାଇବା ଦାବି ନେଇ ଗୁନଗୁନିଆ ଠାରେ ଚାଷୀଙ୍କ ଦ୍ଵାରା ରାସ୍ତା ଅବରୋଧ କରାଯାଇଛି । ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ମରାମତି କାର୍ୟ୍ୟ ପାଇଁ…
Read More...

ବାରହା ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ଯୁବକ ମୃତ

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ବଡଛତ୍ରଙ୍ଗ ଗ୍ରାମର ଜଣେ ଯୁବକଙ୍କ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ବାରହା ଶିକାର ପାଇଁ ବିଛା ଯାଇଥିବା ବିଜୁଳି…
Read More...