Browsing Tag

kalampur

ରାତିରେ ଉଡ଼ୁଛି ଡ୍ରୋନ କ୍ୟାମେରା; ଲୋକେ ଆତଙ୍କିତ

କଲମପୁର : ଏବେ ସମଗ୍ର କଳାହାଣ୍ଡିର ସହରଠାରୁ ଗ୍ରାମାଞ୍ଚଳ ସବୁଠି ଚୋରି ଓ ଡକାୟତିର ଭୟ। ଗତ ସପ୍ତାହେ ଧରି ଏହି ଆତଙ୍କ ଜାରି ରହିଛି। ରାତି ନହେଉଣୁ ଅନେକଙ୍କ ଘର କବାଟ ପଡ଼ିଯାଉଛି। ସତେ ଯେମିତି ଗ୍ରାମାଞ୍ଚଳରେ ଲାଗିଛି…
Read More...

ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ପାଣିରେ ବୁଡି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

କଲମପୁର: ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ପଣ୍ଡିଗାଁ ନିକଟରେ ସୋମବାର ସଂଧ୍ୟା ପ୍ରାୟ ୭ଟାବେଳେ ପାଣିରେ ବୁଡିଯାଇ ନିଖୋଜ ଥିବା ଯୁବକଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ପଣ୍ଡିଗାଁର ତପୁ…
Read More...

କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ମତ୍ସ୍ୟ ଚାଷ ସମ୍ପର୍କିତ ସଚେତନତା ଶିବିର

କଲମପୁର: ଜିଲ୍ଲା ମତ୍ସ୍ୟ ଚାଷ ବିଭାଗ ଓ ହେଡସ ସ୍ୱେଚ୍ଛାସେବୀ ସଂସ୍ଥାର ସହଯୋଗରେ କଲମପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସଭାଗୃହଠାରେ ବ୍ଲକ କୃଷି ଅଧିକାରୀ ଅନନ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ମତ୍ସ୍ୟ ଚାଷ…
Read More...

ବ୍ୟବସାୟୀଙ୍କ ଘରୁ ସୁନା ରୂପା ଅଳଙ୍କାର ଚୋରି

କଲମପୁର : କଳାହାଣ୍ଡି କଲମପୁର ବ୍ଲକ ଅନ୍ତର୍ଗତ ପାତ୍ରବସା ଗାଁରେ ରହୁଥିବା ବ୍ୟବସାୟୀ ପ୍ରଦୀପ କୁମାର ମିଶ୍ରଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଘରେ କେହି ନଥିବା ବେଳେ ୨୩ ଭରି ସୁନା ଅଳଙ୍କାର,୩ ଭରି ରୁପା…
Read More...

ଦେଶୀୟ ପଦ୍ଧତିରେ ଜଳ ସେଚନ ଯନ୍ତ୍ର ତିଆରି କରି ଚର୍ଚ୍ଚାରେ ଯୁବଚାଷୀ ଖଞ୍ଜନେତ୍ର

କଲମପୁର : ଜଣେ ମଣିଷ ଯେତେବେଳେ ନିଜ ସମସ୍ୟାକୁ ସମାଧାନ କରିବା ପାଇଁ ନିଜେ ହିଁ ପ୍ରୟାସ କରେ ସେତେବେଳେ ତା’ର ଖିଆଲି ମନ ମଧ୍ୟରେ ଯେଉଁ ଭାବନା ଆସେ ସେଇଥିରୁ ସୃଷ୍ଟି ହୁଏ ନୂଆ ସମ୍ଭାବନା। ଆଉ ସେଇ ସମ୍ଭାବନାରୁ ସୃଷ୍ଟି…
Read More...

ଗାଁର ତିନି ଦିଗକୁ ଘେରି ରହିଛି ଇନ୍ଦ୍ରାବତୀ ଜଳଭଣ୍ଡାର କିନ୍ତୁ ପାନୀୟ ଜଳ ପାଇଁ ସମସ୍ୟାରେ କଣାସୁକଲି

କଲମପୁର: ଗାଁ ର ତିନି ଦିଗକୁ ଘେରି ରହିଛି ଇନ୍ଦ୍ରାବତୀ ଜଳ ଭଣ୍ଡାର। ଏହି ଜଳ ଭଣ୍ଡାର ନିର୍ମାଣ ପାଇଁ ଗାଁର ଅନେକ ଲୋକଙ୍କ ଭିଟାମାଟି ଲୀନ ହେଇ ସାରିଛି। ଜମି ହରାଇ ସର୍ବହରା ହେଇଛନ୍ତି ଗାଁ ଲୋକ। ଏପରିକି ଦୃତ ଗଉଡ ଜଳ…
Read More...

ସମାଜ ଲାଇଭ୍‌ ପ୍ରଭାବ: ପୀଡିତ ନବୀନ ପରାଭୋଇ ମାଆ ରାଏମତୀର ଦୁଃଖ ଶୁଣିଲା ବିଦ୍ୟୁତ୍ ବିଭାଗ

କଲମପୁର : କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ଜଗନ୍ନାଥ ପରାଭୋଇଙ୍କ ୯ ବର୍ଷିୟ ପୁଅ ନବୀନ ପରାଭୋଇ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ପଡିଯାଇ ଆହତ ହୋଇଥିଲେ। ବାପା ଜଗନ୍ନାଥ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରେ…
Read More...

କରୋନାରେ ଲଢି ଲଢି ପରାଜିତ ହେଲେ କରୋନା ଯୋଦ୍ଧା

କଲମପୁର: ଜଣେ କରୋନା ଯୋଦ୍ଧା କରୋନାରେ ଲଢି ଲଢି ଶେଷରେ ପରାଜିତ ହେବା ଭଳି ଦୁଃଖଦ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ସେହି କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମଗ୍ର କଳାହାଣ୍ଡିରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ…
Read More...

ପୁଣି ଦୁଇ ମହିଳା କରୋନା ସଂକ୍ରମିତ : ଦୁଲକିବନ୍ଧ ଗ୍ରାମ ୭୨ ଘଣ୍ଟା ସଟଡାଉନ

କଲମପୁର: କାୟା ବିସ୍ତାର କରୁଛି ମହାମାରୀ କରୋନା। ଦିନକୁ ଦିନ କଲମପୁର ଅଂଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଗତ କାଲି ଜଣେ ଯୁବକ କରୋନା ଆକ୍ରାନ୍ତ ହେଇଥିବା ଚିହ୍ନଟ ହେବା ପରେ ଶୁକ୍ରବାର ୫୮ ଜଣଙ୍କ ରାପିଡ…
Read More...

ପିଡିଏସ ଚାଉଳ ଯୋଗାଣରେ ଅନିୟମିତତା, ବିଡିଓଙ୍କ ଦ୍ୱାରସ୍ଥ ହେଲେ ସରପଞ୍ଚ

କଲମପୁର: ଖାଦ୍ୟ ଅଭାବରୁ ଆମ୍ବ ଟାକୁଆ, ଜଙ୍ଗଲି କନ୍ଦା ଓ ଅନ୍ୟ ଅଖାଦ୍ୟ ଶାଗ ଖାଇ ଅତୀତରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ଖାଦ୍ୟ ଅଭାବରୁ ଏଭଳି ଅଖାଦ୍ୟ ଖାଇବାରୁ ଝାଡା ବାନ୍ତି ଭଳି ମାରାତ୍ମକ ରୋଗର ଶିକାର ହୋଇ ଅନେକ…
Read More...