Browsing Tag

kabir singh box office collection

ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି ‘କବୀର ସିଂହ’

ନୂଆ ଦିଲ୍ଲୀ : ଶାହିଦ କପୁର ଏବଂ କିଆରା ଆଡଭାଣୀ ଅଭିନୀତ ଫିଲ୍ମ ‘କବୀର ସିଂହ’ ବକ୍ସ ଅଫିସରେ ଭଲ ବ୍ୟବସାୟ ଜାରି ରଖିଛି। ରିଲିଜର ୧୧ଦିନ ପରେ ଫିଲ୍ମର ବକ୍ସ ଅଫିସ ଆୟ ୨୦୦କୋଟିରେ ପହଞ୍ôଚଲାଣି । ସନ୍ଦିପ୍‍ ରେଡ୍ଡି…
Read More...

୧୦୦ କୋଟିର ନିକଟତର ‘କବୀର ସିଂହ’

ମୁମ୍ବଇ : ଶାହିଦ କପୁର ଓ କିଆରା ଆଡ଼ଭାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘କବୀର ସିଂହ’ ବକ୍ସ ଅଫସିରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି। ମୁକ୍ତିଲାଭର ୪ ଦିନ ମଧ୍ୟରେ ଚଳଚ୍ଚିତ୍ରର ଆୟ ୧୦୦ କୋଟିର ନିକଟତର ହୋଇଛି।…
Read More...

ଶାହିଦଙ୍କ କ୍ୟାରିୟରର ମଜଭୁତ ସ୍ତମ୍ଭ ‘କବୀର ସିଂହ’ : ପ୍ରଥମେ ଦିନରେ କଲା ଜବରଦସ୍ତ ଆୟ

ମୁମ୍ବଇ : ଶାହିଦ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘କବୀର ସିଂହ’ ଦର୍ଶକଙ୍କ ବିପୁଳ ଭଲପାଇବା ହାସଲ କରିବା ସହ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ କରୁଛି। ପ୍ରଥମ ଦିନରେ ଏହି ଚଳଚ୍ଚିତ୍ର ୨୦.୨୧ କୋଟି ଟଙ୍କା ଆୟ କରିଛି।…
Read More...