Browsing Tag

jharkhand news

ଜାମତରା ଟ୍ରେନ ଟ୍ରାଜେଡି: ୧୨ ମୃତ, ଅନେକ ଆହତ

ଜାମତରା: ଟ୍ରେନଲାଇନ ପାର ହେଉଥିବାବେଳେ ଟ୍ରେନ ମାଡିଯିବା ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଆହତଙ୍କ ଚିକିତ୍ସା କରାଯାଉଛି। କଳାଝରିଆ ରେଳ ଷ୍ଟେସନରେ କିଛି ଯାତ୍ରୀ ରେଳଧାରଣା ପାର ହେଉଥିବା ବେଳେ ଏକ ଏକ୍ସପ୍ରେସ…
Read More...

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ଦଳ ନେତା ଚମ୍ପାଇ ସୋରେନ ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶୁକ୍ରବାର ରାଜଭବନରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…
Read More...

ମହିଳାଙ୍କ ନାଚିବା ହେଲା କାଳ ; ପିଟିପିଟି ହତ୍ୟା କଲେ ସ୍ୱାମୀ

ରାଞ୍ଚି : ଝାଡଖଣ୍ଡର ଚତ୍ରାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳା ବିବାହ ଉତ୍ସବରେ ଅନ୍ୟ ଜଣେ ପୁରୁଷଙ୍କ ସହ ନାଚିବା ମହଙ୍ଗା ପଡିଛି। ଶନିବାର ରାତିରେ ସଦର ପୁଲିସ ଷ୍ଟେସନ ପରିସରର ଲର୍କୁଆ…
Read More...

ଝାଡଖଣ୍ଡ କୋଇଲା ଖଣିରେ ଅଘଟଣ ; ୧୩ ମୃତ

ଝାଡଖଣ୍ଡ : ଝାଡଖଣ୍ଡର ଧନବାଦ ଜିଲାରେ ଏକ କୋଇଲା ଖଣିରେ ଅଘଟଣ ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି। ଖଣି ମଧ୍ୟକୁ ପ୍ରବେଶ କରିବା ସମୟରେ ଏକ କୋଇଲା ଖଣିର ଏକ ବଡ ଅଂଶ ଖସିଯିବାରୁ ବହୁ ଶ୍ରମିକ ଏହାତଳେ ଦବି ହୋଇ…
Read More...

ଝାଡଖଣ୍ଡ ମର୍ମନ୍ତୁଦ ସଡକ  ଦୁର୍ଘଟଣା ; ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ଝାଡଖଣ୍ଡ : ଝାଡଖଣ୍ଡର ପାକୁରରେ ଘଟିଥିବା ମର୍ମନ୍ତୁଦ ସଡକ  ଦୁର୍ଘଟଣାରେ ଯାତ୍ରୀବାହୀ ବସ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି। ଅନ୍ୟ ଗୁରୁତର ଆହତ ବର୍ତ୍ତମାନ ଚିକିତ୍ସିତ ଅବସ୍ଥାରେ…
Read More...

ଟ୍ରକ-ବସ ମୁହାଁମୁହିଁ ଧକ୍କା ; ଆଠ ମୃତ

ଝାଡଖଣ୍ଡ : ଝାଡଖଣ୍ଡର ପାକୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି। ଯାତ୍ରୀବାହୀ ବସ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇ ଦୁର୍ଘଟଣାରେ ପ୍ରାୟ ୮ ଜଣଙ୍କ ଜୀବନ ଚାଲି ଯାଇଛି। ୧୬ ରୁ ଅଧିକ ଲୋକେ…
Read More...