Browsing Tag

jajpur

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଉତ୍ତରାଞ୍ଚଳର ଅତିରିକ୍ତ ଦାୟିତ୍ୱ 

ଯାଜପୁର : କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସମ୍ବଲପୁରର ଅତିରିକ୍ତ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ନିରଂଜନ ସାହୁ ଚଳିତ ମାସ ୩୧…
Read More...

ଯାଜପୁର ଏସ୍‍ପି ଭାବେ ରାହୁଲ ପିଆରଙ୍କ ଯୋଗଦାନ

ଯାଜପୁର : ଯାଜପୁର ଜିଲ୍ଲା ଏସ୍‍ପି ଭାବେ ରାହୁଲ ପିଆର ଆଜି ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସେ ଝାରସୁଗୁଡ଼ାର ଏସ୍‍ପି ଥିଲେ । ପୁଲିସ ଓ ସାଧାରଣ ଲୋକଙ୍କ ସହ ସମ୍ପର୍କ ସୃଦୁଢ କରିବା ସହିତ କୋଭିଡ ନିୟମ ଓ ସରକାରୀ…
Read More...

ଜନ ଗଣନା ଦେଶର ବିକାଶ ଓ ଯୋଜନା ପ୍ରଣୟନରେ ସହାୟକ ହୋଇଥାଏ : ଜନ ଗଣନା ନିର୍ଦ୍ଦେଶକ

ଯାଜପୁର : ଦେଶର ବିକାଶ ଓ ଯୋଜନା ପ୍ରଣୟନ ପାଇଁ ଜନ ଗଣନା ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ । ପ୍ରତି ୧୦ ବର୍ଷରେ ହେଉଥିବା ଏହି ଗଣନାରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ନିଷ୍ଠାପର ମନୋଭାବ ଏହାକୁ ସଫଳ କରିଥାଏ ।…
Read More...

ଶିଶୁ ସୁରକ୍ଷା ଦିଗରେ ସମ୍ମିଳିତ ଉଦ୍ୟମ ଲୋଡ଼ା : ଜିଲ୍ଲାପାଳ

ଯାଜପୁର : ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ମଣ୍ଡଳ ଉନ୍ନୟନ ଅଧିକାରୀ ଓ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ସରକାରଙ୍କ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମ ଉପରେ ଏକ ଆଭିମୁଖିକରଣ…
Read More...

ସ୍ୱଚ୍ଚ୍ଥ ସର୍ବେକ୍ଷଣ ୨୦୨୧: ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ସକାଶେ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଶିବିର

ଯାଜପୁର: ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଆଜି ଅପରାହ୍ନ ୩ ଘଟିକା ସମୟରେ ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଚ୍ଥି । ଏହି ବୈଠକରେ ମୁଖ୍ୟ…
Read More...

ଜୟନ୍ତରା ଗ୍ରାମରେ ଶୁଖିଲା ଖାଦ୍ୟସାମଗ୍ରୀ ବଣ୍ଟନ

ଯାଜପୁର : ଚଳିତ ବର୍ଷ ବୈତରଣୀ ନଦୀର ପ୍ରବଳ ବନ୍ୟାରେ ଯାଜପୁର ଜିଲା ପ୍ରଭାବିତ ହୋଇଛି। ଦଶରଥପୁର ବ୍ଲକ ସ୍ଥିତ ଜୟନ୍ତରା ମହାପାତ୍ର ସାହିର ପାଖାପାଖି ୬୦ ଘର ବାହ୍ୟଜଗତରୁ ବିଚ୍ଛିନ୍ନ ହେବା ସହ ୪ ଦିନ ହେବ ଜଳମଗ୍ନ ହୋଇ…
Read More...

ଅଗ୍ନିଶମ ବିଭାଗ ଦ୍ୱାରା ଭାସିଯାଉଥିବା ଯୁବକ ଉଦ୍ଧାର

ଯାଜପୁର: ଅଗ୍ନିଶମ ବିଭାଗର ନିଷ୍ଠାପର ଉଦ୍ୟମ ଯୋଗୁଁ ଜଣେ ଯୁବକଙ୍କର ଜୀବନ ରକ୍ଷା ହୋଇପାରିଥିବାରୁ ଜିଲାପାଳ ରଂଜନ କୁମାର ଦାସ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଚ୍ଥନ୍ତି । ଶୁକ୍ରବାର…
Read More...

ସର୍ବଭାରତୀୟ ଜେଇଇ ପରୀକ୍ଷାର୍ଥୀମାନଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସହଯୋଗ 

ଯାଜପୁର : ୨୦୨୦ ମସିହାର ସର୍ବଭାରତୀୟ ସ୍ତରର ଜେଇଇ ପରୀକ୍ଷାର୍ଥୀମାନଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିବିଧ ବ୍ୟବସ୍ଥା କରାଯାଇଚ୍ଥି  ବୋଲି ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି। ଚଳିତ ବର୍ଷର ଜେଇଇ…
Read More...

ବନ୍ୟା ଆଶଙ୍କା: କ୍ଷେତ୍ର ପରିଦର୍ଶନ କଲେ ଜିଲାପାଳ ଓ ବରିଷ୍ଠ ଅଧିକାରୀ 

ଯାଜପୁର: ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପଦକ୍ଷେପ ନେଇଥିବା ବେଳେ ଜିଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଚ୍ଥନ୍ତି। ବୁଧବାର ପୂର୍ବାହ୍ନରେ…
Read More...

ୟୁରିଆ ସାର କଳାବଜାରୀ ରୋକିବାକୁ ଜିଲା ପ୍ରଶାସନର ତନଖି

ଯାଜପୁର : ରାସାୟନିକ ସାର ବିଶେଷ କରି ୟୁରିଆ ସାରର ସୁଷମ ବଣ୍ଟନ ଓ କଳାବଜାରୀ ରୋକିବାକୁ ଜିଲାପାଳ ରଂଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲାର ବିଭିନ୍ନ ସ୍ଥାନରେ ତନଖି କରାଯାଇଚ୍ଥି। ରାଜ୍ୟ ସରକାର କୃଷି ଓ କୃଷକ…
Read More...