Browsing Tag

jajpur news

ଗଛ ଡ଼ାଳ ପଡି ୩ ବର୍ଷର ଶିଶୁ ମୃତ

ଯାଜପୁର : ଯାଜପୁର ଜିଲା ଯୋଡିକୂଅ ନିକଟରେ ଅଘଟଣ ଘଟିଥିବା ଶନିବାର ଜଣାପଡ଼ିଛି। ଗୋଟିଏ ପରିବାରର ବାପା,ମାଆ ଓ ପୁଅ ବାଇକରେ ଫେରୁଥିବା ବେଳେ ଗଛ ଡାଳ ପଡି ୩ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ଏହାସହ ବାପା, ମାଆ ଆହତ…
Read More...

କଦଳୀ ଭେଳା ଓଲଟି ୨ ଭାଇ ମୃତ

ଯାଜପୁର: ଯାଜପୁର ଜିଲା ବରୀ ବ୍ଲକ ମେଦୁଆ କୂଳରୁ ପାଟରେ କଦଳୀ ଭେଳା ଓଲଟି ଶନିବାର ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମେଦୁଆକୂଳ ଗ୍ରାମର ମିତୁନି ବେହେରା (୨୮), ଶୁଭମ ବେହେରା…
Read More...

କରୋନା ସମ୍ପର୍କରେ ସୋସିଆଲ ମିଡିଆରେ ଗୁଜବ ପ୍ରଚାର, ଯୁବକ ଗିରଫ

ଯାଜପୁର: କରୋନା ଭୂତାଣୁ ସମ୍ପର୍କରେ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ଯାଜପୁର ଜିଲା ଧର୍ମଶାଳା ପୋଲିସ ଗୁରୁବାର ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ବରୀ ଥାନା ଶେରପୁର ଗ୍ରାମର ସମୀର ରାଉତ।…
Read More...

କରୋନା ମୁକାବିଲା: ପ୍ରଶାସନକୁ ସହାୟତାର ହାତ ବଢ଼ାଇଲେ ଜନପ୍ରତିନିଧି, ବ୍ୟବସାୟୀ

ଯାଜପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସାମାଜିକ ଦୂରତ୍ୱ ଏବଂ ଲକଡାଉନକୁ ଗୁରୁତ୍ୱ ଦିଆଯାଉଛି । ଏହା ସହିତ କରୋନା ବିରୋଧୀ ଲଢ଼େଇ ପାଇଁ ବିଧାୟକ, ଲୋକ…
Read More...

ସ୍ବାସ୍ଥ୍ୟ ସେବାର ବିଚିତ୍ର ଗତି: ଡାକ୍ତରଖାନା ଶୌଚାଳୟରେ ମହିଳାଙ୍କ ପ୍ରସବ

ଯାଜପୁର : ଯାଜପୁର ସଦରମହକୁମା ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଖାନାର ଏମସିଏଚ ବିଭାଗରେ ଗୁରୁବାର ଅପରାହ୍ନରେ ଜଣେ ମହିଳାଙ୍କର ଶୌଚାଳୟ ଭିତରେ ପ୍ରସବ ହୋଇଛି। ସୂଚନା ଅନୁସାରେ, ବିଂଝାରପୁର…
Read More...

ଯାଜପୁରରେ ଖୋଲୁନି ହୋମିଓପାଥିକ ଡାକ୍ତରଖାନା: କର୍ତ୍ତୃପକ୍ଷଙ୍କୁ ଡକାଇ ବୈଠକ କରିବେ ଜିଲାପାଳ

ଯାଜପୁର: ବର୍ତ୍ତମାନ ଚାରିଆଡ଼େ କୋରୋନା ଭାଇରସ ସଂକ୍ରମଣର ଭୟ ଦେଖାଦେଇଥିବା ବେଳେ ଯାଜପୁରରେ ବିଭିନ୍ନ ହୋମିଓପାଥିକ ଡାକ୍ତରଖାନା ଗୁଡ଼ିକ ନିୟମିତ ଖୋଲୁ ନ ଥିବା ଅଭିଯୋଗ ହୋଇଛି। ତେଣୁ ଥଣ୍ଡା ଓ ଜ୍ୱର ପାଇଁ ଲୋକେ…
Read More...

କରୋନା ସଂକ୍ରମଣକୁ ରୋକିବା ପାଇଁ ପୌରପ୍ରଶାସନ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ

ଯାଜପୁର : କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ପୌରପ୍ରଶାସନ ପକ୍ଷରୁ ବୁଧବାର ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପୌରପରିଷଦର ପୂର୍ବତନ ଅଧକ୍ଷ ଭବପ୍ରସାଦ ଦାସଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀ ମାନେ…
Read More...

ନଦୀରେ ବୁଡ଼ି ଛାତ୍ର ମୃତ

ଯାଜପୁର : ନଦୀରେ ସାଙ୍ଗମାନଙ୍କ ସହ ମିଶି ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଗୁରୁବାର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁର ଜିଲା ରସୁଲପୁର ବ୍ଲକ ଓଡ଼ଙ୍ଗ ଗ୍ରାମର କୁଳମଣି ପରିଡାଙ୍କ ପୁଅ ଚିରଞ୍ଜିବୀ…
Read More...

ଭିନ୍ନକ୍ଷମ ହେଲେ ବି ସକ୍ଷମ ; ଦିବ୍ୟାଙ୍ଗ ମହିଳା ବାସନ୍ତୀ ରଣାଙ୍କ ସଫଳତାର କାହାଣୀ

ଯାଜପୁର : ଭିନ୍ନକ୍ଷମ ହେଲେ ବି ସେ ସକ୍ଷମ । ନିଜର ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି ।…
Read More...

ଆଜିଠୁ +୨ ପରୀକ୍ଷା: ଯାଜପୁରରେ ପରୀକ୍ଷା ଦେଲେ ୧୭ ହଜାର ୧୧୧ ଜଣ ଛାତ୍ରଛାତ୍ରୀ

ଯାଜପୁର: ମଙ୍ଗଳବାରଠାରୁ ଆରମ୍ଭହୋଇଛି +୨ ପରୀକ୍ଷା। ଜିଲାରେ ୫୬ଟି କଲେଜରେ ମୋଟ ୧୭ ହଜାର ୧୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାରେ ୭ଟି ପରୀକ୍ଷା ହବ୍ ଗଠନ…
Read More...