Browsing Tag

jajpur news odia news odisha news

ଦନ୍ତା ଆକ୍ରମଣରେ ଯୁବକ ମୃତ

ଯାଜପୁର : ପୁଣି ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ। ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କୋରେଇ ବ୍ଲକ ତନ୍ଦରା ଗାଁରେ ଦନ୍ତା ଆକ୍ରମଣରେ ଗୁରୁବାର ଯୁବକଙ୍କ ମୃତ୍ୟୁ…
Read More...

ବୁଲୁଛି ହାତୀ ; ଭୟଭୀତ ଗ୍ରାମବାସୀ

ଯାଜପୁର : ଦଶରଥପୁର ପଞ୍ଜରାସାହି ସ୍କୁଲ ପଛରେ ବୁଲିଛି ହାତୀ। ଏନେଇ ଶନିବାର ଖବର ମିଳିଛି। ହ୍ରଦଗଡରୁ ଜଙ୍ଗଲୀ ହାତୀଟି ବୈତରଣୀ ନଦୀ ଦେଇ ଆସିଥିବା ଜଣାପଡିଛି। ଅତି ନିକଟରୁ ହାତୀଟିକୁ ଦେଖି ଗାଁ ଲୋକେ ଭୟଭୀତ ଅବସ୍ଥାରେ…
Read More...

ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ ; ୨ ମୃତ

ଯାଜପୁର : ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ। ଚାଲିଗଲା ୨ ଜଣଙ୍କ ଜୀବନ। ପାଣିକୋଇଲି ଛକ ନିକଟରେ ମଙ୍ଗଳବାର ସକାଳେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ନାବାଳିକା ଓ ୭ ବର୍ଷର…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କିରାଣି

ଯାଜପୁର : ଭିଜିଲାନ୍ସ ଜାଲରେ ଫସିଲେ କିରାଣି। ଜଣେ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଇ ଗୁରୁବାର ଭିଜିଲାନ୍ସ ହାତରେ କବିରପୁର ସ୍ଥିତ ପୁରୁଷୋତ୍ତମପୁର ହାଇସ୍କୁଲ କିରାଣି ମହେଶ୍ୱର ସାମଲ ଧରାପଡିଛନ୍ତି। ଅବସରପ୍ରାପ୍ତ…
Read More...

ସ୍ୱର୍ଗତ କଳ୍ପତରୁ ଦାସଙ୍କ ୮ମ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଶାଳ ଗଣଦୌଡ ଓ ସ୍ମୃତିସଭା

ଯାଜପୁର: ଓଡିଶା ସରକାରଙ୍କ ପୂବର୍ତନ ମନ୍ତ୍ରୀ, ରାଜ୍ୟସଭା ସାଂସଦ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ କଳ୍ପତରୁ ଦାସଙ୍କ ୮ମ ଶ୍ରାଦ୍ଧବାର୍ଷିକୀ ଅବସରରେ ଯାଜପୁରରେ ଏକ ବିଶାଳ ଗଣଦୌଡ ଆୟୋଜିତ ହୋଇଯାଇଛି। ତ୍ରୀରଙ୍ଗା…
Read More...

୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ୍ ନିକଟରେ ଭୁଶୁଡ଼ିଲା ବ୍ରିଜ୍

ଭୁବନେଶ୍ୱର : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ବ୍ରିଜ ଆଜି ସକାଳ ପ୍ରାୟ ୬ଟା ୨୫ ମିନିଟ ସମୟରେ ଭୁଶୁଡ଼ି ପଡିଛି। ଫଳରେ ପାଣିକୋଇଲି ପଟୁ କୁଆଖିଆ ପାର୍ଶ୍ୱ ରାସ୍ତାରେ ଗୋଟିଏ ପାଖ ଯିବା…
Read More...

ସାବସ କୁନି ଝିଅ ସାରା: ଜନ୍ମଦିନ ଉପହାର ଟଙ୍କା ରେଳ ଦୁର୍ଘଟଣାଗ୍ରସ୍ତଙ୍କୁ କଲେ ଦାନ

ଯାଜପୁର: ଯାଜପୁର ଜିଲା ବାହାବଳପୁର ଗ୍ରାମର ସୂର୍ୟ୍ୟପ୍ରକାଶ ଦାସ ଓ ରମଣଦୀପ କୌରଙ୍କ କୁନିଝିଅ ସାରା(୪) ନିଜ ଜନ୍ମଦିନରେ ପାଇଥିବା ଉପହାର ଟଙ୍କା ରେଳ ଦୁର୍ଘଟଣାରେ ଆହତ ଲୋକ ମାନଙ୍କ ଚିକିତ୍ସା ପାଇଁ ଦାନ କରିଛନ୍ତି।…
Read More...

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଶିବଶଙ୍କର ପରିବାରକୁ ଆର୍ଥିକ ସହାୟତା

ଯାଜପୁର: ବାହାନଗା ଟ୍ରେନ ଦୁର୍ଘଟଣାରେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ରାଛିପୁର ପଞ୍ଚାୟତର ଶିବଶଙ୍କର ସାହୁଙ୍କ ପରଲୋକ ଘଟିଥିଲା। ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କର ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ…
Read More...

ମନ୍ତ୍ରୀ ପ୍ରୀତି ରଂଜନଙ୍କ କରକମଳରେ କ୍ୟାଣ୍ଟିନ ଶିଳାନ୍ୟାସ

ଯାଜପୁର : ପ୍ରତିଦିନ ବ୍ଲକ, ତହସିଲ ଏବଂ ଦାନଗଦୀ ମେଡିକାଲକୁ ଶତାଧିକ ଲୋକ ଆସୁଛନ୍ତି। ସେହି ଲୋକ ମାନଙ୍କୁ ଉଚିତ ମୂଲ୍ୟରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ଲାଗି ଦାନଗଦୀ ବ୍ଲକ କାର୍ୟ୍ୟାଳୟ ପରିସରରେ କ୍ୟାଣ୍ଟିନ…
Read More...

କୋରେଇ ଟ୍ରେନ ଦୁର୍ଘଟଣା ; ଜାରି ହେଲା ସହାୟତା ନମ୍ବର

ଯାଜପୁର : ଯାଜପୁର କୋରେଇରେ ସୋମବାର ବଡ ଧରଣର ଟ୍ରେନ ଦୁର୍ଘଟଣା ଘଟିଥିବା ଯାଇଥିବା ବେଳେ ଏଯାଏଁ ଏଥିରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଛି । ଏହାସହ ବର୍ତ୍ତମାନ ମଧ୍ୟ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି…
Read More...