Browsing Tag

jajpur news

ଏସସିବିରୁ ଫେରାର କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର: କାଳିଆପାଣି ଥାନା ଗିରିଙ୍ଗାମାଳି ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଫେରାର କଏଦୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ କଏଦୀ ହେଲେ କାଳିଆପାଣି ଥାନା ପନାସିଆର ଶୁକ୍ରା ମୁଣ୍ଡା। ଟିବି ରୋଗରେ ଆକ୍ରାନ୍ତ ଥିବାରୁ…
Read More...

ଜାରକା ଷ୍ଟାଡିୟମଠାରେ ନୂତନ ମହିଳା ଗୋଷ୍ଠୀକେନ୍ଦ୍ରର ଉଦ୍‍ଘାଟନ

ଯାଜପୁର : କଳ୍ପତରୁ ଦାସ ଷ୍ଟାଡିୟମଠାରେ ନୂତନ ମହିଳା ଗୋଷ୍ଠୀକେନ୍ଦ୍ର ଉଦ୍‍ଘାଟନ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଧର୍ମଶାଳାର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ଫିତା କାଟି…
Read More...

ମହତ କାର୍ଯ୍ୟ : ଅନାଥ ଦୁଇ ଭଉଣୀଙ୍କ ଥଇଥାନର ଦାୟିତ୍ୱ ନେଲେ ସୁକିନ୍ଦା ବିଧାୟକ

ଯାଜପୁର : ସୁକିନ୍ଦା ବ୍ଲକ ହାତୀବାରି ପଞ୍ଚାୟତର ଅନାଥ ଦୁଇ ଭଉଣୀଙ୍କ ଥଇଥାନର ଦାୟିତ୍ୱ ନେଇଛନ୍ତି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ହାତୀବାରି ପଞ୍ଚାୟତ ମହାଦେବ ଗାଁର ପାଢ଼ୀ ଦମ୍ପତିଙ୍କ ମୃତ୍ୟୁ ପରେ ସେମାନଙ୍କର ଦୁଇ…
Read More...

ସଡକ ଦୁର୍ଘଟଣାରେ ଦମ୍ପତି ମୃତ

ଯାଜପୁର :ଯାଜପୁର ଜିଲା ପାଣିକୋଇଲି ଥାନା ଅର୍ନ୍ତଗତ ମାଧପୁର ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ମିନିଟ୍ରକ ଧକ୍କା ଦେବାରୁ ଚାଲିକି ଯାଉଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ରାସ୍ତାରେ ଯାଉଥିବା…
Read More...

ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣା ; ଗିରଫ ସଂଖ୍ୟା ୪୨କୁ ବୃଦ୍ଧି

ଯାଜପୁର : ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣାରେ ଗିରଫଦାରି ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଏଯାଏଁ ୪୨ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଯାଜପୁର ଏସପିଙ୍କ ପକ୍ଷରୁ ସୂଚନା…
Read More...

କୋଦଣ୍ଡପୁରରେ ଧାନ ମଣ୍ଡିର ଶୁଭାରମ୍ଭ

ଯାଜପୁର :  ଯାଜପୁର ପୈାର ପାଳିକା ଅନ୍ତର୍ଗତ କୋଦଣ୍ଡପୁର ଠାରେ ବାବା ମାନେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଧାନ ସଂଗ୍ରହ କେନ୍ଦ୍ର ବା ମଣ୍ଡିକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳିକ…
Read More...

ବରୁଆଁରେ କ୍ଷୁଦ୍ର ନିଯୁକ୍ତି ମେଳା – ୨୦୨୧ ଉଦ୍ଘାଟିତ 

ଯାଜପୁର  : ଦକ୍ଷତା ହିଁ ରୋଜଗାରର ମାପକାଠି । ଆଜି ପୂର୍ବାହ୍ନରେ ବରୁଆଁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ଏହି କ୍ଷୁଦ୍ର ନିଯୁକ୍ତି ମେଳାକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ…
Read More...

ଗଛ ପଡି ରାସ୍ତା ବନ୍ଦ

ଯାଜପୁର  : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ର ଅଣ୍ଟିଆ ଗ୍ରାମ ପଂଚାୟତର ତଳସାହି ଗ୍ରାମ ମୁଣ୍ଡରେ ଏକ ପୁରାତନ ବର ଗଛ ଲଗାଣ ବର୍ଷାରେ ଉପୁଡି ରାସ୍ତା ବନ୍ଦ ହୋଇଛି। ଫଳରେ ଗମନାଗମନରେ ବାଧା ଦୃଷ୍ଟି ହେବା ସହ ଗ୍ରାମକୁ…
Read More...

୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ

ଯାଜପୁର : ଯାଜପୁର ଜିଲ୍ଲା  ବନ ସୁରକ୍ଷା ସମିତି ଉପର ଟମକା ଆନୁକୁଲ୍ୟରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଆୟୋଜିତ ଏଏନ୍ଆର୍ ବନୀକରଣ କାର୍ଯ୍ୟକ୍ରମକୁ…
Read More...

ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଯୁବକଙ୍କ ସଲିଳ ସମାଧି

ଯାଜପୁର : ଯାଜପୁର ଜିଲ୍ଲା ବରୀ ବ୍ଲକ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ବୁଡି ଦୁଇ ଯୁବକଙ୍କ ମୃତ୍ୟ ଘଟିଛି  । ମୃତ ଯୁବକ ଦ୍ୱୟ ବାଲିଆ ଗ୍ରାମର  ସୁନୀଲ ମିଶ୍ର (୨୩) ଏବଂ ଜିତେନ୍ଦ୍ରପଣ୍ଡା (୧୮)…
Read More...