Browsing Tag

jajpur

୪ଦଫା ଦାବି ନେଇ ଧର୍ମଶାଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଯାଜପୁର : ଧର୍ମଶାଳା କଂଗ୍ରେସ ପକ୍ଷରୁ୪ ଦଫା ଦାବି ନେଇ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଫିସ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତୁରନ୍ତ ସମସ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର…
Read More...

ମୁଖ୍ୟ ସଚିବଙ୍କ ଯାଜପୁର ଜିଲ୍ଲା ଗସ୍ତ

ଯାଜପୁର : ଯାଜପୁର ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରାଯାଉଛି। ବିଭିନ୍ନ ମେଗା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯିବା ସହ ତାହାର ସୁଫଳ ଲୋକମାନଙ୍କୁ ଯଥାଶୀଘ୍ର ମିଳିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ମୁଖ୍ୟ ସଚିବ…
Read More...

୪ ଫୁଟର ନାଗ ସହ ଲଢିଲା ଏକ ଫୁଟ ଲମ୍ବର ବାଲି ବୋଡ଼ା, ଦେଖନ୍ତୁ ଭିଡିଓ

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୁଳହରିପୁର ଗ୍ରାମରେ ଏକ ଅଦ୍ଭୂତ ଘଟଣା ଦେଖିବାକୁ ମିଳିଛି। ରାସ୍ତା କଡରେ ୨ ଟି ସାପ ପରସ୍ପରକୁ ଆକ୍ରମଣ କରିଛନ୍ତି। ଗୋଟିଏ ୪ ଫୁଟ ଲମ୍ବର ନାଗ ସାପ ଅନ୍ୟ ଏକ ଛୋଟ…
Read More...

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଉତ୍ତରାଞ୍ଚଳର ଅତିରିକ୍ତ ଦାୟିତ୍ୱ 

ଯାଜପୁର : କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସମ୍ବଲପୁରର ଅତିରିକ୍ତ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ନିରଂଜନ ସାହୁ ଚଳିତ ମାସ ୩୧…
Read More...

ଯାଜପୁର ଏସ୍‍ପି ଭାବେ ରାହୁଲ ପିଆରଙ୍କ ଯୋଗଦାନ

ଯାଜପୁର : ଯାଜପୁର ଜିଲ୍ଲା ଏସ୍‍ପି ଭାବେ ରାହୁଲ ପିଆର ଆଜି ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସେ ଝାରସୁଗୁଡ଼ାର ଏସ୍‍ପି ଥିଲେ । ପୁଲିସ ଓ ସାଧାରଣ ଲୋକଙ୍କ ସହ ସମ୍ପର୍କ ସୃଦୁଢ କରିବା ସହିତ କୋଭିଡ ନିୟମ ଓ ସରକାରୀ…
Read More...

ଜନ ଗଣନା ଦେଶର ବିକାଶ ଓ ଯୋଜନା ପ୍ରଣୟନରେ ସହାୟକ ହୋଇଥାଏ : ଜନ ଗଣନା ନିର୍ଦ୍ଦେଶକ

ଯାଜପୁର : ଦେଶର ବିକାଶ ଓ ଯୋଜନା ପ୍ରଣୟନ ପାଇଁ ଜନ ଗଣନା ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ । ପ୍ରତି ୧୦ ବର୍ଷରେ ହେଉଥିବା ଏହି ଗଣନାରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ନିଷ୍ଠାପର ମନୋଭାବ ଏହାକୁ ସଫଳ କରିଥାଏ ।…
Read More...

ଶିଶୁ ସୁରକ୍ଷା ଦିଗରେ ସମ୍ମିଳିତ ଉଦ୍ୟମ ଲୋଡ଼ା : ଜିଲ୍ଲାପାଳ

ଯାଜପୁର : ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ମଣ୍ଡଳ ଉନ୍ନୟନ ଅଧିକାରୀ ଓ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ସରକାରଙ୍କ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମ ଉପରେ ଏକ ଆଭିମୁଖିକରଣ…
Read More...

ସ୍ୱଚ୍ଚ୍ଥ ସର୍ବେକ୍ଷଣ ୨୦୨୧: ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ସକାଶେ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଶିବିର

ଯାଜପୁର: ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଆଜି ଅପରାହ୍ନ ୩ ଘଟିକା ସମୟରେ ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଚ୍ଥି । ଏହି ବୈଠକରେ ମୁଖ୍ୟ…
Read More...

ଜୟନ୍ତରା ଗ୍ରାମରେ ଶୁଖିଲା ଖାଦ୍ୟସାମଗ୍ରୀ ବଣ୍ଟନ

ଯାଜପୁର : ଚଳିତ ବର୍ଷ ବୈତରଣୀ ନଦୀର ପ୍ରବଳ ବନ୍ୟାରେ ଯାଜପୁର ଜିଲା ପ୍ରଭାବିତ ହୋଇଛି। ଦଶରଥପୁର ବ୍ଲକ ସ୍ଥିତ ଜୟନ୍ତରା ମହାପାତ୍ର ସାହିର ପାଖାପାଖି ୬୦ ଘର ବାହ୍ୟଜଗତରୁ ବିଚ୍ଛିନ୍ନ ହେବା ସହ ୪ ଦିନ ହେବ ଜଳମଗ୍ନ ହୋଇ…
Read More...

ଅଗ୍ନିଶମ ବିଭାଗ ଦ୍ୱାରା ଭାସିଯାଉଥିବା ଯୁବକ ଉଦ୍ଧାର

ଯାଜପୁର: ଅଗ୍ନିଶମ ବିଭାଗର ନିଷ୍ଠାପର ଉଦ୍ୟମ ଯୋଗୁଁ ଜଣେ ଯୁବକଙ୍କର ଜୀବନ ରକ୍ଷା ହୋଇପାରିଥିବାରୁ ଜିଲାପାଳ ରଂଜନ କୁମାର ଦାସ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଚ୍ଥନ୍ତି । ଶୁକ୍ରବାର…
Read More...