Browsing Tag

J & K

ସୀମା ନିର୍ଦ୍ଧାରଣ ଆୟୋଗଙ୍କ ଆଜିଠାରୁ ଚାରି ଦିନିଆ ଜାମ୍ମୁ କାଶ୍ମୀର ଗସ୍ତ; ବୈଠକରେ ଯୋଗଦେବେ ନାହିଁ ମେହବୁବା ମୁଫ୍‍ତି

ଶ୍ରୀନଗର: ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ପୁନଃ ପ୍ରଦାନ ପାଇଁ ସେଠାକାର ରାଜନୈତିକ ଦଳଗୁଡିକ ପକ୍ଷରୁ ଦାବି ହେଉଥିବାବେଳେ ସୀମା ନିର୍ଦ୍ଧାରଣ ପରେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଜାମ୍ମୁ କାଶ୍ମୀରରେ ଅଧିକ ସଂଖ୍ୟାରେ ସୁରକ୍ଷା ବାହିନୀ ଯବାନ ମୁତୟନକୁ ନେଇ ବଢୁଛି ଆଶଙ୍କା

ଜାମ୍ମୁ: ଜାମ୍ମୁ କାଶ୍ମୀରରେ କିଛିଦିନ ହେଲା ଯଥେଷ୍ଟ ଅଧିକ ସଂଖ୍ୟାରେ ଅର୍ଦ୍ଧସାମରିକ ବାହିନୀ ଯବାନ ମୁତୟନକୁ ନେଇ ରାଜ୍ୟର ବିଭିନ୍ନ ମହଲରେ ନାନା ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି। ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ…
Read More...

ଜାମ୍ମୁରେ ୧୨୦ ବର୍ଷୀୟା ମହିଳା ନେଲେ କୋଭିଡ ଟିକା

ଉଦ୍ଧାମପୁର: ଜାମ୍ମୁ କାଶ୍ମୀରରେ ଜଣେ ୧୨୦ ବର୍ଷ ବୟସ୍କା ମହିଳା ସଂପ୍ରତି ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣା ପାଲଟିଛନ୍ତି। ଉଦ୍ଧାମପୁରର ଗ୍ରାମାଞ୍ଚଳରେ ବାସ କରୁଥିବା ଏହି ଶତାୟୁ ମହିଳା ନିଜେ କୋଭିଡ ଟିକା ନେବା…
Read More...

ଜାମ୍ମୁ କାଶ୍ମୀରରେ ୩ ଆତଙ୍କି ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଗତକାଲି ୩ ଆତଙ୍କି ପ୍ରାଣ ହରାଇଛନ୍ତି। ସୁରକ୍ଷାକର୍ମୀଙ୍କ ସହିତ ସଂଘର୍ଷରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ରାଜ୍ୟର ସୋପିଆନରେ ଘଟିଛି ଏହି ଘଟଣା। ସୋପିଆନ ଜିଲାର କନିଗାମ୍‍…
Read More...

ଜାମ୍ମୁ କାଶ୍ମୀରରେ ୭ ଆତଙ୍କି ନିପାତ: ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥାନ୍ତା ଆକ୍ରମଣ

ଶ୍ରୀନଗର: ଶୁକ୍ରବାର ଦିନ ଜାମ୍ମୁ କାଶ୍ୱୀରର ଶୋପିଆନ ଏବଂ ତ୍ରାଲ ଅଞ୍ଚଳରେ ପୃଥକ ପୃଥକ ଘଟଣାରେ ୭ଜଣ ଆତଙ୍କବାଦୀଙ୍କର ପ୍ରାଣହାନି ଘଟିଛି। ସେମାନଙ୍କ ମଧ୍ୟରେ ଅଲ୍‍ କାଏଦା ପ୍ରୋତ୍ସାହିତ ଆତଙ୍କିଗୋଷ୍ଠୀ ଅନସର…
Read More...

ଶୋପିଆନ, ଅୱନ୍ତିପୁରାରେ ଗୁଳି ବିନିମୟ : ୪ ଆତଙ୍କୀ ମୃତ, ୪ ଯବାନ ଆହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଶୋପିଆନ ଓ ପୁଲୱାମା ଜିଲାରେ ପୃଥକ ପୃଥକ ଘଟଣାରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଘଟି ୪ ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି। ଏଥିରେ ୪ ଜଣ ଯବାନ ଆହତ ହୋଇଥିବା ଖବର…
Read More...

ତାଜାକିସ୍ତାନରେ ଭୂକମ୍ପ, ଥରିଲା ଜାମ୍ମୁ-କାଶ୍ମୀର

ଦୁଶାନ୍‌ବେ: ତାଜାକିସ୍ତାନରେ ମଙ୍ଗଳବାର ଭୂମିକମ୍ପ ସୃଷ୍ଟି ହୋଇଛି। ଭାରତର କିଛି ଅଂଶରେ ଏହାର ଝଟ୍‌କା ଲାଗିଛି। ଭୂକମ୍ପ ଯୋଗୁ ଜାମ୍ମୁ-କାଶ୍ମୀର ମଧ୍ୟ ଥରିଉଠିଛି। ତାଜାକିସ୍ତାନ ରାଜଧାନୀ ଦୁଶାନ୍‌ବେଠାରୁ ୩୪୧…
Read More...