Browsing Tag

Iran

ଖୁବଶୀଘ୍ର ମୁକ୍ତ ହେବେ ୧୭ଜଣ ଭାରତୀୟ କ୍ରୁ ମେମ୍ବର୍ସ

ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଖୁବଶୀଘ୍ର ମୁକ୍ତ ହେବେ ୧୭ଜଣ ଭାରତୀୟ କ୍ରୁ ମେମ୍ବର୍ସ। ଯୁଦ୍ଧ ପରିସ୍ଥିିତି ମଧ୍ୟରେ ମାଲବାହୀ ଜାହାଜ ‘ଏମଏସସି ଏରିଜ୍‌‌’ ୧୭ଜଣ ଭାରତୀୟ କ୍ରୁ ମେମ୍ବରଙ୍କ ସୁରକ୍ଷା ଏବଂ…
Read More...

ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଭାରତର ସତର୍କବାଣୀ, ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଇସ୍ରାଏଲସ୍ଥିତ ଭାରତୀୟ ଦୂତାବାସ ଏହାର ନାଗରିକମାନଙ୍କ ପାଇଁ ନୂତନ ମାର୍ଗଦର୍ଶିକା ଜାରି କରିଛି। ଏଥିରେ ଭାରତୀୟ ନାଗରିକମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେବାସହ…
Read More...

ଏହି ଦୁଇ ଦେଶକୁ ଯାତ୍ରା ନକରିବାକୁ ପରାମର୍ଶ: ଜାରି ହେଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ: ଯେକୌଣସି ପରିସ୍ଥିତିରେ ଇରାନ୍‌‌ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୋଇପାରେ। ଫଳରେ ଇରାନ ଓ ଇସ୍ରାଏଲକୁ ଯାତ୍ରା କରିବାକୁ ଯାଉଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି ବୈଦେଶିକ ମନ୍ତ୍ରଣାଳୟ।…
Read More...

ଭାରତର ୧ଟଙ୍କା ଏହି ଦେଶରେ ୫୦୦ ଟଙ୍କା ସହ ସମାନ

ସମାଜ ଡିଜିଟାଲ ଡେସ୍କ: ପୃଥିବୀର ସବୁ ଦେଶରେ ବିଭିନ୍ନ ମୁଦ୍ରା ବ୍ୟବହାର କରାଯାଇଥାଏ । କିନ୍ତୁ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଭାରତର ୧ଟଙ୍କା ୫୦୦ ଟଙ୍କା ସହିତ ସମାନ । ଏହି ଦେଶ ବିଶ୍ୱର…
Read More...

ପୃଥିବୀ ଦେଖିବ କି ଆଉ ଏକ ଯୁଦ୍ଧ? ଇରାକ-ସିରିଆରେ ଆମେରିକାର ଏୟାର ଷ୍ଟ୍ରାଇକ୍‍, ୮୫ଆତଙ୍କବାଦୀ ଲୁଚିଥିବା ସ୍ଥାନ ଧ୍ୱଂସ…

ନୂଆଦିଲ୍ଲୀ: ଆଉ ଏକ ବଡ ଯୁଦ୍ଧ ଆରମ୍ଭ କରିଛି ଆମେରିକା । ଆମେରିକାର ସୈନ୍ୟବାହିନୀ ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଇରାନ ସମର୍ଥିତ ମିଲିସିଆ ଓ ଇରାନ ଏବଂ ସିରିଆରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଲୁଚି ରହୁଥିବା ଅନେକ…
Read More...

ପାକିସ୍ତାନ ଉପରେ ଇରାନର ଏୟାର ଷ୍ଟ୍ରାଇକ୍‌: ପାକ୍‌ କହିଲା- ପରିଣାମ ଭୟଙ୍କର ହେବ

ଇସଲାମାବାଦ: ପାକିସ୍ତାନ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଛି। ଏଥର ଏହି ଆକ୍ରମଣ ଇରାନ ଦ୍ବାରା କରାଯାଇଛି। ଇରାନ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ଅଦଲ ଠିକଣାକୁ ଟାର୍ଗେଟ କରିଥିଲା। ଆକ୍ରମଣ ପାଇଁ…
Read More...

ଅତ୍ୟନ୍ତ ରକ୍ଷଣଶୀଳ ଇବ୍ରାହିମ ରାଇସି ଇରାନର ନୂଆ ରାଷ୍ଟ୍ରପତି

ତେହରାନ: ଇରାନର ନୂଆ ରାଷ୍ଟ୍ରପତି ଭାବରେ ଅତ୍ୟନ୍ତ ରକ୍ଷଣଶୀଳ ଧର୍ମୀୟ ନେତା ଇବ୍ରାହିମ ରାଇସି ନିର୍ବାଚିତ ହୋଇଛନ୍ତି। ଦେଶର ବିଦାୟୀ ରାଷ୍ଟ୍ରପତି ହାସନ ରୁହାନି ନୂଆ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜନମତକୁ…
Read More...

କରୋନା: ୨୧ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ୪.୭ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ଯୋଗୁ ସାରା ବିଶ୍ଵରେ ମୃତ୍ୟୁ ସଂଖ୍ୟା ୨୧ ହଜାର ୨୮୭ରେ ପହଞ୍ଚିଛି। ଏହା ମଧ୍ୟରୁ ଇଟାଲୀରେ ସର୍ବାଧିକ ୭୫୦୩ ଜଣ ପ୍ରାଣ ହରାଇଛନ୍ତି। ସେହିପରି ସାରା ବିଶ୍ଵରେ ୪ ଲକ୍ଷ ୭୧ ହଜାର ୪୦୭…
Read More...