Browsing Tag

international news

ନାସା ମୁଖ୍ୟଙ୍କ ଚାଞ୍ଚଲ୍ୟକର ଖୁଲାସା- ‘ଚନ୍ଦ୍ରର କିଛି ଅଂଶ ଦଖଲ କରିବାକୁ ଚାହୁଁଛି ଚୀନ୍‌’

ଓ୍ବାଶିଂଟନ୍‌: ନାସା ମୁଖ୍ୟ ବିଲ୍‌ ନେଲ୍‌ସନ୍‌ ଚୀନ୍‌କୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, ଚୀନ୍‌ ଚନ୍ଦ୍ରର କିଛି ଅଂଶ ଦଖଲ କରିବାକୁ ଚାହୁଁଛି ଏବଂ ଏଥିପାଇଁ ମହାକାଶରେ ଏକ ଗୁପ୍ତ ସାମରିକ…
Read More...

ବନ୍ୟା ପ୍ରଭାବ: ଭାରତ-ଦୁବାଇ ମଧ୍ୟରେ ୨୮ ବିମାନ ବାତିଲ୍‌

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବେହାଲ ହୋଇପଡ଼ିଛି ଦୁବାଇ। ରେକର୍ଡ ବୃଷ୍ଟିପାତ ଯୋଗୁ ବିମାନ ଉଡ଼ାଣରେ ବିଳମ୍ବ ଏବଂ ଗତିପଥ ପରିବର୍ତ୍ତନ ହେବାସହ କାରଗୁଡିକ…
Read More...

ଇସ୍ରାଏଲ ଯିବେ ୬ହଜାର ଭାରତୀୟ ଶ୍ରମିକ

ନୂଆଦିଲ୍ଲୀ: ଇସ୍ରାଏଲ ଏହାର ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ଭାରତରୁ ୬ହଜାର ଶ୍ରମିକଙ୍କୁ ନେବ। ଭାରତରୁ ଶ୍ରମିକ ନେବା ନିମନ୍ତେ ଇସ୍ରାଏଲକୁ ଭାରତ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରିଛନ୍ତି। ଇସ୍ରାଏଲ-ହମାସ…
Read More...

‘ଇଚ୍ଛା ହେଉଛି ମରିଯିବାକୁ..’, ନିଜ ପୁଲିସ କର୍ମୀଙ୍କୁ ମାଡ ମାରି ଲହୁଲୁହାଣ କଲା ପାକ୍ ସେନା

ଇସଲାମାବାଦ: ବିଶ୍ୱର ସବୁ ଦେଶର ସେନା ଅଛି, କିନ୍ତୁ ପାକିସ୍ତାନ ସେନା ପାଖରେ ଗୋଟିଏ ଦେଶ ଅଛି। ପାକିସ୍ତାନ ବିଷୟରେ ଏମିତିି କଥା ଖାଲିରେ କୁହାଯାଏନାହିଁ। ସରକାର ଗଢିବା ଓ ଭାଙ୍ଗିବାଠାରୁ ଆରମ୍ଭ କରି ଭାରତ ଭଳି…
Read More...

ଆୟର୍ଲାଣ୍ଡର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ସାଇମନ୍‌ ହାରିସ୍‌, ଶୁଭେଚ୍ଛା ଜଣାଇଲେ ମୋଦୀ

ଡବଲିନ୍: ଆୟର୍ଲାଣ୍ଡର ଚିତ୍ର ଏବେ ବଦଳିପାରେ, କାରଣ ଲିଓ ଭରାଡକରଙ୍କ ଇସ୍ତଫା ପରେ ଦେଶର ଶାସନ ଭାର ଯୁବକ ନେତୃତ୍ଵଙ୍କୁ ହସ୍ତାନ୍ତର କରାଯାଇଛି। ଶାସକ ଫାଇନ୍‌ ଗେଲ୍‌ ପାର୍ଟି ଭାରତୀୟ ବଂଶୋଦ୍ଭବ ସାଇମନ୍‌ ହାରିସ୍‌ଙ୍କୁ…
Read More...

ଭାରତର ଗାଁ ବି ଆମ କରାଚୀଠୁ ଉନ୍ନତ.. ଭାରତର ପ୍ରଶଂସାରେ ଶତମୁଖ ପାକିସ୍ତାନୀ ଯୁବକ

ଇସଲାମାବାଦ: ପାକିସ୍ତାନର ବାସିନ୍ଦା ମୋମିନ ୟଜଦାନୀ ଭାରତକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ମୋମିନ ୟଜଦାନୀ କିଛିଦିନ ପୂର୍ବରୁ ଭାରତ ଆସିଥିଲ, ସେ ପ୍ରଥମ ଥର ପାଇଁ ଭାରତ ଆସିଥିଲେ। ତେବେ ଜଣେ ପାକିସ୍ତାନୀ ଭାବେ…
Read More...

ମହାକାଶରୁ କେମିତି ଥିଲା ସୂର୍ଯ୍ୟୋପରାଗ ଦୃଶ୍ୟ, ଭିଡିଓ ଶେୟାର କଲା ନାସା

ସମାଜ ଡିଜିଟାଲ ଡେସ୍କ: ମେକ୍ସିକୋ, ଆମେରିକା ଓ କାନାଡ଼ାର କିଛି ଅଂଶରେ ସୋମବାର ଦୁର୍ଲଭ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଛି। ଏହି ସମୟରେ ଲକ୍ଷାଧିକ ଲୋକ ଏହି ମହାଜାଗତିକ ଦୃଶ୍ୟକୁ ଦେଖିଛନ୍ତି। କେବଳ ଏତିକି…
Read More...

ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ୱାଶିଂଟନ୍‌‌: ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଗତ ମାସରୁ ନିଖୋଜ ଥିବା ଭାରତୀୟ ଛାତ୍ର ମହମ୍ମଦ ଅବ୍‌‌ଦୁଲ ଅରଫାତଙ୍କ ମୃତଦେହ ଉଦ୍ଧାର ହୋଇଛି। ଆମେରିକାର କ୍ଲିଭଲାଣ୍ଡରୁ ତାଙ୍କ…
Read More...

ସୂର୍ଯ୍ୟୋପରାଗ ପଛେ ପଛେ ଧାଉଁଛି ନାସା; ଖୋଲିବ କି ନୂଆ ରହସ୍ୟ?

ସମାଜ ଡିଜିଟାଲ ଡେସ୍କ: ସୋମବାର ଅର୍ଥାତ୍‌ ଆଜିର ସୂର୍ଯ୍ୟୋପରାଗ ବହୁତ ଖାସ୍‌ ଏବଂ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହି ସୁଯୋଗର ଭରପୂର ଫାଇଦା ଉଠାଇବାକୁ ଚାହୁଁଛି। ପୃଥିବୀରେ ସୂର୍ଯ୍ୟୋପରାଗ ହେବା ସମୟରେ ନାସାର…
Read More...

ଇସଲାମାବାଦ ଉଚ୍ଚ ନ୍ୟାୟାଳୟର ୮ ବିଚାରପତିଙ୍କୁ ଧମକପୂର୍ଣ୍ଣ ଚିଠି

ଇସଲାମାବାଦ: ଇସଲାମାବାଦ ଉଚ୍ଚ ନ୍ୟାୟାଳୟର ୮ଜଣ ବିଚାରପତିଙ୍କ ନିକଟକୁ ଡାକ ଯୋଗେ ଧମକପୂର୍ଣ୍ଣ ଚିଠି ମିଳିଛି। ଏହି ଚିଠିରେ ବିଷାକ୍ତ ପଦାର୍ଥ ରହିଥିବା ଆଶଙ୍କା କରାଯାଉଛି। ଇସଲାମାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ…
Read More...