Browsing Tag

Indian Army

ବଦଳିଲା ସେନାର ଫିଟ୍‌ନେସ୍‌ ନିୟମ; ଏଣିକି ଓଜନ ବଢିଲେ କଟିବ ଛୁଟି

ନୂଆଦିଲ୍ଲୀ: ଭାରତୀୟ ସେନା ଏଣିକି ମୋଟାପଣ କିମ୍ବା ଖରାପ ଜୀବନଶୈଳୀ ଆପଣାଉଥିବା ସୈନିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ଖବର ମୁତାବକ, ସେନାରେ ଏବେ ନୂତନ ନୀତି ଲାଗୁ କରାଯାଇଛି, ଯେଉଁଥିରେ…
Read More...

ଭାରତୀୟ ସେନାରେ ସାମିଲ ହେଲେ ପ୍ରଥମ ବ୍ୟାଚ୍‍ ମହିଳା ସାମରିକ ପୁଲିସ

ନୂଆଦିଲ୍ଲୀ: ଭାରତୀୟ ସେନାରେ ପ୍ରଥମ ବ୍ୟାଚ୍‍ ମହିଳା ସାମରିକ ପୁଲିସ ଦଳ ସାମିଲ ହୋଇଛନ୍ତି। ଏହି ଦଳରେ ମୋଟ ୮୩ ଜଣ ମହିଳା ସୈନିକ ରହିଛନ୍ତି। ଶନିବାର ଦିନ ବେଙ୍ଗାଲୁରୁସ୍ଥିତ କର୍ପସ ଅଫ ମିଲିଟାରୀ ପୋଲିସ ସେଣ୍ଟର ଆଣ୍ଡ…
Read More...

କୃଷ୍ଣା ଘାଟିରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ସହିଦ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଞ୍ଛ ଜିଲା ଅନ୍ତର୍ଗତ କୃଷ୍ଣା ଘାଟି ଅଞ୍ଚଳରେ ପାକିସ୍ତାନୀ ସେନା ପକ୍ଷରୁ ଗୁରୁବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏହି ସମୟରେ ପାକ୍‌ ସୈନ୍ୟଙ୍କ ପକ୍ଷରୁ ପ୍ରବଳ ଗୁଳିମାଡ଼…
Read More...

ଓଡ଼ିଆ ଅଧିକାରୀ ହେବେ ଭାରତୀୟ ସେନା ଉପମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ସେନାର ପରବର୍ତ୍ତୀ ଉପମୁଖ୍ୟ ହେବେ ଜଣେ ଓଡ଼ିଆ ଅଧିକାରୀ। ସେ ହେଉଛନ୍ତି ଚଣ୍ଡିପ୍ରସାଦ ମହାନ୍ତି। ଓଡ଼ିଶାର ଜଗତସିଂହପୁର ଜିଲା ଜୟବଡ଼ରେ ଜନ୍ମିତ ଲ୍ୟୁଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ବର୍ତ୍ତମାନ…
Read More...

ପୁରସ୍କାର ରାଶି ପାଇଁ ମିଥ୍ୟା ଏନକାଉଣ୍ଟର, ଧରାପଡ଼ିଲା କ୍ୟାପଟେନ୍‌ଙ୍କ ଷଡ଼ଯନ୍ତ୍ର

ଜାମ୍ମୁ: ଆତଙ୍କବାଦୀଙ୍କ ମୁଣ୍ଡ ବଳଦରେ ଘୋଷଣା ହୋଇଥିବା ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ହଡ଼ପ କରିବାକୁ ମିଥ୍ୟା ଏନକାଉଣ୍ଟରର ଷଡ଼ଯନ୍ତ୍ର ରଚିଥିଲେ ସେନାର ଜଣେ କ୍ୟାପଟେନ ଭୂପିନ୍ଦର ସିଂହ। ବହୁ ଚର୍ଚ୍ଚିତ ଅମଶୀପୋରା…
Read More...

ଯବାନଙ୍କୁ ଥଣ୍ଡାରୁ ରକ୍ଷା କରିବ ‘ହିମ ତାପକ’; ଡିଆରଡିଓ ତିଆରି କଲା ସ୍ବତନ୍ତ୍ର ଡିଭାଇସ

ନୂଆଦିଲ୍ଲୀ: ପୂର୍ବ ଲଦାଖ, ସିଆଚେନ୍‌ ଏବଂ କାଶ୍ମୀର ଭଳି ସୁଉଚ୍ଚ ବରଫାବୃତ୍ତ ଅଞ୍ଚଳରେ ଦେଶର ଯବାନମାନେ ମୁତୟନ ହୋଇଛନ୍ତି। ପ୍ରବଳ ଥଣ୍ଡାରେ ଏପରି କି ବିଯୁକ୍ତ ତାପମାତ୍ରାରେ ବି ସେମାନେ ନିଜ ଜୀବନକୁ ବାଜି ଲଗାଇ…
Read More...

ସେନାରେ ସାମିଲ ହେବ ‘ହାୱିଜର୍ସ’, ଦେଖନ୍ତୁ ଭିଡିଓ

ଭୁବନେଶ୍ଵର: ଖୁବ୍‌ଶୀଘ୍ର ଭାରତୀୟ ସେନାରେ ସାମିଲ ହେବ ଆର୍ଟିଲରୀ ଗନ୍‌ ‘ହାୱିଜର୍ସ’। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଦ୍ବାରା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ହାୱିଜର୍ସ ଏଟିଏଜିଏସ…
Read More...

ସ୍ବଦେଶୀ ଅସ୍ତ୍ରଶସ୍ତ୍ରରେ ଶତ୍ରୁଙ୍କୁ ଧୁଳି ଚଟାଇବୁ: ସିଡିଏସ

ବେଙ୍ଗାଲୁରୁ: ଭବିଷ୍ୟତରେ କୌଣସି ରାଷ୍ଟ୍ର ସହ ଯଦି ଯୁଦ୍ଧ ହୁଏ, ତେବେ ଭାରତ ନିଜର ସ୍ବଦେଶୀ ଅସ୍ତ୍ରଶସ୍ତ୍ରରେ ଲଢ଼ିବ ଏବଂ ଶତ୍ରୁଙ୍କୁ ଧୂଳି ଚଟାଇବ। ଚୀନ ଏବଂ ପାକିସ୍ତାନ ସହିତ ସୀମାରେ ଉତ୍ତେଜନା ଜାରି ରହିଥିବାବେଳେ…
Read More...

ସିଆରପିଏଫ ଟିମ୍‌ ଉପରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ଆହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲା ଅନ୍ତର୍ଗତ ବିଜାବିହାଡ଼ା ଅଞ୍ଚଳରେ ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗ୍ରେନେଡ୍‌ ମାଡ଼ କରିବାରୁ ଜଣେ ଯବାନ…
Read More...

ଅଟାରୀ ସୀମାରେ ୨ ଅନୁପ୍ରବେଶକାରୀ ନିହତ

ଚଣ୍ଡୀଗଡ଼: ପଞ୍ଜାବର ଅମୃତସର ଅନ୍ତର୍ଗତ ଅଟାରୀ ସୀମାରେ ୨ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ବୁଧବାର ରାତି ପ୍ରାୟ ସାଢ଼େ ୨ଟାରେ ଅନୁପ୍ରବେଶକାରୀମାନେ ଭାରତୀୟ ସୀମା ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ…
Read More...