Browsing Tag

increased

ଜୁନ୍‍ ରେ ଯାନବାହନ ବିକ୍ରି ୨୨.୬୨% ବଢିଛି

ନୂଆଦିଲ୍ଲୀ: ଦେଶରେ ଚଳିତ ବର୍ଷ ଜୁନ୍‍ ମାସରେ ସମୁଦାୟ ଯାନବାହନ ବିକ୍ରି ଗତବର୍ଷ ଜୁନ୍‍ ତୁଳନାରେ ୨୨.୬୨% ବୃଦ୍ଧିପାଇଛି । ତେବେ ୨୦୧୯ ଜୁନ୍‍ ତୁଳନାରେ ଏହା ୨୮.୩୨% କମ୍‍ ରହିଥିବା ଜଣାଯାଇଛି । ଏହି ମାସରେ ଦୁଇଚକିଆ…
Read More...

କୋଭିଡ ବର୍ଜ୍ୟ ଦୁଇମାସରେ ୪୬% ବଢିଛି

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ଓ ମଇ ମାସରେ ଦେଶରେ କୋଭିଡ ଜନିତ ବାୟୋମେଡିକାଲ ବର୍ଜ୍ୟବସ୍ତୁ ସର୍ବାଧିକ ପରିମାଣରେ ସୃଷ୍ଟି ହୋଇଥିବା କହିଛି ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭେରିଓମେଣ୍ଟ (ସିଏସଇ), ଇଣ୍ଡିଆ। ନିକଟରେ…
Read More...

କୃଷିଜାତ ସାମଗ୍ରୀ ରପ୍ତାନି ୧୮% ବୃଦ୍ଧି

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ଜନିତ ପରିସ୍ଥିତି ସତ୍ତ୍ବେ ୨୦୨୦ ଏପ୍ରିଲରୁ ୨୦୨୧ ଫେବ୍ରୁଆରୀ ମଧ୍ୟରେ ଦେଶରୁ ୨.୭୪ ଲକ୍ଷ କୋଟି ଟଙ୍କାର କୃଷିଜାତ ଏବଂ ଆନୁଷଙ୍ଗିକ ସାମଗ୍ରୀ ରପ୍ତାନି କରାଯାଇଛି। ତାହାର…
Read More...