Browsing Tag

HP News

୮୦ ହଜାର ଟଙ୍କାର ସ୍କୁଟି ପାଇଁ ୧୮ ଲକ୍ଷର ଭିଆଇପି ନମ୍ବର

ଧର୍ମଶାଳା: ଷ୍ଟାଟସ୍‌ ଏବଂ ନିଜର ସୌଖୀନ ପାଇଁ ଅନେକ ଲୋକ ପାଣି ଭଳି ଟଙ୍କା ଖର୍ଚ୍ଚ କରନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ। ୮୦ ହଜାର ଟଙ୍କାର ଏକ ସ୍କୁଟି ପାଇଁ ଭିଆଇପି ନମ୍ବର କରିବା ଲାଗି…
Read More...