ହକି ବିଶ୍ୱକପ୍ ପାଇଁ ଖୋଲିଲା ଖଦି ହାଟ ; ଦେଶ ବିଦେଶରେ ପହଞ୍ଚିବ ରାଜ୍ୟର ପାରମ୍ପରିକ ବସ୍ତ୍ର
ଭୁବନେଶ୍ୱର: ଓଡ଼ିଶାର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ର ଦେଶ ବିଦେଶରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚିବ। ଅନ୍ତର୍ଜାତୀୟ ବଜାରରେ ପାରମ୍ପରିକ ବସ୍ତ୍ରର ଚାହିଦା ପୂରଣ କରିବେ ଆମର ବୁଣାକାର। ଏହା ସହିତ ବିଲରୁ…
Read More...
Read More...