Browsing Tag

hirakud news

ଉପରେ ମୁଣ୍ଡରେ ବର୍ଷା : ହୀରାକୁଦରେ ୧୨ଟି ଗେଟ୍‍ ଦେଇ ହେଉଛି ଜଳ ନିଷ୍କାସନ

ହୀରାକୁଦ : ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ଏହାସହ ହୀରାକୁଦରୁ ଆଉ ୬ଟି ଗେଟ୍‍ ଖୋଲାଯାଇଛି। ପୂର୍ବରୁ ୬ଟି ଗେଟ୍‍ ଖୋଲାଯାଇଥିବା ବେଳେ ଏବେ ମୋଟ ୧୨ଟି ଗେଟ୍‍ ଦେଇ ଜଳ…
Read More...

ଖୋଲିଲା ହୀରାକୁଦ ଜଳ ଭଣ୍ଡାର ; ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

ହୀରାକୁଦ : ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିର୍ଦ୍ଧାରିତ ସମୟ ୧୧ଟା ରୁ ଖୋଲିବା ଆରମ୍ଭ ହେ।ଇଯାଇଛି । ପ୍ର।ରମ୍ପରିକ ପୂଜାର୍ଚ୍ଚନା ପରେ…
Read More...

ହୀରାକୁଦ ଜଳସ୍ତର ୬୨୭ ଫୁଟ : ସବୁ ଗେଟ ବନ୍ଦ

ସମ୍ବଲପୁର : ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳପତ୍ତନ ସୀମା ୬୩୦ ଫୁଟ ହୋଇଥିବା ବେଳେ ଏଥିରେ ଆଉ ମାତ୍ର ୩ ଫୁଟ ବାକି ରହିଛି। ମହାନଦୀ ଉପରମୁଣ୍ଡରୁ ପ୍ରବେଶ କରୁଥିବା ଜଳ ପରିମାଣ ବୃଦ୍ଧି ପାଇବାରୁ ବନ୍ଧର ଜଳସ୍ତର…
Read More...