Browsing Tag

hirakud

ଜୁନ୍‍ ୧ ପରେ ହୀରାକୁଦ ଛାଡିବ ପାଣି; ୧୩ଟି ମହାନଦୀ କୂଳ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ୟାସ୍‍ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ହୀରାକୁଦ ଡ୍ୟାମରୁ ଜୁନ୍‍ ୧ ତାରିଖ ପରେ ପାଣି ଛଡାଯିବା ସମ୍ଭାବନା ରହିଛି। ପାଣିପାଗ…
Read More...

ଅଜଣା ଗାଡ଼ି ଧକ୍କାରେ ୩ ମୃତ, ଜଣେ ଗୁରୁତର

ହୀରାକୁଦ: ସମ୍ବଲପୁର ବରେଇପାଲି ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା…
Read More...

୮ ମାସର କଡା ନୟିମ ବଦଳିଲା; ରୋପୱେ ଚାଲିଲା

ହୀରାକୁଦ: ହୀରାକୁଦ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ପେଣ୍ଠ ସ୍ଥଳି, ଯାହାକୁ ନେଇ ଓଡ଼ିଶାବାସୀ ଗର୍ବ ଅନୁଭବ କରନ୍ତି। କୋଭିଡ ମହାମାରୀ ପାଇଁ ଏହି ପର୍ଯ୍ୟଟନ ସ୍ଥଳି ମଧ୍ୟ ବନ୍ଦ ହୋଇ ପଡି ରହିଥିଲା। ନିୟମ କୋହଳ ପରେ ଏହି…
Read More...

ହୀରାକୁଦକୁ କମିଲା ଜଳ ପ୍ରବାହ, ପ୍ରବେଶ ଓ ନିଷ୍କାସନ ହେଉଛି ସମାନ ପରିମାଣ ଜଳ

https://youtu.be/U_ow4dU7eEk ହୀରାକୁଦ ଜଳଭଣ୍ଡାରକୁ ଛତିଶଗଡ଼ରୁ ଜଳ ପ୍ରବାହ ହ୍ରାସ ପାଇଛି। ଗତ କାଲି ସାଢେ ୯ ଲକ୍ଷ କ୍ୟୁସେକ ଜଳ ଆସୁଥିବା ବେଳେ ଆଜି ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହ ହେଉଛି। ସ୍ୱତନ୍ତ୍ର ରିଲିଫ…
Read More...

ବିପଦ ସଂକେତ ପାଖାପାଖି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ୧୫ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ

ହୀରାକୁଦ : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ବିପଦ ସଂକେତ ନିକଟତର ହୋଇଛି । ଜଳଭଣ୍ଡାରର ବିପଦ ସଂକେତ ୬୩୦…
Read More...

ଥଇଥାନ ଅପେକ୍ଷାରେ ହୀରାକୁଦ ବିସ୍ଥାପିତ ଠାକୁର ଦେବତା

ପିତାପାଲି: ସ୍ୱାଧୀନୋତ୍ତର ଭାରତର ବହୁମୁଖୀ ବିକାଶ ପାଇଁ ସରକାର କାର୍ୟ୍ୟକାରୀ କଲେ ହିରାକୁଦ ନଦୀ ବନ୍ଧ ଯୋଜନା। ଜଳମଗ୍ନ ହେଲା ୨୯୪ଟି ରାଜସ୍ୱ ଗାଁ। ଜଳ ସମାଧି ନେଇଥିବା ୨୯୪ ଟି ରାଜସ୍ୱ ଗ୍ରାମ ମଧ୍ୟରୁ ପିତାପାଲି…
Read More...

ହୀରାକୁଦର ୩ ଗେଟ୍‌ ବନ୍ଦ ହେଲା, ୧୨ ଫାଟକ ଦେଇ ଚାଲିଛି ଜଳ ନିଷ୍କାସନ

ହୀରାକୁଦ: ସୋମବାର ହୀରାକୁଦ ଜଳଭଣ୍ଡାରର ୩ଟି ଗେଟ୍‌ ବନ୍ଦ କରାଯାଇଛି। ପୂର୍ବରୁ ୧୫ ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଥିବାବେଳେ ଏବେ ୧୨ ଗେଟ୍‌ ଖୋଲା ରହିଛି। ସେଗୁଡ଼ିକ ମଧ୍ୟରୁ ହୀରାକୁଦର ବାମପାର୍ଶ୍ଵରେ ୮ଟି ଏବଂ…
Read More...

ହୀରାକୁଦରେ ବୃଦ୍ଧି ପାଉଛି ଜଳସ୍ତର

ସମ୍ବଲପୁର : ବଙ୍ଗୋପସାଗରରେ ସୃଷ୍ଟ ଆଉ ଏକ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା କାରଣରୁ ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି।…
Read More...

ବୃଦ୍ଧି ପାଉଛି ହୀରାକୁଦ ଜଳସ୍ତର

ସମ୍ବଲପୁର : ଉପର ମୁଣ୍ଡରେ ବର୍ଷା ଯୋଗୁଁ ଧିରେ ଧିରେ ହୀରକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ରବିବାର ସକାଳ ୬ଟା ସୁଦ୍ଧା ଜଳ ଭଣ୍ଡାରରେ ୬୧୩.୫୨ ଫୁଟ ଯାଏଁ ଜଳସ୍ତର ରହିଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୧…
Read More...