Browsing Tag

Heroine

ଜାମ୍ବିଆ ମହିଳାଙ୍କ ଠାରୁ ଜବତ ହେଲା ୨୧ କୋଟି ଟଙ୍କା ମୂଲ୍ୟର ହେରୋଇନ

ମୁମ୍ବଇ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ଗୁରୁବାର ଜାମ୍ବିଆର ଜଣେ ମହିଳାଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୨୧ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରିଛନ୍ତି। ଉକ୍ତ ମହିଳାଙ୍କ ନାମ ଜୁଲିଆନା…
Read More...

ପାକିସ୍ଥାନରୁ ଆମଦାନୀ ୧୯୧ କିଲୋ ହିରୋଇନ ମୁମ୍ବାଇରୁ ଜବତ, ମୂଲ୍ୟ ୧୦୦୦ କୋଟି ଟଙ୍କା

ମୁମ୍ବାଇ: ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ (ଡ଼ିଆରଆଇ) ମୁମ୍ବାଇରୁ ଜବତ କରିଛି ୧୯୧ କିଲୋ ହିରୋଇନ । ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ପ୍ରାୟ ୧ହଜାର କୋଟି ଟଙ୍କା ହେବ । ଡ଼ିଆରଆଇର ଜଣେ ଅଧିକାରୀଙ୍କ ସୂତ୍ରରୁ…
Read More...

ଛାତ୍ରଙ୍କ ଠାରୁ ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର : ପୁଣି ରାଜଧାନୀରୁ ବ୍ରାଉନସୁଗାର ଜବତ ହୋଇଛି। ପଟିଆସ୍ଥିତ ବିଗ ବଜାର ଅଞ୍ଚଳରୁ ଅବକାରୀ ବିଭାଗ ଚଢଉ କରି ପ୍ରାୟ ୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ…
Read More...

କଟକରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ: କଟକ ଲିଙ୍କରୋଡରୁ ବ୍ରାଉନସୁଗାର ଜବତ ହୋଇଛି। ଏଥିରେ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ଦିନ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରି ଏହି ବ୍ରାଉନସୁଗାର ଜବତ କରିଛି। ଜଣେ ଲୋକଙ୍କ ଠାରୁ…
Read More...

୨୦୦ଗ୍ରାମର ବ୍ରାଉନସୁଗର ଜବତ, ଜଣେ ଗିରଫ

ବାଲେଶ୍ୱର : ଜଳେଶ୍ୱରରୁ ୨୦୦ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ସୋମବାର ସକାଳେ କଟକରୁ ଆସିଥିବା ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାଡ ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ଜଳେଶ୍ୱରପୁର ଗ୍ରାମ ନିକଟରେ ଚଢାଉ କରି ଏହି…
Read More...