Browsing Tag

hanging deadbody found

ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଉମରକୋଟ: ନବରଙ୍ଗପୁର ଉମରକୋଟରେ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ବୁର୍ଜା ପମ୍ପ ହାଉସ୍ ଫ୍ୟାନରେ ଗୋଟିଏ ଦଉଡିରେ ଦୁଇ ମୃତଦେହ ଝୁଲିରହିଛି।  ମୃତ ଯୁବକ…
Read More...

ଜମିରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ; ପୁର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହ

ବୁର୍ଲା : ଶିକ୍ଷାନଗରୀ ବୁର୍ଲା ସହର ଗତ କିଛିଦିନ ଘଟଣା ପରିପ୍ରେକ୍ଷୀରେ ଏକପ୍ରକାର ଅଶାନ୍ତ ହୋଇଉଠିଛି। ନିତି ପ୍ରତିଦିନର ଅଘଟଣ ସଚେତନ ବର୍ଗଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତ ଏକ ମାସରୁ ଦୁଇମାସ ହେବ ବିଶେଷକରି…
Read More...