Browsing Tag

gurudijhatia

ଦୁର୍ଘଟଣାରେ ଟ୍ରକ ଚାଳକ ଗୁରୁତର

ଗୁରୁଡିଝାଟିଆ: ୫୫ନଂ ଜାତୀୟ ରାଜପଥର ସୀତାରାମପୁର ହନୁମାନ ମନ୍ଦିର ନିକଟରେ ଟ୍ରକ ଦୁର୍ଘଟଣା ଯୋଗୁଁ ଚାଳକ ଗୁରୁତର ହୋଇଛି। ଗୁୁରୁତର ଚାଳକକୁ ଚିକିତ୍ସାପାଇଁ ବଡ ଡାକ୍ତରଖାନାକୁ ପଠାଯାଇଛି। ତାର ଗୋଡରେ ଗୁରୁତର ଆଘାତ…
Read More...

ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ସ୍ତ୍ରୀ ଓ ପ୍ରସୂତୀ ପ୍ରକୋଷ୍ଠର ଶିଳାନ୍ୟାସ

ଗୁରୁଡିଝାଟିଆ: ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ସ୍ତ୍ରୀ ଓ ପ୍ରସୂତୀ ପ୍ରକୋଷ୍ଠ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଦିନକୁ ଦିନ ରୋଗୀ ସଂଖ୍ୟା ଅହେତୁକ ଭାବରେ…
Read More...

ଗୁରୁଡିଝାଟିଆ ପୁଲିସର ନିଷ୍କ୍ରିୟତା, ଏସିଡ ମାଡରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ଗୁରୁଡିଝାଟିଆ: ଅତ୍ୟନ୍ତ ଆକ୍ରୋଶ ଓ ପ୍ରତିଶୋଧ ପରାୟଣ ହୋଇ ଫେରାର ରହିଥିବା ଜନୈକ ଯୁବକ ଓ ତାର ଭାଇ ଓରନ୍ଦା ଗ୍ରାମ ପଞ୍ଚାୟତର ସୀତାରାମପୁର ଗ୍ରାମର ଦାଶରଥି ବେହେରାଙ୍କୁ ଏସିଡ୍‍ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ।…
Read More...

ଗୋଟିଏ ରାତିରେ ଗାଁର ୪ ସ୍ଥାନରେ ଅଗ୍ନିକାଣ୍ଡ

ଗୁରୁଡିଝାଟିଆ: ଖମାରନୂଆଗାଁରେ ବିଳମ୍ବିତ ରାତିରେ ୪ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି। ଏଭଳି ଅଗ୍ନିକାଣ୍ଡ ଗାଁରେ ଆଗରୁ କେବେ ହୋଇନଥିଲା। ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ…
Read More...

ନବମ ଶ୍ରେଣୀ ନାତିର ସ୍କୁଲ ଖୋଲିବା ପାଇଁ ଜେଜେଙ୍କ ମୁଖ୍ୟ ସଚିବଙ୍କୁ ଚିଠି

ଗୁରୁଡିଝାଟିଆ: ରାଜ୍ୟରେ କରୋନା ମହାମାରୀ ଶିକ୍ଷା ବ୍ୟବସ୍ଥାକୁ ଭାଙ୍ଗିରୁଚି ଦେଇଛି। ସରକାର ଅନଲାଇନ ଶିକ୍ଷା ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ସେତେ ଫଳପ୍ରଦ ହୋଇପାରିନାହିଁ। କରୋନା ଏବେ ତଳମୁହାଁ ହୋଇଥିବାରୁ ରାଜ୍ୟ…
Read More...

ବନବିଭାଗ ଦ୍ୱାରା ମାଙ୍କଡାପଥର ବୋଝେଇ ଟ୍ରାକ୍ଟର ଜବତ

ଗୁରୁଡିଝାଟିଆ : ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ମହାଲକ୍ଷ୍ମୀପୁର ସଂରକ୍ଷିତ ଜଙ୍ଗଲ ନିକଟରୁ ଏକ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟରକୁ ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଜବତ କରିଛନ୍ତି। ସଂରକ୍ଷିତ ଜଙ୍ଗଲରୁ…
Read More...

ନାବାଳକ ନିଖୋଜ

ଗୁରୁଡିଝାଟିଆ: ମେଦିନପୁରରୁ ନିଜ ସମ୍ପର୍କୀୟଙ୍କ ସହିତ ଘଣ୍ଟିଖାଲ ଆସିଥିବା ସେକ୍‍ ସୋଏବ ନାମକ ନାବାଳକ ନିଖୋଜ ହୋଇଯାଇଥିବା ନେଇ ଏକ ଅଭିଯୋଗ ଖୁଣ୍ଟୁଣି ଥାନାରେ ହୋଇଛି। ଏନେଇ ପୋଲିସ ତଦନ୍ତ ଚଳାଇଛି। ଘଣ୍ଟିଖାଲ ଶବର…
Read More...

ଭକ୍ତଶୂନ୍ୟ ଭାବରେ ପ୍ରଭୁ ଧବଳେଶ୍ୱରଙ୍କ ମକରଯାତ୍ରା ସଂପନ୍ନ

ଗୁରୁଡିଝାଟିଆ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଭକ୍ତବିହୀନ ଭାବରେ ଆଜି ପ୍ରଭୁଙ୍କ ମକରଯାତ୍ରା ସଂପନ୍ନ ହୋଇଛି। କୋଭିଡ କଟକଣା ଯୋଗୁଁ ହଜାର ହଜାର ଶ୍ରଦ୍ଧାଳୁ ପୀଠରେ ରୁଣ୍ଡ ହେବାର ସମ୍ଭାବନା ଥିବାରୁ ଆଠଗଡ…
Read More...

ଗୁରୁଡିଝାଟିଆରେ ଗ୍ରାମ୍ୟବ୍ୟାଙ୍କ ଏଟିଏମ ଉଦଘାଟିତ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ନିକଟରେ ଆଜି ଏକ ଏଟିଏମ କେନ୍ଦ୍ର ଲୋକାର୍ପିତ ହୋଇଛି। ଏହାକୁ ଗ୍ରାମ୍ୟ ବ୍ୟାଙ୍କର ଜେନେରାଲ ମ୍ୟାନେଜର ବି.କେ ପାତ୍ର ମୁଖ୍ୟ ଅତିଥି…
Read More...

ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ମୃତ୍ୟୁଞ୍ଜୟ ଶତପଥିଙ୍କ ପରଲୋକ

ଗୁରୁଡିଝାଟିଆ: ଖ୍ୟାତି ସଂପନ୍ନ ହୃଦରୋଗ ବିଶେଷଜ୍ଞ ତଥା ସାହିତ୍ୟିକ ଡାକ୍ତର ମୃତ୍ୟୁଞ୍ଜୟ ଶତପଥି(୮୦)ଙ୍କର ଆଜି ପରଲୋକ ଘଟିଛି। ଚିକିତ୍ସାଧିନ ଅବସ୍ଥାରେ କଟକର ଏକ ଘରୋଇ ଚିକିତ୍ସାଳୟରେ ଡାକ୍ତର ଶତପଥିଙ୍କ ପରଲୋକ…
Read More...