Browsing Tag

gunupur

ବାଲି ଚୋରା ଚାଲାଣ ବେଳେ ଟ୍ରାକ୍ଟର ଜବତ, ୧୫ ହଜାର ଟଙ୍କା ଜରିମାନା ଆଦାୟ

ଗୁଣପୁର: ବଂଶଧାରା ନଦୀରୁ ବେଆଇନ ଭାବେ ବାଲି ଚାଲାଣ କରାଯାଉ ଥିବାବେଳେ ଗତକାଲି ରାତିରେ ତହସିଲଦାର ଶରତ ଚନ୍ଦ୍ର ନାୟକ ଗୋଟିଏ ଟ୍ରାକ୍ଟର ଜବତ କରି ୧୫ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ମିଳିଛି। ବହୁଦିନ…
Read More...

ଅନୁକୂଳ ହେଲା ରଥକାଠ, ରଥଯାତ୍ରା ହେବା ନ ହେବା ନେଇ ସନ୍ଦେହ 

ଗୁଣୁପୁର : ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗୁଣୁପୁରଠାରେ ତହସିଲଦାରଙ୍କ ତତ୍ୱାବଧାନରେ ରଥକାଠ ଶୁଭ ଅନୁକୂଳ ହୋଇଛି । ଆଜିଠାରୁ ଶ୍ରୀଜୀଉଙ୍କ ରଥ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବା ବିଧି ରହିଛି । ଏଠାରେ ସ୍ଥାୟୀ ରଥ…
Read More...

ଇଏ କି ପ୍ରକାର ତାଲାବନ୍ଦ ? ଗୁଣୁପୁରରେ ସବୁକିଛି ସ୍ୱାଭାବିକ

ଗୁଣୁପୁର: କରୋନାର ଦ୍ୱିତୀୟ ଲହର ଘାତକ ସାବ୍ୟସ୍ତ ହୋଇ ହୁ ହୁ ହୋଇ ମାଡ଼ି ଚାଲୁଥିବାରୁ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା କରିଥିଲେ । ଏଥିପାଇଁ ମୁଖ୍ୟ ଶାସନ ସଚିବ ବିସ୍ତୃତ ଭାବେ ଲଡାଉନର…
Read More...

ପାଣି ପାଇଁ ତାତିଲେ ମହିଳା

ଗୁଣୁପୁର: ପାଣି ପାଇଁ ତାତିଲେ ମହିଳା। ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପ୍ରତାରଣା ପାଲଟିଥିବାରୁ ବାଧ୍ୟହୋଇ ମଙ୍ଗଳବାର ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୬ ରାମକୃଷ୍ଣ ନଗର ଅଞ୍ଚଳର ମହିଳାମାନେ…
Read More...

ନାସା ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରଙ୍କ କମାଲ୍‌

ଗୁଣୁପୁର: ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କରାଯାଇଥିବା ଏକ କୁଇଜ ପ୍ରତିଯୋଗିତାରେ ରାୟଗଡା ଜିଲ୍ଲା ଗୁଣୁପୁର ଉଠା ଜଳସେଚନ କଲୋନୀର ଯୁକ୍ତ ଦୁଇ ଛାତ୍ର ଜୟରାମ ଗୌଡ଼ ସଫଳତା ହାସଲ କରିଛନ୍ତି। ଅନଲାଇନରେ…
Read More...

ଲେଉଟିଲା କରୋନା, ବଜାର ବୁଲି ଲୋକଙ୍କୁ ସଚେତନ କଲେ ଯୁବ ଆଇଏଏସ ଅଧିକାରୀ

ଗୁଣୁପୁର: ସମଗ୍ର ଦେଶରେ କରୋନାର ଦ୍ଵିତୀୟ ଲହର ନିଜ କାୟା ବିସ୍ତାର କରି ଚାଲିଛି । ଓଡ଼ିଶାରେ ମଧ୍ୟ ଧୀରେ ଧୀରେ ସଂକ୍ରମଣ ବୃଦ୍ଧି ପାଉଛି । ସରକାର ଯେତେ କଟକଣା ଜାରି କଲେ ମଧ୍ୟ ଲୋକେ ମାନିବାକୁ ନାରାଜ । ବଜାର ଘାଟରେ…
Read More...

ଆନ୍ଧ୍ରରେ ମିଶିବାକୁ ଲାଉଗୁଡା ଗ୍ରାମବାସୀଙ୍କ ଚେତାବନୀ

ଗୁଣପୁର: ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଗତକିଛି ମାସ ହେଲା ଲାଗି ରହିଛି ସୀମା ବିବାଦ। ବର୍ତ୍ତମାନ ସୀମାନ୍ତ ଅଞ୍ଚଳରେ ପୁଣି ମୁଣ୍ଡ ଟେକିଛି ଆଉ ଏକ ସମସ୍ୟା। ସର୍ବ ନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି…
Read More...

ପୁଲିସ ଏସଆଇଙ୍କ ନିଆରା ପ୍ରୟାସ; ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାଙ୍କୁ ପାଠ ପଢାଇବା ପାଇଁ କରିଛନ୍ତି ମୁକ୍ତାକାଶ…

ଗୁଣୁପୁର : ପୁଣି ଫେରିଛି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବନ ବିଦ୍ୟାଳୟର ରୂପରେଖ । ମୁକ୍ତାକାଶ ତଳେ ପିଲାଏ ପଢୁଛନ୍ତି ପାଠ । ଖାଲି ପାଠ୍ୟ ପୁସ୍ତକ ନୁହେଁ, ଆତ୍ମନିର୍ଭରଶୀଳ ହେବାପାଇଁ ପିଲାଙ୍କୁ ଯୋଗାଇ…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ଜଣେ ଆହତ

ଗୁଣପୁର: ଗୁଣୁପୁର ବାଇପାସ ରାସ୍ତା ପାର୍ଶ୍ଵରେ ଥିବା ଏକ ଗାଡି ସର୍ଭିସିଂ ସେଣ୍ଟରେ କାମ କରୁଥିବା ବେଳେ ୧୧କେଭି ବିଦ୍ୟୁତ ସପ୍ଲାଇ ତାର ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।…
Read More...

ବଂଶଧାରା ନଦୀ ପୋଲ ନିକଟରେ ଧମକପୂର୍ଣ୍ଣ ମାଓ ପୋଷ୍ଟର

ଗୁଣୁପୁର : ରାୟଗଡ଼ା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ ବଂଶଧାରା ନଦୀ ପୋଲ ନିକଟରେ ଶୁକ୍ରବାର ଏକ ଧମକପୂର୍ଣ୍ଣ ମାଓ ପୋଷ୍ଟର ଠାବ ହୋଇଛି। ଉକ୍ତ ପୋଷ୍ଟରରେ ସ୍ଥାନୀୟ ଅଞ୍ଚଳର ୨୭ ଜଣ ରାଜନେତାଙ୍କ ନାମ ଉଲ୍ଲେଖ ରହିଛି।…
Read More...