Browsing Tag

Govt.

କୋଲ୍‍ ଇଣ୍ଡିଆ ସରକାରଙ୍କୁ ୧୪୨୬ କୋଟି ଟଙ୍କା ଲାଭାଂଶ ଦେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୋଲ୍‍ ଇଣ୍ଡିଆ ନିକଟରୁ ୧୪୨୬ କୋଟି ଟଙ୍କା ଲାଭାଂଶ ବାବଦରେ ପାଇବେ। ସିଆଇଏଲ୍‍ ଅତିରିକ୍ତ ଚୂଡାନ୍ତ ୩୫% ଲାଭାଂଶ ପ୍ରଦାନ ସମ୍ପର୍କରେ ଘୋଷଣା କରିବା ପରେ ସରକାର ଏହି ପରିମାଣର ଅର୍ଥ…
Read More...

ସେରମ ଇନଷ୍ଟିଚ୍ୟୁଟର ଟିକା ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବ : ସରକାର ଦେବେ ୩୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ରୁତ ସଂକ୍ରମଣକୁ ପ୍ରତିହତ କରିବାକୁ ଟିକା ଅନ୍ୟତମ ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ଟିକା ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ସେରମ ଇନଷ୍ଟିଚ୍ୟୁଟକୁ ୩୦୦୦ କୋଟି ଟଙ୍କା ଅନୁଦାନ…
Read More...

ଗତବର୍ଷ ଲକ୍‍ଡାଉନ ସମୟରେ ଉଡାଣ ବାତିଲ ପାଇଁ ଯାତ୍ରୀଙ୍କୁ ଅର୍ଥ ଫେରାଅ:ବିମାନ କମ୍ପାନୀଙ୍କୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ କାରଣରୁ ଗତବର୍ଷ ଭାରତରେ ଦୀର୍ଘକାଳ ବିମାନ ସେବା ବ୍ୟାହତ ହୋଇଥିଲା। ବିମାନ ଯାତ୍ରା କରିବା ପାଇଁ ଯେଉଁମାନେ ଆଗୁଆ ଟିକେଟ ବୁକିଂ କରିଥିଲେ, ସେମାନଙ୍କର ଅର୍ଥ ତୁରନ୍ତ ଫେରାଇବାକୁ…
Read More...

କୃଷି ଆଇନକୁ ଦେଢ଼ ବର୍ଷ ଯାଏ ସ୍ଥଗିତ ରଖିବାକୁ କେନ୍ଦ୍ରର ପ୍ରସ୍ତାବ; ମାନିଲେନି କୃଷକ, କାଲି ଶୁଣାଇବେ ନିଷ୍ପତ୍ତି

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ସରକାର ଏବଂ କୃଷକଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ସମାଧାନ ହୋଇପାରୁ ନାହିଁ। ବୁଧବାର ଏଥିପାଇଁ ସରକାର ଏବଂ କୃଷକଙ୍କ ମଧ୍ୟରେ ୧୦ମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। କିନ୍ତୁ ଏଥିରୁ କୌଣସି…
Read More...

‘ସେଣ୍ଟ୍ରାଲ୍‌ ଭିଷ୍ଟା’କୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ, ନିର୍ମାଣ ଉପରେ ଲଗାଇଲେ ରୋକ୍‌

ନୂଆଦିଲ୍ଲୀ: ନୂଆ ସାଂସଦ ଭବନ ‘ସେଣ୍ଟ୍ରାଲ ଭିଷ୍ଟା’କୁ ନେଇ ଦାୟର ହୋଇଥିବା ପିଟିଶନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଏହି ପ୍ରକଳ୍ପ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଯେ…
Read More...

‘ସମାଜ’ ପ୍ରଭାବ : ନିଲମ୍ବିତ ହେଲେ ସରକାରୀ ବାବୁ, ଅଟକିଲା ପଦୋନ୍ନତି

ମୁଖିଗୁଡା : କଳାହାଣ୍ଡି ଜିଲା ଜୟପାଟଣା ବ୍ଲକରେ କାର୍ଯ୍ୟରତ ପ୍ରଗତି ସହାୟକ (ପି.ଏ) ସତାମ୍ବର ପ୍ରଧାନୀ ଥୁଆମୁଳ ରାମପୁର ବ୍ଲକ ଅଞ୍ଚଳର ଜଣେ  ଦଳିତ ବର୍ଗର ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଅପହରଣ କରି…
Read More...

ଏପ୍ରିଲ ୧୪ ପରେ ଲକ୍‌ଡାଉନ ସମୟସୀମା ବୃଦ୍ଧିର ଯୋଜନା ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ​‌ରେ ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ତେବେ ଲକ୍‌ଡାଉନ ସମୟସୀମା ଆଉ କିଛିଦିନ ବୃଦ୍ଧି ପାଇପାରେ ବୋଲି କେତେକ ଗଣମାଧ୍ୟମରେ…
Read More...