ଆଇଆଇଏଫଏଲ ସୁନା ଲୁଟ ଘଟଣା ; ଆଉ ୨ ଗିରଫ
କଟକ : : କଟକ ନୟାସଡ଼କ ଆଇଆଇଏଫଏଲ ସୁନା ଲୁଟ ଘଟଣାରେ ଆଉ ୨ ଜଣ ଗିରଫ ହୋଇଥିବା ଶନିବାର ଜଣାପଡିଛି। ଗିରଫମାନଙ୍କ ମଧ୍ୟରେ ମଙ୍ଗଳାବାଗ ଥାନା ଅନ୍ତର୍ଗତ ଜଣେ ସୁନା ଦୋକାନୀ ଓ ଆଲାମଚାନ୍ଦ ବଜାରର ଆଉ ଜଣେ ସୁନା ଦୋକାନୀ…
Read More...
Read More...