Browsing Tag

ganjam

ନାଲକୋର ନିର୍ଦ୍ଦେଶକ (ବାଣିଜ୍ୟିକ) ଭାବେ ଦାୟିତ୍ୱ ଗ୍ରହଣ କଲେ ସଦାଶିବ ସାମନ୍ତରାୟ

ଭୁବନେଶ୍ୱର - ସଦାଶିବ ସାମନ୍ତରାୟ, କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର ନୂତନ ନିର୍ଦ୍ଦେଶକ (ବାଣିଜ୍ୟିକ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।…
Read More...

ନବରଙ୍ଗପୁର ଓ ଉମରକୋଟ ପୌରନିର୍ବାଚନ ପାଇଁ ୫୬ଟି ବୁଥରେ ପହଁଚିଲେ ପୁଲିଂ ପାର୍ଟି

ନବରଙ୍ଗପୁର : ନବରଙ୍ଗପୁର ଓ ଉମେରକୋଟ ପୌରପରିଷଦରେ ଗୁରୁବାର ଦିନ ପୌର ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୁଲିଂ ପାର୍ଟି ମାନେ ବୁଥ ରେ ପହଂଚି ସାରିଛନ୍ତି ।…
Read More...

ଗଞ୍ଜାମ ଏନଏସିରେ ଷ୍ଟାର ପ୍ରଚାରକଙ୍କୁ ନେଇ ବିଶାଳ ବାଇକ ରାଲି

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜୁ ଜନତା ଦଳ ପକ୍ଷରୁ ଜୋର ସୋର ନିର୍ବାଚନ ପ୍ରଚାର ଚାଲିଛି। ଏଠାରେ ବିଜେଡ଼ିର ଷ୍ଟାର ପ୍ରଚାରକ ସାଜିଛନ୍ତି ଅଭିନେତ୍ରୀ ଜୀନା, ଅଭିନେତା ସୁଭାଶିଷ ଶର୍ମା। ରବିବାର ଜୀନା…
Read More...

ଗଞ୍ଜାମ ଏନଏସିରେ ବିଜେଡି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୌର ନିର୍ବାଚନ ପାଇଁ ବିଜେଡି ଅଧ୍ୟକ୍ଷା ଓ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ରବିବାର ଦାଖଲ ହୋଇଛି। ଦଳର ନେତା ଓ କର୍ମୀ ତଥା ପ୍ରାର୍ଥୀମାନେ ବିରାଟ…
Read More...

ଗଞ୍ଜାମ ବ୍ଲକ ବିଜେଡି ପକ୍ଷରୁ ଦୁଇଟି ଜିଲ୍ଲା ପରିଷଦ ଜୋନ ପାଇଁ ନିର୍ବାଚନ ପ୍ରଚାର ଗାଡି ଶୁଭାରମ୍ଭ ଓ ସାଂଗଠନିକ ବୈଠକ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ଗୋପାଳପୁର ସ୍ଥିତ ମଲ୍ଲିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୁଧବାର ବିଜୁ ଜନତା ଦଳର ଦୁଇଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ପାଇଁ ପ୍ରଚାରଗାଡ଼ି ଶୁଭାରମ୍ଭ…
Read More...

ଗଞ୍ଜାମରେ ୩ୟ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା

ଗଞ୍ଜାମ: ଗଞ୍ଜାମ ସହରର ହୋପ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ସ୍ଥାନୀୟ ଭାରତୀ ବିଦ୍ୟାପୀଠ ସମ୍ମିଳନୀ କକ୍ଷରେ ୩ୟ କଲର ଵେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏକାଡେମୀ ପ୍ରଶିକ୍ଷକ ସିଏଚ ପ୍ରସାଦ ନାୟକଙ୍କ…
Read More...

ଲଘୁଚାପ ଜନିତ ବର୍ଷା: ଠିକ୍ ଭାବେ ସହରରୁ ନିଷ୍କାସନ ହେଉନି ବର୍ଷା ଜଳ, ମୁଖ୍ୟ ନାଳର ହେଉନି ପୁନରୁଦ୍ଧାର

ଗଞ୍ଜାମ: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଗଞ୍ଜାମ ସହରର ଅବସ୍ଥା ବେହାଲ ହୋଇଛି। ବିଭିନ୍ନ ୱାର୍ଡରେ ପାଣି ଜମି ରହିବା ସହ ଏକ ପ୍ରକାର କୃତିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ନେଇ ସାଧାରଣ ଲୋକଙ୍କ…
Read More...

ନୋ ଫିସିଂ ଜୋନରେ ମାଛ ମାରିବା ବେଳେ ଆନ୍ଧ୍ର ଟ୍ରଲର ଜବତ; ୮ ମତ୍ସ୍ୟଜୀବୀ ଅଟକ

ଗଞ୍ଜାମ: ଗଞ୍ଜାମ ନିକଟରେ ଋଷିକୁଲ୍ୟାମୁହାଣ ଅଞ୍ଚଳ ସମୁଦ୍ରରେ ଅଲିଭ୍ ରିଡ୍‌ଲେଙ୍କ ମିଳନ ଋତୁ ଚାଲିଛି। କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ମତ୍ସ୍ୟଜୀଵୀମାନଙ୍କୁ ମାଛ ମାରିବା ମନା । କିନ୍ତୁ ଆନ୍ଧ୍ରପ୍ରଦେଶର ଏକ ଟ୍ରଲର…
Read More...

ଥାନା ଅଧିକାରୀଙ୍କ ନାଁ କହି ବ୍ୟବସାୟୀଙ୍କୁ ଚୁନ ଲଗାଇଲା ଠକ, ବ୍ୟବସାୟୀ ଟଙ୍କା ମାଗିବା ପରେ ଫିଟିଲା ଗୁମର

ଗଞ୍ଜାମ: ପୁଲିସ ନାଁ କହି ଗଞ୍ଜାମ ଜିଲାର ଜଣେ ବ୍ୟବସାୟୀଙ୍କୁ ଚୁନ ଲଗାଇଲା ଠକ। ଗଞ୍ଜାମ ଥାନା ଅଧିକାରୀଙ୍କ ନାଁ କହି ଜଣେ ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କାର ଲୁହାରଡ଼ ଠକେଇ ଘଟଣା ଏବେ ପଦାକୁ ଆସିଛି। ବ୍ୟବସାୟୀ…
Read More...

ଦର ବୃଦ୍ଧି ବିରୁଦ୍ଧରେ ସିପିଆଇ(ଏମ୍‌) ଦଳ ପକ୍ଷରୁ ପ୍ରତିବାଦ ସଭା

ଗଞ୍ଜାମ: ଦୈନିକ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦରବୃଦ୍ଧି ବିରୁଦ୍ଧରେରେ ଆଜି ସିପିଆଇ(ଏମ୍‌) ଆଞ୍ଚଳିକ କମିଟି ପକ୍ଷରୁ ପ୍ରତିବାଦ ସଭା ବ୍ଲକ ଆଗରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତ୍ରିବେଣୀ ମଠ ଛକଠାରୁ ଏକ…
Read More...