Browsing Tag

ganja seized

୩୭ କିଲୋ ଗଞ୍ଜେଇ ସହ କାର ଜବତ : ୩ ଗିରଫ, ଜଣେ ଚମ୍ପଟ

ମୋହନା : ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡରେ କାର ସହ ୩୭ କିଲୋ ୭୦୦ଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ। ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ୩ ଜଣକୁ ଗିରଫ କରାଯାଇଥିବା ବେଳେ…
Read More...

୧୩ କିଲୋ ଗଂଜେଇ ଜବତ, ୪ ଗିରଫ 

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ପୃଥକ ପୃଥକ ଦୁଇଟି ସ୍ଥାନରେ ଚଢାଉ କରି ୧୩ କେଜି ଗଂଜେଇ ସହିତ ୨ଟି ବାଇକକୁ ଜବତ କରିଥିବା ବେଳେ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅବକାରୀ ସୂତ୍ରରୁ…
Read More...

୩୦ କିଲୋ ଗଞ୍ଜେଇ ସହ ଗାଡ଼ି ଜବତ, ଜଣେ ଗିରଫ

ମୋହନା: ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ପ୍ରତ୍ୟେକ ଦିନ ପାଟ୍ରୋଲିଂ ଜାରି ରହିଥିବା ବେଳେ ରବିବାର ଖମ୍ବାରି ସାହି ଗାଁ ଅଞ୍ଚଳରେ ଏକ ବାଇକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାହାକୁ ଜବତ…
Read More...

୧୩୭ କ୍ୱିଣ୍ଟାଲ ଗଂଜେଇ ସହ କାର ଜବତ, ଜଣେ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ପୁଣି ଗଞ୍ଜେଇ ଜବତ । ଗଞ୍ଜେଇ ଜବତ କଲା ମୈଦାଲପୁର ଫାଣ୍ଡି ପୋଲିସ । କୌଣସି ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ଥାନା ଅନ୍ତର୍ଗତ ମଇଦଲପୁର ଫାଣ୍ଡି ନିକଟରେ ଗୋଟିଏ ସିଲଭର ରଙ୍ଗର କାରକୁ…
Read More...

୩୦ କେଜି ଗଂଜେଇ ଜବତ, ୨ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ୍‍ ଆଜି ରାତ୍ରରେ ଏକ ଅଟୋରେ ଗଂଜେଇ ଚାଲାଣ ହେଉଥିବା କୌଣସି ପ୍ରକାର ଖବର ପାଇ ସରୁକୁଇ ଘାଟିରେ ତନଖୀ ବେଳେ ଉକ୍ତ ଅଟୋରୁ ୩୦ କେଜି ଗଂଜେଇ ଜବତ କରିବା ସହିତ ଏହି ଘଟଣାରେ ୨…
Read More...

୬ ଲକ୍ଷ ଟଙ୍କାର ଗଂଜେଇ ଜବତ, ଚାଲାଣକାରୀ ଫେରାର୍‍

ଫୁଲବାଣୀ : କନ୍ଧମାଳ ଜିଲା ଗୋଛାପଡ଼ା ପୁଲିସ୍‍ ରବିବାର ଗଂଜେଇ ଚାଲାଣ ପାଇଁ ଏକ ସ୍ଥାନରେ ରଖାଯାଇଥିବା କୌଣସି ପ୍ରକାର ଖବର ପାଇ ଅଚାନକ ଭାବେ ଚଢାଉ କରିଥିବା ବେଳେ ଅଭିଯୁକ୍ତମାନେ ଦୂରରୁ ପୁଲିସକୁ ଦେଖି ଫେରାର୍‍…
Read More...

ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ: ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶ ପ୍ରକାରେ ଅନ୍ୟ ଏକ ମାମଲାର ତଦନ୍ତ ପାଇଁ ଅବକାରୀ ବିଭାଗର କର୍ମଚାରୀମାନେ ଯାଉଥିବା ବେଳେ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ କାଳିପଙ୍ଗା ଛକରେ ବସକୁ ଅପେକ୍ଷା…
Read More...

୩୨ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ଗୋଛାପଡା ପୁଲିସ ପୁଣି ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିବା ସହ ତାଠାରୁ ଏକ ବାଇକ ଓ ୩୨ କିଲୋ ଗଞ୍ଜେଇ ଜବତ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଗୋଛାପଡା ଥାନା ଅଧିକାରୀ…
Read More...

ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଗୋଛାପଡ଼ା ଥାନା ଅନ୍ତର୍ଗତ ଗୋଛାପଡ଼ାଠାରେ ପୁଲିସ୍‍ ତନଖୀ ବେଳେ ୨୮ କେଜି ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାମ ଅବଦୁଳ୍‍ ସାଜିଦ୍‍…
Read More...

ପାର୍ବଣକୁ ନେଇ ପୁଲିସ୍‍ ଚଢାଉ: ଏପଟେ ଗଞ୍ଜେଇ ଜବତ, ସେପଟେ ମଦ

ଫୁଲବାଣୀ: ପାର୍ବଣକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାର ବିଭିନ୍ନ ଥାନା ତତ୍ପର ହୋଇ ଉଠିଛନ୍ତି। ଏଭଳି ସ୍ଥଳେ ଆଜି କ.ନୂଆଗାଁ ପୁଲିସ୍‍ ଗଞ୍ଜେଇ ସହିତ ୨ ଜଣକୁ ଗିରଫ କରିଥିବା ବେଳେ ରାଇକିଆ ପୁଲିସ୍‍ ମଦ ସହିତ ଜଣକୁ ଗିରଫ…
Read More...