Browsing Tag

gadamadhupur

ପାୱାରଟିଲର ଓଲଟି ଜଣେ ମୃତ

ଗଡମଧୁପୁର : ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁରଠାରେ ପାୱାର ଟିଲର ଓଲଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ସେହି ଥାନା ଅନ୍ତର୍ଗତ ବରାଳ ସାହି ଗ୍ରାମର…
Read More...

ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରପୋଡି ଅଭିଯୋଗ

ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧିନ ଅଣ୍ଟିଆ ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ପୋଡି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ସେହି ଗାଁର ଭୋଳାନାଥ ଜେନାଙ୍କ ଘରେ ରାତି ପ୍ରାୟ ୨ଟା…
Read More...

ରାହାଡପୁରରୁ ସର୍ବାଧିକ କଳାପଥର ଚୋରି, ଲିଜ୍‌ ଆଢୁଆଳରେ ଚୋର

ଗଡମଧୁପୁର: ଧର୍ମଶାଳା ତହସିଲ ଅଧିନ ରାହାଡପୁର କଳାପଥର ପାହାଡରୁ ପଥରଚୋରୀ ରୋକିବା ପାଇଁ ଜିଲା ପ୍ରଶାସନ, ତହସିଲ ପ୍ରଶାସନ ଓ ଥାନା ସର୍ବାଧିକ ଥର ଖାଦନ ସଂଲଗ୍ନ ରାସ୍ତାକୁ ତାଡିବା ସହିତ ନାଲି ପତାକା ମାରି ୧୪୪ ଧାରା…
Read More...

କରୋନା କଟକଣା ପରେ ଫେରିଛି ଯାତ୍ରା, ଶାନ୍ତିଶୃଙ୍ଖଳାରେ ଯାତ୍ରା ଦେଖିଲେ ଦର୍ଶକ

ଗଡମଧୁପୁର: ଦୀର୍ଘ ଏକ ବର୍ଷ ଅନ୍ତରାଳରେ ଧର୍ମଶାଳା ବ୍ଲକ ମହିଶରା ପଂଚାୟତର ରମ୍ପେଇ ଗାଁକୁ ଫେରିଛି ଅପେରା ପାର୍ଟି। ନାନା କଳ୍ପନା ଜଳ୍ପନାର ଅବସାନ ଘଟାଇ ଶେଷରେ ସମସ୍ତ କରୋନା କଟକଣା ମଧ୍ୟରେ ଯାତ୍ରା ସ୍ୱର୍ଣ୍ଣମହଲ…
Read More...

ଆର.ଡି ରାସ୍ତା ପୂର୍ଣ୍ଣାଙ୍ଗ ହେବାରେ ଡ୍ରେନେଜ ପୋଲ କାଳ, ଅଦରକାରୀ ପୋଲ ଭାଙ୍ଗିବାକୁ ଚିଠି ପରେ ବି ବିଭାଗ ନିଦାବିଷ୍ଣୁ

ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ଗଡ଼ମଧୁପୁର ପଂଚାୟତରୁ ଜାରକା ଭାୟା କାନପୁର ବେଣାପାଟ ରାସ୍ତା ଶେଷ ହେବାକୁ ଆସିଯାଇଥିବା ବେଳେ ଏହାର ପୂର୍ଣ୍ଣାଙ୍ଗ ହେବାରେ ବାଧକ ସାଜିଛି ଡ୍ରେନେଜ ବିଭାଗର ଅଦରକାରୀ ପୋଲ। ୧ କୋଟିରୁ…
Read More...

ବିଛାଖଣ୍ଡି କଳାପଥର କ୍ୱାରୀ ନିଲାମକୁ ଉଚ୍ଚନ୍ୟାୟାଳୟଙ୍କ ନାଁ

ଗଡ଼ମଧୁପୁର : ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ମୌଜାରେ ଥିବା କଳାପଥର କ୍ୱାରୀ ନିଲାମ ଉପରେ ମାନ୍ୟବର ଉଚ୍ଚନ୍ୟାୟାଳୟ ଏକ ମଧ୍ୟବର୍ତ୍ତୀ କାଳିନ ରହିତାଦେଶ ଜାରି କରିଛନ୍ତି। ଫଳରେ ଧର୍ମଶାଳା ତହସିଲ…
Read More...

ଉପକାରରେ ନାହିଁ ମୋ ଉପକାରୀ ବଗିଚା, ବିନା ବଗିଚାରେ ସହାୟତା ରାଶି ହଡପ

ଗଡ଼ମଧୁପୁର: ପନିପରିବାର ବଜାର ଦର ଆକାଶ ଛୁଆଁ ହେବା ପରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା କରି ସରକାର ଏକ ବହୁ ଉପାଦେୟ ଯୋଜନା ପ୍ରସ୍ତୁତ କଲେ, ଯାହାର ନାଁ ରଖିଲେ ମୋ ଉପକାରୀ ବଗିଚା। ଯୋଜନାର ଲକ୍ଷ୍ୟ ଲୋକମାନେ ସମସ୍ତେ…
Read More...

ପାରିବାରିକ କଳହକୁ ନେଇ ମହିଳାଙ୍କ ଆତ୍ମହତ୍ୟା ସନ୍ଦେହ, ଆଶଙ୍କାରେ ଶିଶୁ କନ୍ୟାର ଭାଗ୍ୟ

ଗଡ଼ମଧୁପୁର : ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଗଡମଧୁପର ଗ୍ରାମରେ ପାରିବାରିକ କହଳକୁ ନେଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଜଣକ ହେଲେ ଶରତ ବେହେରା(ଦାମ)ଙ୍କ ପତ୍ନୀ ସୁକାନ୍ତି ବେହେରା(୪୨)। ଗତକାଲି…
Read More...

‘ସମାଜ’ ପ୍ରଭାବ: ହିତାଧିକାରୀଙ୍କୁ ମିଳିଲା ହରିଶ୍ଚନ୍ଦ୍ର ଯୋଜନା ଅର୍ଥ

ଗଡ଼ମଧୁପୁର: ଗରିବ ଅସହାୟ ପରିବାରରେ କେହି ମରିଗଲେ ତାର ଶବ ସଂସ୍କାର ସହିତ ଶୁଦ୍ଧିକ୍ରିୟାରେ ଖର୍ଚ୍ଚ ନିମିତ୍ତ ତୁରନ୍ତ ସହାୟତା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ହରିଶ୍ଚନ୍ଦ୍ର ଯୋଜନା। ଏହି ଯୋଜନା ଦ୍ୱାରା କୌଣସି…
Read More...

ସ୍ୱର୍ଣ୍ଣପ୍ରଭାଙ୍କୁ ୟୁଥ୍‍ ଆଇକନ୍‍ ଆୱାର୍ଡ

ଗଡ଼ମଧୁପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସମ୍ପାରୁ ପଞ୍ଚାୟତ ସାହାସପୁର(ତୁରଙ୍ଗ) ଗ୍ରାମର ଯୁବ ଗବେଷିକା ସ୍ୱର୍ଣ୍ଣପ୍ରଭା ଖଟୁଆଙ୍କୁ ୟୁଥ ଆଇକନ ଆୱାର୍ଡ-୨୦୨୦ରେ ସମ୍ମାନିତ କରାଯାଇଛି। ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ…
Read More...