Browsing Tag

fire

ଅଗ୍ନିକାଣ୍ଡରେ ଜଳିଗଲା ଚାଷଜମି

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା କରଞ୍ଜକଟା ଗ୍ରାମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ଚାଷଜମି ସହ ପାଳ ଗଦା ଜଳି ଭଷ୍ମୀଭୂତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଗ୍ରାମରେ କୌଣସି କାରଣ ମତେ…
Read More...

ଅଗ୍ନିକାଣ୍ଡରେ ୩ବଖରା ଭସ୍ମୀଭୁତ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟୁକଟା ପଞ୍ଚାୟତ ଅଧିନ ଦର୍ଶନପୁର ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ରାମଚନ୍ଦ୍ର ପାଢୀ ଓ ସନ୍ତୋଷ କୁମାର ପଣ୍ଡାଙ୍କର ୩ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଦମକଳ…
Read More...

ନିଆଁ ପୁଉଁଥିବା ସମୟରେ ଜଳି ନାବାଳିକା ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗ୍ରାମର ଜଣକ ଘରକୁ ବୁଲି ଆସିଥିବା ଜଣେ ନାବାଳିକା ନିଆଁରେ ପୋଡି ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ନାବାଳିକା ଘଟଗାଁ ବ୍ଲକ ବାଣକାଣ୍ଡ ଗ୍ରାମର…
Read More...

ପାଳଗଦାରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲା ଘର

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ନୂଆଗାଁ ଗ୍ରାମର ପଟେଲ୍ ନାଏକଙ୍କ ପାଳଗଦାରେ ରବିବାର ରାତିରେ କୈାଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହା ଦେଖି ପଟେଲ୍ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ…
Read More...

ତେଜରାତି ଦୋକାନ ଜଳିଗଲା

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲ୍ଲୀ ବଜାରରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ତେଜରାତି ଦୋକାନରେ ନିଆଁ ଲାଗି ବହୁ ରାସନ ସାମଗ୍ରୀ ପୋଡି ଯାଇଥିବାର ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ଶ୍ରୀ…
Read More...

ଅଗ୍ନିକାଣ୍ଡରେ ଘର ସହ ଆସବାବପତ୍ର ପୋଡ଼ି ପାଉଁଶ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଭୃଙ୍ଗିଯୋଡ଼ି ପଂଚାୟତର ଡ଼ହିଙ୍ଗିଆ ଗ୍ରାମର ମୁଡ଼େ କହଁରଙ୍କ ପୁଅ କୁଲୁ କହଁରଙ୍କ ଘରେ କୌଣସି ପ୍ରକାର ନିଆଁଲାଗି ସଂପୂର୍ଣ୍ଣଭାବେ ପୋଡ଼ି ପାଉଁଶ ହୋଇଯାଇଛି। ଘର…
Read More...

ନାଟେରୀରେ ଭୟାବହ ଅଗ୍ନିକାଣ୍ଡ: ୮ପରିବାରର ୧୨ବଖରା ଭଷ୍ମୀଭୂତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ 

ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ପଂଚାୟତ ଅଧିନ ନାଟେରୀ ଗ୍ରାମରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭଷ୍ମୀଭୂତ ହୋଇଯାଇଛି । ୮ଗୋଟି ପରିବାରର ୧୨ବଖରା ଘର ନିଆଁରେ…
Read More...

ସଟ୍ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ମୁରୁସୁଆଁ ଗ୍ରାମରେ ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଗ୍ରାମର ମକରଧ୍ବଜ ଦେହୁରୀଙ୍କ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ସୋମବାର ପୂର୍ବାହ୍ନରେ ଘରେ କେହି…
Read More...

ଖଳାରେ ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ଧାନ ଆଉ ମକା

ନବରଙ୍ଗପୁର: ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ଧାନ ଆଉ ମକା। ଏପରି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କାମତା ଗ୍ରାମରେ। କାମତା ଗ୍ରାମର ୪ ନମ୍ବର ୱାର୍ଡରେ ରହୁଥିବା ସଭା ଛାତି ଏବଂ…
Read More...

ଅଗ୍ନିକାଣ୍ଡରେ ଜଳିଗଲା ପାଳ ଗଦା ସହ ବିପୁଳ ପରିମାଣର ଧାନ ବିଡା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ସାଧୁପଡା ଗ୍ରାମର ସଚିତ୍ର କୁମାର ମହାନ୍ତଙ୍କ ଧାନ ଖଳାରେ ଆଜି ମଧ୍ୟାହ୍ନରେ ନିଆଁ ଲାଗି ପାଳ ଗଦା ସହ ବିପୁଳ ପରିମାଣର ଧାନ ବିଡା ପୋଡ଼ି ନଷ୍ଟ ହୋଇଯାଇଛି । ଧାନ ଖଳାରେ ନିଆଁ ଲାଗିବା…
Read More...