Browsing Tag

fhulbani news

କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ

ଫୁଲବାଣୀ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍ ଧାମରେ ପାଳନ କରାଯାଉଛି। ଏହି ଅବସରରେ କନ୍ଧମାଳ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ହର ଘର…
Read More...

ଅମୃତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଫୁଲବାଣୀ, ତୁମୁଡିବନ୍ଦ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଅମୃତ ମହୋତ୍ସବ ପାଳନ ପାଇଁ ବିଦ୍ୟାଭ।ରତୀ ତଥା ଭାରତ ସରକାର ବ୍ୟାପକ ପ୍ରସ୍ତୁତି କରୁଥିବା ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧ ତରଫରୁ…
Read More...

ନବବିବାହିତାଙ୍କ ମୃତଦେହ ଉଦ୍ଧାର ଘଟଣା ; ସ୍ୱାମୀ ଗିରଫ

ଫୁୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ ଗ୍ରାମ ନିକଟରୁ ଗତ ୨ ତାରିଖ ଦିନ ଏକ ଆମ୍ବଗଛରୁ ଜଣେ ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ…
Read More...

କଂଗ୍ରେସ ତରଫରୁ ପ୍ରତିବାଦ ଏବଂ ବିକ୍ଷୋଭ

ଫୁଲବାଣୀ : ଫୁଲବାଣୀ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ସମନ ନେଇ ବିଜେପି ଏବଂ ଇଡି ବିରୁଦ୍ଧରେ ଜୋରଯାର ପ୍ରତିବାଦ ଏବଂ ବିକ୍ଷୋଭ କରାଯାଇଛି ।…
Read More...

ରାଷ୍ଟ୍ରପତି ଫଳାଫଳ ପରେ ବିଜେଡ଼ି ଓ ବିଜେପିର ବିଜୟ ଉତ୍ସବ

ଫୁଲବାଣୀ :  ରାଷ୍ଟ୍ରପତି ଫଳାଫଳ ଘୋଷଣା ପରେ କନ୍ଧମାଳ ଜିଲାରେ ବିଜେଡ଼ି ଓ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଉଭୟ ଦଳ ଜିଲାର ବିଭିନ୍ନ ଅଞ୍ଚଳରେ ପାଳିଛନ୍ତି ବିଜୟ ଉତ୍ସବ। ସନ୍ଧ୍ୟ।ରେ ଫୁଲବାଣୀ…
Read More...

ଲଗାଣ ବର୍ଷା ପରେ ; ଫୁଲବାଣୀ ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ

ଫୁଲବାଣୀ : ଗତ କିଛିଦିନରେ ଫୁଲବାଣୀରେ ହୋଇଥିଲା ଲଗାଣ ବର୍ଷା । ଫଳରେ ଫୁଲବାଣୀ ସହରର ମୁଖ୍ୟ ରାସ୍ତା ସଂପୂର୍ଣ୍ଣଭାବେ ଶୋଚନୀୟ ହୋଇ ପଡ଼ିଛି। ପରିସ୍ଥିତି ଏଭଳି ହୋଇଛି ଯେ, ଲୋକେ ଚାଲିକି ଯିବା ଓ ଗାଡ଼ି ଚଳାଇବାକୁ ଭୟ…
Read More...

ଗୋଟିଏ ଯୁଇରେ ଜଳିଲା ମାଆ ଓ ଝିଅର ମରଶରୀର

ଫୁଲବାଣୀ :  ଗୋଟିଏ ଯୁଇରେ ଜଳିଲା ମାଆ ଓ ଝିଅର ମରଶରୀର । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ସହରରେ । ଗତକାଲି ଅପରାହ୍ନ ସମୟରେ ଫୁଲବାଣୀ ତ୍ରିଦେବ ନଗରରେ ବ।ସ କରୁଥିବା ବ୍ରଜବନ୍ଧୁ ମାଝୀଙ୍କ ଘର…
Read More...

ଦିନ ଦ୍ବିପ୍ରହରରେ ଦେଢ ଲକ୍ଷ ଝାମ୍ପି ନେଲେ ଦୁର୍ବୁତ୍ତ 

ଫୁଲବାଣୀ : ପୁଣି ଦିନ ଦ୍ବିପ୍ରହରରେ ଦେଢ଼ ଲକ୍ଷ ଟଙ୍କା ଲୁଟ।  ଏଭଳି ଘଟଣା ଘଟିଛି ଟାଉନ ଥାନା ନିକଟରୁ । ମଙ୍ଗଳବାର ସ୍ଥାନୀୟ ବୌଦ୍ଧ କେନ୍ଦ୍ର  ସମବାୟ ବ୍ୟାଙ୍କରୁ କଟ୍ରିଙ୍ଗିଆ ଅଂଚଳର ହରିଶ୍ଚନ୍ଦ୍ର ପ୍ରଧନ ନାମକ ଜଣେ…
Read More...

୭୩ ତମ ବନମହୋତ୍ସବ ଅନୁଷ୍ଠିତ

ଫୁଲବାଣୀ  : କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଘୋଡାଗାଡୁ ଗ୍ରାମରେ ୭୩ ତମ ବନମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଖଜୁରୀପଡା ବ୍ଲକର ପୂର୍ବତନ ଅଧକ୍ଷ ତଥା ବରିଷ୍ଠ ଆଇନଜୀବୀ…
Read More...

କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ

ଫୁଲବାଣୀ : ଓଡ଼ିଶା ସରକାରଙ୍କ ଜଙ୍ଗଲ , ପରିବେଶେ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ଫୁଲବାଣୀ ବନଖଣ୍ଡ ପକ୍ଷରୁ ୭୩ତମ ବନ ମହୋତ୍ସବ ସପ୍ତାହ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…
Read More...