Browsing Tag

ferar

କ୍ୱାରେଣ୍ଟାଇନ୍ ସେଣ୍ଟରରୁ କୁଖ୍ୟାତ ଅପରାଧୀ ଫେରାର

ଝାରସୁଗୁଡ଼ା : ଲକଡ଼ାଉନ ସମୟରେ ଲୁଚି ଛପି ରାଉରକେଲାର ରେଡ଼ଜୋନ ନାଲାରୋଡ଼ରୁ ଆସି ଝାରସୁୁଗୁଡ଼ା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ଜଣେ କୁଖ୍ୟାତ ଅପରାଧୀ ସୋମବାର ସକାଳୁ ଫେରାର ହୋଇଯାଇଛି । ପୁଲିସ ଫେରାର ଯୁବକ…
Read More...

ହାଜତରୁ ଚମ୍ପଟ ମାରିଲା ବଳାତ୍କାର ଅଭିଯୁକ୍ତ

ନୀଳଗିରି: ନାବାଳିକାକୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଥାନା ହାଜତରୁ ଚମ୍ପଟ ମାରିବା ଘଟଣା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା…
Read More...