Browsing Tag

father-son arrested

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ହତ୍ୟାକାରୀ ବାପ ପୁଅ ଗିରଫ

ଝୁମ୍ପୁରା : ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ବାରିଆ ବନ୍ଧସାହିରେ ରବିବାର ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ବାରିଆ ଥାନାରେ ମୃତ ଯୁବକର ବଡଭାଇ ଜନାର୍ଦ୍ଦନ ମହାନ୍ତ କରିଥିବା…
Read More...

କୋଭିଡ଼୍‍ କଟକଣାକୁ ଅଣଦେଖା ; ବାହାଘର ଉତ୍ସବ ପାଳନ କରି ବାପା-ପୁଅ ଗିରଫ

ଫୁଲବାଣୀ/ବାଲିଗୁଡା : କୋଭିଡ-୧୯ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ଅଣଦେଖା କରି ଆଜି ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ପଂଚାୟତ ଅନ୍ତର୍ଗତ ତଗାକିଆ ଗ୍ରାମର ବାପ-ପୁଅ ଗିରଫ ହେବା ଘଟଣା…
Read More...